Odisha Link
Bridging the Missing Links in Odisha

ନଭେମ୍ବର ୨୫ରେ ବଡ଼ଓଷା, ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଶେଷ

ଓଏଲ୍‌ ବ୍ୟୁରୋ: ପଞ୍ଚକ ବ୍ରତ ଓ ବଡ଼ ଓଷା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ଧବଳେଶ୍ୱର ପୀଠରେ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଯାଇଛି। ନଭେମ୍ବର ୨୫ରେ ଧବଳେଶ୍ୱରଙ୍କ ପୀଠରେ ବଡ଼ଓଷା ପାଳନ ହେବ। ନଭେମ୍ବର ୨୫ ମଧ୍ୟରାତ୍ରୀରେ ଗଜଭୋଗ ଲାଗିହେବ, ୨୬ ତାରିଖ ଭୋରରେ ବିତରଣ କରାଯିବ। ନଭେମ୍ବର ୨୭ ସକାଳେ ଡଙ୍ଗାଭସା ସହ କାର୍ତ୍ତିକ ବ୍ରତ ସଂପନ୍ନ ହେବ।

Leave A Reply

Your email address will not be published.