Odisha Link
Bridging the Missing Links in Odisha
Daily Archives

October 12, 2023

ଲକ୍ଷ୍ମୀ ବସ୍‌ରେ ଯାତ୍ରା କଲେ କେତେ…

ଓଏଲ୍‌ ବ୍ୟୁରୋ: ଆଜି ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରିଛନ୍ତି। ୧୯୨ କୋଟି ବ୍ୟୟରେ ୧୮ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଏହା ସହ ୯୬ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସବୁଜ ପତାକା ଦେଖାଇ ଯୋଜନାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ମୁଖ୍ୟମନ୍ତ୍ରୀଙ୍କ ଦଶହରା ଭେଟି; ବଳିଆ…

ଓଏଲ୍‌ ବ୍ୟୁରୋ: ବୁଣାକାର ଓ ହସ୍ତତନ୍ତ କାରିଗରଙ୍କ ପାଇଁ ଖୁସି ଖବର। ବଳିଆ ଯୋଜନାରେ ଋଣ ସହାୟତା ରାଶି ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଣାକାର ଜୀବିକା ଓ ଆୟ ବୃଦ୍ଧି ସହାୟତା ଯୋଜନା ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ୧୮-୭୦ ବର୍ଷ ବୟସ ମଧ୍ୟରେ ସମସ୍ତ…

ଚିଟଫଣ୍ଡ ମାମଲା: ସମ୍ପୃକ୍ତ ବ୍ରାଞ୍ଚ…

ଓଏଲ୍‌ ବ୍ୟୁରୋ: ବାଲେଶ୍ୱରର ଏକ ଚିଟଫଣ୍ଡ ସଂସ୍ଥାର ବ୍ରାଞ୍ଚ ମ୍ୟାନେଜରଙ୍କୁ ୩ ବର୍ଷ ଜେଲ୍ ହୋଇଥିବା ଖବର ସାମ୍ନାକୁ ଆସିଛି। ଉଦଳା ସ୍ଥିତ କୋଲକାତା ୱେୟାର୍ ଇଣ୍ଡଷ୍ଟ୍ରିର ବ୍ରାଞ୍ଚ ମ୍ୟାନେଜରଙ୍କୁ ଜେଲ୍ ହୋଇଛି। ଓପିଆଇଡି କୋର୍ଟ ୩ ବର୍ଷ ଜେଲ୍ ସହ ୬୧ ହଜାର ଜରିମାନା କଲେ। ୨୦୧୩ରେ ଜମାକାରୀଙ୍କୁ…

ଜଣାପଡ଼ିଲା ବିହାର ରେଳ ଦୁର୍ଘଟଣାର ମୂଳ…

ଓଏଲ୍‌ ବ୍ୟୁରୋ: ବିହାର ବକ୍ସର ଜିଲ୍ଲାରେ ଟ୍ରେନ୍‌ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ବୁଧବାର ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେଶନରୁ ଗୁହ୍ବାଟିର କାମାକ୍ଷା ଷ୍ଟେଶନ ଯାଉଥିବା ନର୍ଥ ଇଷ୍ଟ ଏକ୍ସପ୍ରେସ ରାତି ୯.୩୫ରେ ରଘୁନାଥପୁର ରେଳ ଷ୍ଟେଶନରେ ଦୁର୍ଘଟଣା ହୋଇଥିଲା। ଯାହାଫଳରେ ଟ୍ରେନ୍‌ର ୨୧ଟି…

ମେଡିକାଲ ଅଧିକାରୀଙ୍କ ଛୁଟି ସଂପର୍କରେ…

ଓଏଲ୍‌ ବ୍ୟୁରୋ: ମେଡିକାଲ ଅଧିକାରୀଙ୍କ ଛୁଟି ସଂପର୍କରେ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଣିକି ଡାକ୍ତରଙ୍କୁ ମିଳିବ ସି ଅଫ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରୀ ଛୁଟି ଦିନରେ କାମ କଲେ ବିକଳ୍ପ ଭାବେ ମିଳିବ ଛୁଟି। ସେହି ମାସର…

ଛାତ୍ରଛାତ୍ରୀ ଶୁଣିବେ ଭାରତୀୟ ହକିର…

ଓଏଲ୍‌ ବ୍ୟୁରୋ: ଛାତ୍ରଛାତ୍ରୀ ଶୁଣିବେ ଭାରତୀୟ ହକିର ଗାଥା। ପ୍ରତି ସୋମବାର କଲେଜରେ ସ୍ୱତନ୍ତ୍ର କ୍ଲାସ୍‌ ହେବ। ଛାତ୍ରଛାତ୍ରୀ ଶୁଣିବେ ଭାରତୀୟ ହକିର ଗୌରବମୟ ଇତିହାସ ଓ ସଫଳତାର ଗାଥା। ଏ ନେଇ ସବୁ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ଚିଠି କରିଥିଲା। ଓଡିଶା ହକି ଦଳର ପ୍ରଯୋଜକ ହେବା ପରେ…

ଚାଞ୍ଚଲ୍ୟକର ଘଟଣା: ଘର ଭିତରୁ ମିଳିଲା ୪…

ଓଏଲ୍‌ ବ୍ୟୁରୋ: ରାଉରକେଲାରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଘର ଭିତରୁ ୪ ବର୍ଷ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବ୍ରାହ୍ମଣୀତରଙ୍ଗ ଥାନା ତୁମରନ୍ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ପୁଅକୁ ହତ୍ୟା କରି ବାପା ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ…

ବିଜେପି ବିଧାୟକ ଦଳର ଦିଲ୍ଲୀ ଗସ୍ତ…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ଯିବେ ଓଡ଼ିଶାର ୨୨ ଜଣିଆ ବିଜେପି ବିଧାୟକ ଦଳ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନେତୃତ୍ୱରେ ବିଜେପି ବିଧାୟକ ଦଳ ଯିବେ। ତାରିଖ ସ୍ଥିର ହୋଇ ନଥିବା ବେଳେ ଖୁବଶୀଘ୍ର ଯିବା ନେଇ ଜୟନାରାୟଣ ମିଶ୍ର ସୂଚନା ଦେଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ବଢିଛି। ବିଜେପି ବିଧାୟକ ଦଳର ଦିଲ୍ଲୀ…

ଏଥର କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ;…

ଓଏଲ୍‌ ବ୍ୟୁରୋ: ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟପରାଗ ଏକ ମହାଜାଗତିକ ଘଟଣା। ପରାଗ ଓ ଗ୍ରହଣ ଏକ ଛାଇ ଆଲୁଅର ଖେଳ ଯାହା ସୂର୍ଯ୍ୟ, ଚନ୍ଦ୍ରର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ। ବିଜ୍ଞାନର ବ୍ୟାଖ୍ୟାନରେ ଚନ୍ଦ୍ର ଉପଛାୟାରେ ପ୍ରବେଶ କରିବା ସହ ଗ୍ରହଣ ଆରମ୍ଭ ହୁଏ ଓ ଏଥିରୁ ସମ୍ପୂର୍ଣ ବାହାରିଗଲା ପରେ…

ନଭେମ୍ବର ୨୫ରେ ବଡ଼ଓଷା, ପ୍ରଶାସନ ପକ୍ଷରୁ…

ଓଏଲ୍‌ ବ୍ୟୁରୋ: ପଞ୍ଚକ ବ୍ରତ ଓ ବଡ଼ ଓଷା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ଧବଳେଶ୍ୱର ପୀଠରେ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଯାଇଛି। ନଭେମ୍ବର ୨୫ରେ ଧବଳେଶ୍ୱରଙ୍କ ପୀଠରେ ବଡ଼ଓଷା ପାଳନ ହେବ। ନଭେମ୍ବର ୨୫ ମଧ୍ୟରାତ୍ରୀରେ ଗଜଭୋଗ ଲାଗିହେବ, ୨୬ ତାରିଖ ଭୋରରେ ବିତରଣ…