Odisha Link
Bridging the Missing Links in Odisha

ଚାଞ୍ଚଲ୍ୟକର ଘଟଣା: ଘର ଭିତରୁ ମିଳିଲା ୪ ବର୍ଷ ପୁଅର ଝୁଲନ୍ତା ମୃତଦେହ

ଓଏଲ୍‌ ବ୍ୟୁରୋ: ରାଉରକେଲାରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଘର ଭିତରୁ ୪ ବର୍ଷ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବ୍ରାହ୍ମଣୀତରଙ୍ଗ ଥାନା ତୁମରନ୍ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ପୁଅକୁ ହତ୍ୟା କରି ବାପା ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବାବେଳେ ୪ ବର୍ଷ ପୁଅର ବାପାକୁ ଗ୍ରାମବାସୀ ଅଟକ ରଖିଛନ୍ତି।

Leave A Reply

Your email address will not be published.