Odisha Link
Bridging the Missing Links in Odisha

ଚିଟଫଣ୍ଡ ମାମଲା: ସମ୍ପୃକ୍ତ ବ୍ରାଞ୍ଚ ମ୍ୟାନେଜରଙ୍କୁ ୩ ବର୍ଷ ଜେଲ୍

ଓଏଲ୍‌ ବ୍ୟୁରୋ: ବାଲେଶ୍ୱରର ଏକ ଚିଟଫଣ୍ଡ ସଂସ୍ଥାର ବ୍ରାଞ୍ଚ ମ୍ୟାନେଜରଙ୍କୁ ୩ ବର୍ଷ ଜେଲ୍ ହୋଇଥିବା ଖବର ସାମ୍ନାକୁ ଆସିଛି। ଉଦଳା ସ୍ଥିତ କୋଲକାତା ୱେୟାର୍ ଇଣ୍ଡଷ୍ଟ୍ରିର ବ୍ରାଞ୍ଚ ମ୍ୟାନେଜରଙ୍କୁ ଜେଲ୍ ହୋଇଛି। ଓପିଆଇଡି କୋର୍ଟ ୩ ବର୍ଷ ଜେଲ୍ ସହ ୬୧ ହଜାର ଜରିମାନା କଲେ। ୨୦୧୩ରେ ଜମାକାରୀଙ୍କୁ ପ୍ରଲୋଭିତ କରି ଚିଟଫଣ୍ଡ ସଂସ୍ଥାର ବ୍ରାଞ୍ଚ ମ୍ୟାନେଜର ଲକ୍ଷାଧିକ ଟଙ୍କା ଠକି ଥିଲେ।

Leave A Reply

Your email address will not be published.