Odisha Link
Bridging the Missing Links in Odisha

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମା’ ଆଗରେ ଚାଲିଗଲା ପୁଅର ଜୀବନ

ଓଏଲ୍‌ ବ୍ୟୁରୋ: ଖୋର୍ଦ୍ଧା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଏକ ତେଲ ଟ୍ୟାଙ୍କର ଧକ୍କା ଦେବା ଦ୍ୱାରା ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ସ୍କୁଲ୍‌ ଛୁଟି ପରେ ମାଆ ସହ ପୁଅ ସ୍କୁଟିରେ ଫେରୁଥିବା ବେଳେ ଦୁର୍ଘଟଣା ହେବ ଦ୍ୱାରା ପୁଅର ଜୀବନ ଚାଲିଯାଇଛି। ଟାଉନ୍ ଥାନା ଭାଲିଆବାଡ଼ି ଛକରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୮ ବର୍ଷର ପୁଅର ଜୀବନ ଚାଲିଯାଇଥିବାବେଳେ ଗୁରୁତର ମାଆ ଭୁବନେଶ୍ୱର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.