Odisha Link
Bridging the Missing Links in Odisha
Daily Archives

October 17, 2023

ଦିଲ୍ଲୀରେ ମୋଦି-ଭର୍ତ୍ତୃହରି ବୈଠକ,…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନ ଯେତେ ପାଖଉଛି ଓଡ଼ିଶା ରାଜନୈତିକ ପାଣିପାଗ ସେତେ ବଦଳିବାରେ ଲାଗିଛି। ନଭେମ୍ବରରେ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ଉପରେ ଏବେ ସମସ୍ତଙ୍କ ନଜର ଥିବା ବେଳେ ଜାତୀୟ ରାଜନୀତିଠୁ ଆରମ୍ଭ କରି ଓଡ଼ିଶା ରାଜନୀତିରେ ଏବେ ମୋଦି-ଭର୍ତ୍ତୃହରିଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା।…

ଆଶୁତୋଷ ଶର୍ମା କିଏ? ମାତ୍ର ୧୧ ବଲରେ…

ଓଏଲ୍‌ ବ୍ୟୁରୋ: ଭାଙ୍ଗିଲା ୧୬ ବର୍ଷର ଟି-୨୦ କ୍ରିକେଟ ରେକର୍ଡ। ଚାଲିଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ରନ୍‌ ବର୍ଷା କରି ଯୁବରାଜ ସିଂହଙ୍କ ରେକର୍ଡ ଭାଙ୍ଗିଲେ ଆଶୁତୋଷ ଶର୍ମା। ରେଲଓ୍ବ ପକ୍ଷରୁ ଖେଳୁଥିବା ଆଶୁତୋଷ ଅରୁଣାଚଳ ପ୍ରଦେଶ ବିପକ୍ଷ ମ୍ୟାଚରେ ଦମଦାର ବ୍ୟାଟିଂ କରି ଇତିହାସ ରଚିଛନ୍ତି।…

ଆଗକୁ ନିର୍ବାଚନ, ଦଶହରା ପୂର୍ବରୁ ବଦଳିଲେ…

ଓଏଲ୍‌ ବ୍ୟୁରୋ: ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ଏଥିପାଇଁ ସରକାର ଆରମ୍ଭ କରିସାରିଲେଣି ପ୍ରସ୍ତୁତି। ଆଉ ଦଶହରା ଛୁଟି ପୂର୍ବରୁ ରାଜ୍ୟ ସରକାର ୧୬୦ ଜଣ ଅତିରିକ୍ତ ତହସିଲଦାରଙ୍କ ବଦଳି କରିଛନ୍ତି। ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବଡ଼ଧରଣର ବଦଳି କରିଛନ୍ତି ରାଜ୍ୟ ସକାର। ନିର୍ବାଚନ କମିଶନଙ୍କ…

ଜାତୀୟ ଚଳଚ୍ଚିତ୍ର ସମ୍ମାନ-୨୦୨୩:…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ବିଜ୍ଞାନ ଭବନରେ ଆଜି ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚଳଚ୍ଚିତ୍ର ପୁଷ୍ପା' ପାଇଁ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ପାଇଲେ ଶ୍ରେଷ୍ଠ ଅଭିନେତା ପୁରସ୍କାର। ସେହିପରି ଫିଲ୍ମ 'ମିମି' ପାଇଁ କ୍ରୀତି ସାନନ ଓ ଫିଲ୍ମ `ଗଙ୍ଗୁବାଇ…

ରାଜ୍ୟରେ ଲଘୁଚାପ ଆଶଙ୍କା, ପାର୍ବଣରେ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସିଲା ପାର୍ବଣର ଋତୁ ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଲାଣି ସମସ୍ତ ପୂଜା ମଣ୍ଡପ। ଅକ୍ଟୋବର ଓ ନଭେମ୍ବରରେ ବିଭିନ୍ନ ପୂଜା ଯଥା ଦୁର୍ଗାପୂଜା, କାଳୀପୂଜା, ଲକ୍ଷ୍ମୀପୂଜା ଇତ୍ୟାଦି ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଏଥର ପାର୍ବଣ ଋତୁରେ ପୁଣି ବର୍ଷା ହେବାର ଆଶଙ୍କା କରାଯାଉଛି।…

ବିମାନସେବାରେ ଯୋଡ଼ି ହେବ ନୂଆ ଅଧ୍ୟାୟ,…

ଓଏଲ୍‌ ବ୍ୟୁରୋ: ବିମାନସେବାରେ ଆଉ ଏକ ନୂଆ ଅଧ୍ୟାୟ। ଓଡ଼ିଶା ସହ ଯୋଡିହେବ ଉତ୍ତର-ପୂର୍ବ ରାଜ୍ୟ। ଅକ୍ଟୋବର ୨୯ରୁ ଭୁବନେଶ୍ୱରରୁ ଗୌହାଟୀ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ସପ୍ତାହକୁ ୭ ଦିନ ବିମାନ ସେବା ଇଣ୍ଡିଗୋ ଯୋଗାଇବ। ଦେଢ ଘଣ୍ଟାରେ ଯାତ୍ରୀ ମାନେ ଭୁବନେଶ୍ୱରରୁ ଗୌହାଟୀ ପହଞ୍ଚିବେ। ଆଗକୁ ଜମ୍ମୁ,…

ସମଲିଙ୍ଗୀ ସମ୍ପର୍କକୁ ମିଳିଲାନି…

ଓଏଲ୍‌ ବ୍ୟୁରୋ: ସମଲିଙ୍ଗୀ ସମ୍ପର୍କକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି କରାଯାଇଛି। ସମଲିଙ୍ଗୀ ବିବାହ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ ତାହା ଉପରେ ଶୁଣାଣି ହେବାକୁ ଥିବା ବେଳେ ଏନେଇ ଶୁଣାଣି ଶେଷ ହୋଇଛି। ଦୀର୍ଘଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି। ଆଜି ସମଲିଙ୍ଗୀ ବିବାହର ଆଇନଗତ…

ପୁଣି ଚର୍ଚ୍ଚାରେ ଷ୍ଟାର ଦମ୍ପତି, ଜବାବ…

ଓଏଲ୍‌ ବ୍ୟୁରୋ: ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପିୟଦର୍ଶିନୀଙ୍କ ଛାଡ଼ପତ୍ର ମାମଲା ଏବେ ପୁଣିଥରେ ଚର୍ଚ୍ଚାରେ। କେତେବେଳେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଲାଗି ରହୁଥିବା ବେଳେ ଆଉ କେତେବେଳେ କୋର୍ଟଙ୍କ ରାୟ ପରେ ଛାଡ଼ପତ୍ର ମାମଲା ଚର୍ଚ୍ଚାକୁ ଆସୁଛି। ଏସବୁ ମଧ୍ୟରେ ଆଉଥରେ…

ସମଲିଙ୍ଗୀ ସମ୍ପର୍କର ଶୁଣାଣି: କେନ୍ଦ୍ର ଓ…

ଓଏଲ୍‌ ବ୍ୟୁରୋ: ସମଲିଙ୍ଗୀ ସମ୍ପର୍କକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି କରାଯାଇଛି। ସମଲିଙ୍ଗୀ ବିବାହ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ ତାହା ଉପରେ ଶୁଣାଣି ହେବାକୁ ଥିବା ବେଳେ ଏନେଇ ଶୁଣାଣି ଶେଷ ହୋଇଛି। ଦୀର୍ଘଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି। ଆଜି ସମଲିଙ୍ଗୀ ବିବାହର ଆଇନଗତ…

ସମଲିଙ୍ଗୀ ବିବାହ ଆଉ ଏକ ପରିବର୍ତ୍ତନ:…