Odisha Link
Bridging the Missing Links in Odisha
Daily Archives

October 18, 2023

ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ

ଓଏଲ୍‌ ବ୍ୟୁରୋ: ଓଡ଼ିଶାକୁ ମିଳିବେ ନୂଆ ରାଜ୍ୟପାଳ। ଓଡ଼ିଶାର ପରବର୍ତ୍ତୀ ରାଜ୍ୟପାଳ ହେବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ। ଏନେଇ ରାଷ୍ଟ୍ରପତି ଭବନରୁ ସୂଚନା ଜାରି ହୋଇଛି। ବର୍ତ୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବାବେଳେ ରଘୁବର ଦାସ ଓଡ଼ିଶାର ନୂଆ…

ବସ୍‌ ଧର୍ମଘଟ: ସଂଘ କହିଲା- ଲୋକଙ୍କୁ…

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ଆରମ୍ଭ ହେବ ପୂଜା ଛୁଟି। ଆଉ ଏହା ପୂର୍ବରୁ ବସ୍‌ ଧର୍ମଘଟ ଡାକରା ଦେଇଛି ବସ୍‌ ମାଲିକ ସଂଘ। ଯାହାଫଳରେ ସାଧାରଣ ଲୋକ ହଇରାଣ ହୋଇପାରନ୍ତି। କାରଣ ୨୦ ତାରିଖ ତଥା ଶୁକ୍ରବାରଠୁ ସାରା ରାଜ୍ୟରେ ବସ୍‌ ଗଡ଼ବନି ବୋଲି ସଂଘ ପକ୍ଷରୁ କୁହାଯାଇଛି। ସଂଘ ଆହୁରି କହିଛି ଯେ, ଆମ ପାଖରେ…

ପରିବର୍ତ୍ତିତ ଜୀବନଶୈଳୀ ‘ଷ୍ଟ୍ରୋକ’…

ଭୁବନେଶ୍ୱର: ବିଭିନ୍ନ ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ ବା ମସ୍ତିଷ୍କାଘାତ ଆଜି ମୃତ୍ୟୁ ଓ ଅକ୍ଷମତା ସୃଷ୍ଟିର ଏକ ପ୍ରମୁଖ କାରଣ ହୋଇଛି। ଏହା ଆଜି ସାରା ପୃଥିବୀ ପାଇଁ ବିରାଟ ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଦେଖାଦେଇଛି। ତେଣୁ ଏ ସଂପର୍କରେ ବ୍ୟାପକ ସଚେତନତା କରାଯାଇପାରିଲେ ଆମେ ଆଗାମୀ ଦିନରେ…

ପ୍ରଥମ ଥର ପାଇଁ ବିରାଟଙ୍କୁ ପଛରେ ପକାଇଲେ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଦିନିକିଆ ବିଶ୍ବକପ୍‌ ୨୦୨୩ର ୧୭ତମ ମୁକାବିଲା ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯିବ। ଏହାପୂର୍ବରୁ ଆଇସିସି ଜାରି କରିଛି ଦିନିକିଆ ରାଙ୍କିଙ୍ଗ୍। ବ୍ୟାଟିଂ, ବୋଲିଂ ଓ ଅଲରାଉଣ୍ଡର ରାଙ୍କିଙ୍ଗ୍‌ ତାଲିକା ପ୍ରକାଶ କରିଛି ଆଇସିସି। ପ୍ରଥମ ଥର ପାଇଁ ଦିନିକିଆ ରାଙ୍କିଙ୍ଗରେ ବିରାଟ…

ବିଶ୍ବକପ୍‌ ସମୟରେ ବେପାରୁଆ ଗାଡ଼ି ଚାଳନା…

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ଦିନିକିଆ ବିଶ୍ବକପ୍‌ ୨୦୨୩ର ୧୭ତମ ମୁକାବିଲା ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯିବ। ମ୍ୟାଚ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ଆସିଛି ବଡ଼ ଖବର। ଅହମଦାବାଦରେ ଖେଳା ଯାଇଥିବା ଭାରତ-ପାକିସ୍ତାନ ମ୍ୟାଚ ପରେ ଏକ ପବନ ହଂସ ହେଲିକପ୍ଟର ସହାୟତାରେ ମୁମ୍ବାଇ…

କ୍ୟାପିଟାଲ ହସ୍ପିଟାଲରୁ ୬୦ ଲକ୍ଷ ଟଙ୍କାର…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବରରେ ଥିବା କ୍ୟାପିଟାଲ ହସ୍ପିଟାଲରୁ ବଡ଼ ଧରଣର ଚୋରି। ପାଖାପାଖୀ ୫୦ରୁ ୬୦ ଲକ୍ଷ ଙ୍କାର ଲାବ୍‌ ଯନ୍ତ୍ରାଂଶ ଚୋରି ହୋଇଥିବା ଜଣାପଡ଼ିଛି। ସଫେଇ କର୍ମଚାରୀଙ୍କ ବେଶରେ ଆସି କ୍ୟାପିଟାଲ ହସ୍ପିଟାଲରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଯାହାର ପୁରା ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି।…

ଆସନ୍ତା ୨୦ରୁ ରାଜ୍ୟରେ ବସ୍‌ ଧର୍ମଘଟ

ଓଏଲ୍‌ ବ୍ୟୁଲୋ: ସରକାରଙ୍କ ସହ ଆଲୋଚନା ବିଫଳ ହେବା ଏବଂ ଦାବି ପୂରଣ ନହେବାରୁ ଘରୋଇ ବସ୍‌ ମାଲିକ ସଂଘ ବସ୍‌ ଧର୍ମଘଟ ଡାକରା ଦେଇଛି। ଆସନ୍ତା ୨୦ ତାରିଖ ଅର୍ଥାତ ଶୁକ୍ରବାରଠୁ ରାଜ୍ୟରେ ବସ୍‌ ଧର୍ମଘଟ କରାଯିବ ବୋଲି ଘରୋଇ ବସ୍‌ ମାଲିକ ସଂଘ କହିଛି। ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ସଂଘ ଏଭଳି ନିଷ୍ପତି…