Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ବଲାଙ୍ଗିର ଆୟୁର୍ବେଦିକ କଲେଜର ଅଧ୍ୟକ୍ଷ, ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ। ଭିଜିଲାନ୍ସ ପଞ୍ଝାରେ ପଡିଥିବା ସରକାରୀ ଅଧିକାରୀ ଜଣକ ହେଉଛନ୍ତି ବଲାଙ୍ଗିର ଆୟୁର୍ବେଦିକ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଆୟୁର୍ବେଦିକ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ରେଡ୍ କରାଯାଉଛି। ସମ୍ବଲପୁର, ବଲାଙ୍ଗିର ଓ ପୁରୀର ୪ଟି ସମେତ ମୋଟ ୬ଟି ଠିକଣାରେ ଚଢ଼ାଉ କରାଯାଉଥିବାବେଳେ ଚଢ଼ାଉରେ ୮ ଡିଏସପି ଓ ୬ ଇନ୍‌ସ୍ପେକ୍ଟର ସାମିଲ ରହିଛନ୍ତି।

Leave A Reply

Your email address will not be published.