Odisha Link
Bridging the Missing Links in Odisha

ଦଳଡିଆଁ ପର୍ବ: ହାତ ଧରିବେ ବରିଷ୍ଠ ନେତା ଜୟରାମ ପାଙ୍ଗୀ

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ସାରା ଦେଶର ରାଜନୀତି। ନିର୍ବାଚନକୁ ଆଖି ଆଗରେ ରଖି ଦେଶର ପ୍ରମୁଖ ଦଳ ଅଙ୍କକଷା ଆରମ୍ଭ କଲେଣି। ତେବେ ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସରେ ଯୋଗଦେବେ ବରିଷ୍ଠ ନେତା ଜୟରାମ ପାଙ୍ଗୀ। ନଭେମ୍ବର ୧୬ରେ ବରିଷ୍ଠ ନେତା ଜୟରାମ ପାଙ୍ଗୀ କଂଗ୍ରେସରେ ଯୋଗଦେବେ।

ଏନେଇ ସୋସିଆଲ୍ ମିଡିଆ ଫେସବୁକରେ ବରିଷ୍ଠ ନେତା ଜୟରାମ ପାଙ୍ଗୀ ସୂଚନା ଦେଇଛନ୍ତି। ପୁର୍ବରୂ ଜନତା ଦଳରୁ ବିଜେଡିକୁ ଆସିଥିଲେ ପରେ ବିଜେପି ଯାଇଥିଲେ ଜୟରାମ। କିଛି ଦିନ ତଳେ ବିଜେପି ଛାଡ଼ି ବିଆର୍‌ଏସ୍‌ରେ ଯୋଗଦେଇଥିଲେ। ଆଉ ଏବେ କଂଗ୍ରେସ ଯୋଗ ଦେବା ନିଷ୍ପତିକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି।

Leave A Reply

Your email address will not be published.