Odisha Link
Bridging the Missing Links in Odisha

ଆଶ୍ଚର୍ଯ୍ୟକର ଘଟଣା: ପୂଜା କରିବାକୁ ଆସି ନନା ବୁଲାଇଲେ କଳାକନା

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବର ଚକେଇସିଆଣିରେ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ପୂଜା କରିବାକୁ ଆସି ନନା ବୁଲାଇଲେ କଳାକନା। ନନା ପୂଜା କରିବାକୁ ଆସି ଟଙ୍କା ଓ ସୁନା ଲୁଟି ନେଇଛନ୍ତି। ଟଙ୍କା ଓ ସୁନା ଲୁଟିବା ପରେ ନନା ଭୋଗ ବି ଛାଡିନଥିଲେ। ତେବେ ପୂଜା କରିବାକୁ ଆସି ନନା କରିଥିବା ନାରକୀୟ କାଣ୍ଡ ସେ ଘରେ ଥିବା ସିସିଟିଭି ଫୁଟେଜରେ ରେକର୍ଡ ହୋଇଛି। ପୂଜା କରିବାକୁ ଆସି ନନା ଏଭଳି କାଣ୍ଡ କରିଥିବା କେହି ବିଶ୍ୱାସ କରୁନଥିବାବେଳେ ସିସିଟିଭି ଫୁଟେଜ ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି।

Leave A Reply

Your email address will not be published.