ରାଜ୍ୟରେ ବଢୁଛି ଶୀତ; ଜିଉଦୟଗିରି ସବୁଠୁ…
ଓଏଲ୍ ବ୍ୟୁରୋ: ଓଃ କି ଶୀତ…ଜାଡର ପରିମାଣ ଏତେ ବୃଦ୍ଧି ପାଇଛି। ସମସ୍ତଙ୍କ ପାଟିରୁ ଖାଲି ଓଃ କି ଶୀତ.. ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଜିଉଦୟଗିରି ସବୁଠୁ ଥଣ୍ଡା ଅଂଚଳ ରେକର୍ଡ କରାଯାଇଛି। ରାଜ୍ୟରେ ୧୦ ଡିଗ୍ରୀ ତଳେ ୭ ସହର ରହିଛି। ୭.୫ ଡିଗ୍ରୀ ସହ ଜି.…