Odisha Link
Bridging the Missing Links in Odisha

ରେଳ ଲାଇନ ଉଡ଼ାଇଲେ ମାଓବାଦୀ; ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଓଏଲ୍‌ ବ୍ୟୁରୋ: ମାଓବାଦୀଙ୍କ ଲଙ୍କାକାଣ୍ଡ। ମନୋହରପୁର ଷ୍ଟେସନ ନିକଟ ବେରୁଆରେ ବିସ୍ଫୋରଣ ହୋଇଥିବା ଖବର ସାମ୍ନାକୁ ଆସିଛି। ବିସ୍ଫୋରଣ କାରଣରୁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ୨୦ରୁ ଅଧିକ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଅଟକିଛି ମୁମ୍ବାଇ-ହାୱଡା ଟ୍ରେନ। ତେବେ ଆଜି ଝାଡ଼ଖଣ୍ଡ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ। ଘଟଣାସ୍ଥଳରେ ମାଓ ପୋଷ୍ଟର ଓ ବ୍ୟାନର ପଡ଼ିଛି।

Leave A Reply

Your email address will not be published.