Odisha Link
Bridging the Missing Links in Odisha

ଭୁବନେଶ୍ୱର ଏମ୍‌ସର ନୂଆ ଅଧ୍ୟକ୍ଷ ହେଲେ ଡା. ଶୈଳେଶ କୁମାର; ଜାରି ହେଲା ନିର୍ଦ୍ଦେଶନାମା

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ଏମ୍‌ସର ନୂଆ ଅଧ୍ୟକ୍ଷ ହେଲେ ଡାକ୍ତର ଶୈଳେଶ କୁମାର। ନୂଆ ଅଧ୍ୟକ୍ଷ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଡାକ୍ତର ଶୈଳେଶ ମନୋହର ଲୋହିଆ ସର୍ଜରୀ ବିଭାଗର ପ୍ରଫେସର ଭାବେ କାର୍ଯ୍ୟରତ। ଏହା ସହ ଡା. ଶୈଳେଶ କୁମାର ଭୁବନେଶ୍ୱର ଗଭର୍ଣ୍ଣିଂ ବଡି ବରିଷ୍ଠ ସଦସ୍ୟ ଅଛନ୍ତି।

Leave A Reply

Your email address will not be published.