Odisha Link
Bridging the Missing Links in Odisha

ଆଜି ଲୋକାର୍ପିତ ହେବ ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ; ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ରୂପାନ୍ତରଣରେ ସଜେଇ ହୋଇଛି ଓଡ଼ିଶା। ବିଭିନ୍ନ ବିଭାଗକୁ ସମୃଦ୍ଧ କରିବା ସହ ରାଜ୍ୟକୁ ସାରା ବିଶ୍ୱରେ ପରିଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍ପରତା ଦେଖାଇଛନ୍ତି। ତେବେ ଶିକ୍ଷା ସମୃଦ୍ଧଧାରାରେ ଯୋଡ଼ି ହେଉଛି ନୂଆ ଏକ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ଧାରୁଆ ଭୁବନେଶ୍ୱରରେ ‘ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ’ ଲୋକାର୍ପଣ କରିବାକୁ ଯାଉଛନ୍ତି। ଆଜି ଅପରାହ୍ନ ୪.୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.