Odisha Link
Bridging the Missing Links in Odisha

ଓଡ଼ିଶା ପୁଲିସ ବାଟାଲିୟନ କମାଣ୍ଡାଣ୍ଟ ପଦୋନ୍ନତି ମାମଲା: ଡିପିସିରେ ହାଇକୋର୍ଟଙ୍କ ରୋକ୍‌

ଓଏଲ୍ ବ୍ୟୁରୋ: ଓଡ଼ିଶା ପୁଲିସ ବାଟାଲିୟନ କମାଣ୍ଡାଣ୍ଟ ପଦୋନ୍ନତି ମାମଲା ସାମ୍ନାକୁ ଆସିଥିଲା। ଏହି ଘଟଣାକୁ ନେଇ ହାଇକୋର୍ଟରେ ମାମଲା ହୋଇଥିଲା। ତେବେ ଓଡ଼ିଶା ପୁଲିସ ବାଟାଲିୟନ କମାଣ୍ଡାଣ୍ଟ ପଦୋନ୍ନତି ପାଇଁ ହେବାକୁ ଥିବା ଡିପିସି ଉପରେ ହାଇକୋର୍ଟ ରୋକ୍‌ ଲଗାଇଛନ୍ତି। ଆସନ୍ତା ୨୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।