Odisha Link
Bridging the Missing Links in Odisha

ଯୁବବର୍ଗଙ୍କୁ ମିଳିବ ନିଯୁକ୍ତି ସୁଯୋଗ; ଆଜି ୩ଟି ନୂତନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ହେବ ବିଶ୍ୱ ମାନଚିତ୍ରରେ ଏକ ସମୃଦ୍ଧ ଶିଳ୍ପଶକ୍ତି। ଯୁବବର୍ଗଙ୍କ ପାଇଁ ରାଜ୍ୟରେ ଶିଳ୍ପାୟନ ଦ୍ଵାରା ସୃଷ୍ଟି ହେବ ବ୍ୟାପକ ନିଯୁକ୍ତି ସୁଯୋଗ। ଆଜି ପାରାଦୀପରେ ମୁଖ୍ୟମନ୍ତ୍ରୀ ୩ଟି ନୂତନ ପ୍ରକଳ୍ପର ଶୁଭାରମ୍ଭ କରିବାକୁ ଯାଉଛନ୍ତି।

Leave A Reply

Your email address will not be published.