Odisha Link
Bridging the Missing Links in Odisha
Daily Archives

February 17, 2024

ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ: ମୁଖ୍ୟ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଗସ୍ତରେ ଥିବା ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିର୍ବାଚନକୁ ନେଇ ଦେଇଛନ୍ତି ତାଜା ଅପଡେଟ୍। ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ଅଛୁ। ନିର୍ବାଚନ ପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇଛି। ଏଥିସହ ରାଜ୍ୟର…

ଏସିଆ ମହାଦେଶର ବୃହତ କପଡ଼ା କାରଖାନାର…

ଓଏଲ୍‌ ବ୍ୟୁରୋ: ପ୍ରତିଷ୍ଠା ହେବ ଏସିଆ ମହାଦେଶର ବୃହତ୍ କପଡ଼ା କାରଖାନା। ଶନିବାର କଟକ ଚୌଦ୍ୱାର ସ୍ଥିତ ଓଟିଏମ ଜମିରେ ଟେକ୍ସଟାଇଲ ପାର୍କର ଶିଳାନ୍ୟାସ କରିଚନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଟିଏମର ୪୭୮ ଏକର ଜମିରେ ୩ହଜାର କୋଟି ଟଙ୍କା ବ୍ୟୟରେ ଏକ ନୂଆ ଟେକ୍ସଟାଇଲ ଶିଳ୍ପ ପ୍ରତିଷ୍ଠା ହେବ।…

ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ…

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ତା ଠିକ୍‌ ପୁର୍ବରୁ ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଇଡି ଦୁଇ ଦିନ ତଳେ ପ୍ରଫୁଲ ସାମଲଙ୍କ ଘରେ ରେଡ୍‌ କରିଥିବା ବେଳେ ଆଜି ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅକୁ ଇଡି…

ଛଟେଇ କରିବ ନାଇକ୍, ପ୍ରଭାବିତ ହେବେ ୨…

ଓଏଲ୍‌ ବ୍ୟୁରୋ: ସାରା ଦୁନିଆରେ ଚାଲିଛି ଛେଟଇ ଋତୁ। ବୈଷୟିକ ବଜାରରେ ଆର୍ଥିକ ମାନ୍ଦାବସ୍ଥା ଓ ଆର୍ଥିକ ଚାପ ହ୍ରାସ ଆଳରେ ଘରୋଇ କମ୍ପାନୀଗୁଡ଼ିକ ଛଟେଇ ଜାରି ରଖିଛନ୍ତି। ଏସବୁ ମଧ୍ୟରେ ସ୍ପୋର୍ଟ୍ସ ବ୍ରାଣ୍ଡ ନାଇକ୍ ମଧ୍ୟ ଛଟେଇ କରିବା ନେଇ ଘୋଷଣା କରିଛି। ନାଇକ୍ ପ୍ରାୟ ଦୁଇ ପ୍ରତିଶତ ଶ୍ରମିକଙ୍କୁ ଛଟେଇ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା…

ଓଏଲ୍‌ ବ୍ୟୁରୋ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଛାରଖାର ପୁରା ପରିବାର। ଏକ ଟ୍ରକ୍‌ ଓ ଏକ ଏସୟୁଭି କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଏକ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଜଣ ଡାକ୍ତର ଥିବା ବେଳେ ଆଉ ଜଣେ ଦେଢ ବର୍ଷର ଝିଅ ଥିବା ଜଣାଯାଇଛି। ମିଳିଥିବା…

ଆଜିଠୁ ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ…

ଓଏଲ୍‌ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଆରମ୍ଭ କରିସାରିଲାରି ପ୍ରସ୍ତୁତି। ଆଗାମୀ ନିର୍ବାଚନ ଜିତିବାକୁ ବିଜେପି କରୁଛି ଘନ ଘନ ବୈଠକ। ଏସବୁ ମଧ୍ୟରେ ଆଜିଠୁ ଦିଲ୍ଲୀରେ ଆରମ୍ଭ ହୋଇଛି ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ। ଏହି ବୈଠକରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ…

ଉତକ୍ଷେପଣ ହେବ ଇସ୍ରୋର ଇନ୍‌ସାଟ୍-3DS…

ଓଏଲ୍‌ ବ୍ୟୁରୋ: ଆଉ କିଛି ସମୟର ଅପେକ୍ଷା।ମହାକାଶକୁ ପୁଣି ଏକ ସାଟେଲାଇଟ୍ ପଠାଇବ ଇସ୍ରୋ।ପାଣିପାଗ ସାଟେଲାଇଟ୍ ଇନସାଟ୍ ଥ୍ରୀଡି ଏସ୍ ଉତକ୍ଷେପଣ ପାଇଁ କାଉନଡାଉନ୍ ସରି ସରି ଆସୁଛି। ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତିଶଧାୱନ୍ ସ୍ପେଶ୍ ସେଣ୍ଟରରୁ ଶନିବାର ସନ୍ଧ୍ୟା ୫ଟା ୩୫ରେ ଏହାର ଉତକ୍ଷେପଣ ହେବ…

ଆଜିଠୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ…

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା। ଚଳିତବର୍ଷ କଳାରେ ମୋଟ୍ ୨ ଲକ୍ଷ ୩୭ ହଜାର ୭୫୦, ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଛନ୍ତି। ସେହିଭଳି ଧନ୍ଦାମୂଳକରେ ୫ହଜାର ୭୯୨ଜଣ ପରୀକ୍ଷା ଦେଉଛନ୍ତି। ସୋସିଆଲ ମିଡିଆରେ କୌଣସି ଭାଇରାଲ ପ୍ରଶ୍ନପତ୍ରକୁ ବିଶ୍ବାସ…