Odisha Link
Bridging the Missing Links in Odisha

୨୮ରେ ଓଡ଼ିଶା ଆସିବେ ବିଲ୍‌ ଗେଟ୍‌ସ; କୃଷିରେ ଉନ୍ନତି ପାଇଁ ହୋଇଥିଲା ଚୁକ୍ତି

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୮ରେ ଓଡ଼ିଶା ଆସିବେ ବିଲ୍‌ ଗେଟ୍‌ସ। ଓଡ଼ିଶା ଆସିବେ ମାଇକ୍ରୋସଫ୍ଟ ମୁଖ୍ୟ ବିଲ୍‌ ଗେଟ୍‌ସ। ଓଡ଼ିଶା ଆସି ଭୁବନେଶ୍ବର କୃଷି ଭବନ ଯିବେ। କୃଷି ଏବଂ କୃଷକଙ୍କ ପ୍ରାଧାନ୍ୟ ଦେବା ସହ ଉନ୍ନତି ଆଣିବା ପାଇଁ ନୂତନ ପଦକ୍ଷେପ ନିଆଯାଉଛି। ୨୦୧୭ରେ ମେଲିଣ୍ଡା ଫାଉଣ୍ଡେସନ ସହ ଚୁକ୍ତି ହୋଇଥିଲା। କୃଷିରେ ଉନ୍ନତି ପାଇଁ ରାଜ୍ୟ ସରକାର ଚୁକ୍ତି କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଚୁକ୍ତି ହୋଇଥିଲା।

Leave A Reply

Your email address will not be published.