Odisha Link
Bridging the Missing Links in Odisha

ତାଇଓ୍ବାନରେ ଭୟଙ୍କର ଭୂମିକମ୍ପ; ଜାରି ହେଲା ସୁନାମି ଆଲର୍ଟ

ଓଏଲ୍‌ ବ୍ୟୁରୋ: ତାଇଓ୍ବାନରେ ଭୟଙ୍କର ଭୂମିକମ୍ପ ଅନୂଭତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୪ ରେକର୍ଡ କରାଯାଇଛି। ଭୂମିକମ୍ପ ପରେ ସୁନାମି ଆଲର୍ଟ ଜାରି ହୋଇଛି। ଫିଲିପାଇନ୍ସ ଓ ଜାପାନ ପାଇଁ ବି ଆଲର୍ଟ କରାଯାଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ହୁଆଲିନ ସହର ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ନାହିଁ। ସକାଳେ ତାଇଓ୍ବାନର ପୂର୍ବରେ ଭୂମିକମ୍ପ ଅନୁଭୂତ ହୋଇଥିଲା।

Leave A Reply

Your email address will not be published.