Odisha Link
Bridging the Missing Links in Odisha

ପୁଲିସ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ: ଦେହରେ କରିପାରିବେନି ଟାଟୁ

ଓଏଲ୍‌ ବ୍ୟୁରୋ: ଆଜିକାଲି ସାଧାରଣତଃ ସମସ୍ତେ ଟାଟୁ ପ୍ରିୟ ହୋଇଗଲେଣି। କିଏ ହାତରେ ଭଗବାନଙ୍କ ଟାଟୁ ତ ପୁଣି କିଏ ବିଭିନ୍ନ ପ୍ରକାରର ଟାଟୁ କରିଥିବା ଦେଖିବାକୁ ମିଳୁଛି। ତେବେ ଏସବୁ ମଧ୍ୟରେ ପୁଲିସ କର୍ମଚାରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି। ଦେହରେ ଟାଟୁ ଥିଲେ ତୁରନ୍ତ ଲିଭାଇବାକୁ ଡିସିପି (ସିକ୍ୟୁରିଟି)ଙ୍କ ନିର୍ଦ୍ଦେଶ। ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍‌ରେ କାର୍ଯ୍ୟରତ ସିପାହୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୧୫ ଦିନରେ ଟାଟୁ ନଲିଭାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.