ନିଲମ୍ବିତ ହେଲେ ୭ ପୁଲିସ କର୍ମଚାରୀ,…
ଓଏଲ୍ ବ୍ୟୁରୋ: କୋରାପୁଟରେ ଗଞ୍ଜେଇ ମାଫିଆଙ୍କ ସହ ଲିଙ୍କ ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ। ମାଛକକୁଣ୍ଡ ଓ ଲମତାପୁଟ ଥାନାର ୭ ପୁଲିସ କର୍ମଚାରୀ ନିଲମ୍ବିତ। ୩ ଜଣ ଏସ୍ଆଇ, ୨ ଜଣ ଏପିଏଫ୍, ୨ କନ୍ଷ୍ଟେବଲ ନିଲମ୍ବିତ। ୨ ଜଣ ତାଲିମ ନେଉଥିବା ଏସ୍ଆଇଙ୍କ ପ୍ରତି ବି ହେବ କାର୍ଯ୍ୟାନୁଷ୍ଠାନ। ସଂପୃକ୍ତ…