Odisha Link
Bridging the Missing Links in Odisha
Daily Archives

April 3, 2025

ଆଜିଠୁ ବ୍ରହ୍ମପୁରର ପ୍ରସିଦ୍ଧ ପାରମ୍ପରିକ…

ଓଏଲ୍‌ ବ୍ୟୁରୋ: ମାଆ ବୁଢ଼ୀ ଠାକୁରାଣୀ ମନ୍ଦିରରେ ଭକ୍ତଙ୍କ ଭିଡ଼। ଆଜି ମଧ୍ୟରାତ୍ରରେ ଆରମ୍ଭ ହେବ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା। ଆଉ କିଛି ସମୟ ପରେ ପାରମ୍ପାରିକ ଧେଣ୍ଡୁରା ବାଦ୍ୟ ମାଧ୍ୟମରେ ସହରବାସୀଙ୍କୁ ଯାତ୍ରା ସମ୍ପର୍କରେ ଅବଗତ କରାଯିବ। ସେପଟେ ମା'ଙ୍କ ଅସ୍ଥାୟୀ ପୀଠକୁ ମଧ୍ୟ…

ଟ୍ରାଫିକ ସ୍ବେଚ୍ଛାସେବୀ ପଦବୀ ପୂରଣ ପାଇଁ…

ଓଏଲ୍‌ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର। ପୁଲିସ କମିସନରେଟ ଭୁବନେଶ୍ୱର ଏବଂ କଟକ ଆରକ୍ଷୀ ଜିଲ୍ଲାରେ ଛାତ୍ର/ଛାତ୍ରୀ ଟ୍ରାଫିକ ସ୍ବେଚ୍ଛାସେବୀ ପଦବୀ ପୂରଣ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଦରଖାସ୍ତ ଆହ୍ଵାନ କରାଯାଇଅଛି। ଭୁବନେଶ୍ୱର ସହରାଞ୍ଚଳ ଆରକ୍ଷୀ ଜିଲ୍ଲା ପାଇଁ ଦରଖାସ୍ତ ଗୁଡିକ ଏ.ସି.ପି…

ବିଶ୍ୱ ବିଦ୍ୟାଳୟ ସଂଶୋଧିତ ବିଲ୍‌-୨୦୨୪…

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ପାରିତ ହୋଇଛି ବିଶ୍ୱବିଦ୍ୟାଳୟ ବିଲ୍‌। ରାତି ଅନିଦ୍ରା ହୋଇ ଗୃହରେ ସାଢେ ୧୨ ଘଣ୍ଟା ଆଲୋଚନା ହୋଇଥିଲା। ଅପରାହ୍ଣ ୪ଟାରୁ ଭୋର ୪ଟା ୩୦ମିନିଟ ପର୍ଯ୍ୟନ୍ତ ଜୋରଦାର ବିତର୍କ ହେଲା। ବିରୋଧୀ ଦଳ ବିଧାୟକ ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରୁଥିବା ବେଳେ ଶାସକ ଦଳର…

ସମ୍ବଲପୁର ଗସ୍ତରେ ପୁଲିସ ଡିଜି, ଆଇନ…

ଓଏଲ୍‌ ବ୍ୟୁରୋ: ଏପ୍ରିଲ ୬ ତାରିଖରେ ପାଳନ ହେବ ରାମନବମୀ। ହିନ୍ଦୁ ରାଷ୍ଟ୍ରରେ ଧୂମଧାମରେ ପ୍ରତିବର୍ଷ ପାଳିତ ହୁଏ ଏହି ଉତ୍ସବ। ଚଳିତବର୍ଷ ମଧ୍ୟ ବେଶ ଧୂମଧାମରେ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି କ୍ରମରେ ସମ୍ବଲପୁରରେ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ନେଇ…

ଆଜି ରାଜ୍ୟସଭାରେ ପାରିତ ହେବ ୱାକଫ…

ଓଏଲ୍ ବ୍ୟୁରୋ: ଆଜି ରାଜ୍ୟସଭାରେ ପାରିତ ହେବ ୱାକଫ ସଂଶୋଧନ ବିଲ୍। ଲୋକସଭାରେ ଗତକାଲି ୱାକଫ ସଂଶୋଧନ ବିଲ୍ ଉପରେ ଦୀର୍ଘ ସାଢ଼େ ୧୦ ଘଣ୍ଟା ଆଲୋଚନା କରାଯିବା ପରେ ବିଳମ୍ବିତ ରାତିରେ ଏହା ଗୃହୀତ ହୋଇଛି। ୱାକଫ ସଂଶୋଧନ ବିଲ୍ ୨୦୨୫ ଏବଂ ମୁସଲମାନ୍ ୱାକଫ୍ ପ୍ରତ୍ୟାହାର ବିଲ୍ ୨୦୨୪ ଗୃହୀତ ହୋଇଛି। ଏହି ବିଲ୍…

ସରିଲା ବିଧାନସଭା ବିଜେଟ୍ ଅଧିବେଶନ,…

ଓଏଲ୍ ବ୍ୟୁରୋ: ସରିଲା ବିଧାନସଭା ବିଜେଟ୍ ଅଧିବେଶନ। ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ ରଖିଲେ ବାଚସ୍ପତି। ଚଳିତ ବଜେଟ୍ ଅଧିବେଶନ ବେଶ୍ ରୋଚକ ଥିଲା। ଚଳିତ ଅଧିବେଶନରେ ମୋଟ ୨୫ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି। ପାରିତ ହୋଇଛି ଦୁଇ ଦୁଇଟି ବିଲ୍ । ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ -୨୦୨୪ ଓ ଓଡ଼ିଶା…