ଭୁବନେଶ୍ୱରରେ ନୀତିନ ଗଡ଼କରୀ, ଭିଡ଼ ଏଡ଼ାଇବାକୁ ପୁଲିସର ପରାମର୍ଶ

ଓଏଲ୍ ବ୍ୟୁରୋ: ରାଜ୍ୟର ସଡ଼କ ଭିିତ୍ତିଭୂମିକୁ ମିଳିବ ବଡ଼ ଧରଣର ପ୍ରୋତ୍ସାହନ। ଦିନିକିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଓଡ଼ିଶାବାସୀଙ୍କୁ ଦେବେ ୪ ହଜାର କୋଟି ଟଙ୍କା ପ୍ରକଳ୍ପର ଭେଟି। ଆଜି ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। କଟକ ଓ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ବରମୁଣ୍ଡା ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ। ଏହାକୁ ଦୃଷ୍ଟିରେ ରଖି ଭିଡ ଏଡ଼ାଇବାକୁ ଟ୍ରାଫିକ ସୂଚନା ଜାରି କରିଛି କମିଶନରେଟ ପୁଲିସ।
ଜାଣନ୍ତୁ କଣ ରହିଛି ଟ୍ରାଫିକ ସୂଚନା.. https://x.com/cpbbsrctc/status/1912525419015991585/photo/1