Odisha Link
Bridging the Missing Links in Odisha

ୱାକ୍‌ଫ ବୋର୍ଡ: ନୂଆ ନିଯୁକ୍ତି ଉପରେ ସୁପ୍ରିମ ରୋକ୍

ଓଏଲ୍‌ ବ୍ୟୁୁରୋ: ୱାକ୍‌ଫ ବୋର୍ଡରେ ଅଣମୁସଲିମ୍‌ ନିଯୁକ୍ତି ଉପରେ ରୋକ୍ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ। ‘ୱାକ୍‌ଫ ବାଏ ଡିଡ୍‌’ ଓ ‘ୱାକ୍‌ଫ ବାଏ ୟୁଜର’ରେ ନିଯୁକ୍ତି ମନା। ୭ ଦିନ ଭିତରେ ଜବାବ ରଖିବାକୁ ସଲିସିଟର ଜେନେରାଲ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅଧିସୂଚିତ ହେବନି ବୋଲି ସରକାର ଜଣାଇଲେ। ଆଗାମୀ ଶୁଣାଣି ଯାଏ ନୂଆ ନିଯୁକ୍ତି ଉପରେ ରୋକ୍ ଲାଗିବ। ସରକାର ଜବାବ ଦେବା ଯାଏ ଯଥାସ୍ଥିତି ବଜାୟ ରହିବ। ମେ ୫ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ।