ଅସହ୍ୟ ତାତିରେ କଟିବନି ବିଦ୍ୟୁତ୍,…
ଓଏଲ୍ ବ୍ୟୁରୋ: ଏବର୍ଷ ଗ୍ରୀଷ୍ମ ସମୟରେ ବିଦ୍ୟୁତ୍ କାଟ୍ ହେବନି। ଗ୍ରୀଷ୍ମପ୍ରବାହ ସମୟରେ ବିଦ୍ୟୁତ କାଟ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, କାଳବୈଶାଖ ପାଇଁ କିଛି ସ୍ଥାନରେ ବିଦ୍ୟୁତ କାଟ ହେଉଥିଲା। ବିଦ୍ୟୁତ ବ୍ୟାହତ ହେଲେ ତୁରନ୍ତ ସମାଧାନ ହେଉଛି।…