ଜମ୍ମୁ-କଶ୍ମୀରରେ ସେନା-ଆତଙ୍କୀ…
ଓଏଲ୍ ବ୍ୟୁରୋ: ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସାରା ଦେଶରେ ଚହଳ ପଡିଥିବାବେଳେ ଜମ୍ମୁ-କାଶ୍ମୀରରେ ସେନା-ଆତଙ୍କୀ ଗୁଳି ବିନିମୟ ଜାରି ରହିଛି। ଗୁଳି ବିନିମୟ ବେଳେ ଜଣେ ଯବାନ ସହିଦ ସୂଚନା ରହିଛି। ସାରା ଅଞ୍ଚଳରେ ସେନାର ସର୍ଚ୍ଚ ଅପରେସନ୍ ଜାରି ରହିଛି।
ଅନ୍ୟପଟେ, ଜମ୍ମୁ ପହଲଗାମ ଆତଙ୍କୀ ଆକ୍ରମଣରେ…