ପ୍ରକାଶ ପାଇଲା ସିବିଏସ୍ଇ ପରୀକ୍ଷା ଫଳ, ଦ୍ଵାଦଶରେ ପାସ୍ ହାର ୮୮.୩୯ ପ୍ରତିଶତ

ଓଏଲ୍ ବ୍ୟୁରୋ: ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ। ୱେବସାଇଟରେ ଉପଲବ୍ଧ ହେଲା ରେଜଲ୍ଟ। ଫଳାଫଳ ଜାଣିବା ପାଇଁ ଛାତ୍ରୀଛାତ୍ରମାନେ cbse.nic.in ଓ cbseresults.nic.in ରେ ଲଗ୍ ଇନ୍ କରିପାରିବେ। ଚଳିତବର୍ଷପାସ୍ ହାର ୮୮.୩୯ ପ୍ରତିଶତ ରହିଛି।