Odisha Link
Bridging the Missing Links in Odisha
Daily Archives

June 3, 2025

ଶନିବାର ଚାଲିବ ପୁରୀ ରାଉରକେଲା ବନ୍ଦେ…

ଓଏଲ୍‌ ବ୍ୟୁରୋ: ଶନିବାର ଚାଲିବ ପୁରୀ ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌। ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌ ସାପ୍ତାହିକ ଛୁଟି ଦିନରେ ପରିବର୍ତ୍ତନ। ଆଜି ଅର୍ଥାତ୍‌ ଜୁନ୍‌ ୩ରୁ ଟ୍ରେନଟି ଶନିବାର ପରିବର୍ତ୍ତେ ମଙ୍ଗଳବାର ଦିନମାନଙ୍କରେ ବାତିଲ ରହିବ। ତଦନୁଯାୟୀ ଟ୍ରେନଟି ଆସନ୍ତା…

ନନ୍ଦାହାଣ୍ଡିରେ ଦୁର୍ଘଟଣା: ୪ ମୃତ, ୪…

ଓଏଲ୍‌ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡିରେ ଏକ ଦୁର୍ଘଟଣା ଘଟିଥିବା ସାମ୍ନାକୁ ଆସିଥିଲା। ଦୁର୍ଘଟଣାରେ ଏମ୍. ସନ୍ତୁ , ଅମିର ଖରା, ଲାଲୁ ରଣା ଓ ତ୍ରିଲୋଚନ ଭତ୍ରାଙ୍କ ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାର ବର୍ଗଙ୍କ…

ରାଜଧାନୀରୁ ୧୧ ବର୍ଷର ନାବାଳିକା ନିଖୋଜ…

ଓଏଲ୍‌ ବ୍ୟୁରୋ: ସୁରକ୍ଷାର ସୁଦୃଢତା ଭିତରେ ଦିନକୁ ଦିନ ଅସୁରକ୍ଷିତ ହେବାରେ ଲାଗିଛି ଭୁବନେଶ୍ବର। ରାଜଧାନୀର ଛାତି ଉପରୁ ନିଖୋଜ ହୋଇଯାଇଥିଲେ ନାବାଳିକା। ମଞ୍ଚେଶ୍ବର ଅଞ୍ଚଳରୁ ଜଣେ ୧୧ ବର୍ଷିୟା ନାବାଳିକା ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଥିଲା। ମାଛ କିଣିବାକୁ ଯାଇଥିବା ବେଳେ ନାବାଳିକା ଜଣକ…

ଦେବଗଡ଼ରେ ୨୦୫ କୋଟିର ବିଭିନ୍ନ…

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦେବଗଡ଼ ଜିଲ୍ଲା ଗସ୍ତରେ ଯାଇ ସେଠାରେ ପ୍ରାୟ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ ଦେବଗଡ଼ ଜିଲ୍ଲା ପାଇଁ ଆଜି ୩୦୦ ଶଯ୍ୟା ବିଶିଷ୍ଟ ନବ ନିର୍ମିତ…

ମେଡିକାଲ ରିପ୍ରେଜେଣ୍ଟେଟିଭଙ୍କ ପାଇଁ…

ଓଏଲ୍‌ ବ୍ୟୁରୋ: ମେଡିକାଲ ରିପ୍ରେଜେଣ୍ଟେଟିଭଙ୍କ ପାଇଁ ବଡ ଖବର। ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ପକ୍ଷରୁ କେନ୍ଦ୍ର ସରକାରୀ ହସ୍ପିଟାଲଗୁଡ଼ିକୁ ଚିଠି ଦିଆଯାଇଛି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ହସ୍ପିଟାଲ ପରିସରରେ ଡାକ୍ତରୀ ପ୍ରତିନିଧିମାନଙ୍କୁ "ଅନୁମତି ନ ଦିଅନ୍ତୁ"। ଏହି ନିୟମକୁ କଡାକଡି ପାଳନ…

ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା…

ଓଏଲ୍‌ ବ୍ୟୁରୋ: ପୁରୀ ଯିବା, ଜଗା ଦର୍ଶନ କରିବା, ମହାପ୍ରସାଦ ଖାଇବା ଆଉ ଫେଇବା ବେଳେ ସାଙ୍ଗରେ ଖଜା କିଣି ଆଣିବା ପ୍ରାୟ ସବୁ ଭକ୍ତଙ୍କ ଇଚ୍ଛା । ହେଲେ ଏସବୁ ଭିତରେ ଏବେ ଖଜା ବିକ୍ରି ନେଇ ବଡ ଖବର ସାମ୍ନାକୁ ଆସିଛି। ମହାପ୍ରସାଦ ନାମରେ ଭକ୍ତଙ୍କୁ ଖଜା ବିକ୍ରି କରି ଚୂନ ଲଗାଉଛନ୍ତି ବ୍ୟବସାୟୀ। ଏପରିକି…

ବଦଳିଲା ଶିକ୍ଷକ ବଦଳି କ୍ୟାଲେଣ୍ଡର, ଜୁନ…

ଓଏଲ୍‌ ବ୍ୟୁରୋ: ଶିକ୍ଷକ ବଦଳି ନେଇ ନୂଆ ନିୟମ ଆସିବା ପରେ ସଂଶୋଧିତ କ୍ୟାଲେଣ୍ଡର ଜାରି ହୋଇଛି। ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ବଦଳି ପାଇଁ ଆବେଦନ ଅନୁମତି ଦିଆଯାଇଛି। ଜୁନ ୬ ତାରିଖ ଭିତରେ ପୋର୍ଟାଲ ଜରିଆରେ ଆବେଦନ କରିବେ। ଜୁନ୍‌ ୯ରୁ ୧୬ ଭିତରେ ଭେରିଫିକେସନ ହେବ। ପୂର୍ବ ସୂଚନା ଅନୁସାରେ,…

ଦେଶରେ ବଢୁଛି କରୋନା ସଂକ୍ରମଣ, ୪ ହଜାର…

ଓଏଲ୍‌ ବ୍ୟୁରୋ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ସୋମବାର ସକାଳେ ଭାରତରେ ସକ୍ରିୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୯୬୧ ଥିଲା ଏବଂ ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ୪୭ଟି ନୂଆ ମାମଲା ରେକର୍ଡ କରାଯାଇଛି। ଆଜି ସୁଦ୍ଧା ୪ ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ମୋଟ…

ଆଜି ସନ୍ଧ୍ୟାରେ ଆଇପିଏଲ୍ ୨୦୨୫ର ଫାଇନାଲ୍…

ଓଏଲ୍‌ ବ୍ୟୁରୋ: ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି ସନ୍ଧ୍ୟାରେ ଆଇପିଏଲ୍ ୨୦୨୫ର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଆଇପିଏଲ ୨୦୨୫ ମାର୍ଚ୍ଚ ୨୨ ରେ ଆରମ୍ଭ ହୋଇଥିଲା, ପ୍ରାୟ ଅଢ଼େଇ ମାସ ପରେ ଏବେ ଏହା ଫାଇନାଲ ପର୍ଯ୍ୟାୟରେ ପହଂଚି ସାରିଛି। ଲିଗ୍ ପର୍ଯ୍ୟାୟ ଏବଂ ପ୍ଲେଅଫ୍ ମ୍ୟାଚ୍ ର ଚ୍ୟାଲେଞ୍ଜକୁ…

ଆଜି IPL କାର୍ଯ୍ୟକ୍ରମରେ ସାମିଲ ହେବେ ୩…

ଓଏଲ୍‌ ବ୍ୟୁରୋ: ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି ସନ୍ଧ୍ୟାରେ ଆଇପିଏଲ୍ ୨୦୨୫ର ଫାଇନାଲ୍ ମ୍ୟାଚ୍ ଖେଳାଯିବ। IPL ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ବିସିସିଆଇ ପକ୍ଷରୁ ବିଶେଷ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଭାରତୀୟ ସଶସ୍ତ୍ର ବାହିନୀକୁ ସମ୍ମାନିତ କରିବ BCCI। ଅପରେସନ୍ ସିନ୍ଦୂରର…