Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ଅଖିଳେଶ ଯାଦବ, ପୁରୀ ଯାଇ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବରରେ ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ପତ୍ନୀ ସାଂସଦ ଡିମ୍ପଲ୍ ଯାଦବଙ୍କ ସହ ଭୁବନେଶ୍ବରରେ ପହଞ୍ଚିଲେ। ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।କିଛି ରାଜନୈତିକ କାର୍ଯ୍ୟକ୍ରମ ଅଛି ନା ନାହିଁ ସ୍ପଷ୍ଟ ହୋଇନି।