Odisha Link
Bridging the Missing Links in Odisha

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନାଙ୍କୁ କରୋନା

ମୁମ୍ବଇ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ କରୋନା। ଏନେଇ କ୍ୟାଟ୍ରିନା ସୋସିଆଲ ମିଡିଆରେ ନିଜେ ପୋଷ୍ଟ କରି ଜଣାଇଛନ୍ତି।

କ୍ୟାଟ୍ରିନା କହିଛନ୍ତି ଯେ, ମୁଁ କରୋନା ପଜିଟିଭ ଚିହ୍ନଟ ପରେ ତୁରନ୍ତ ନିଜକୁ ଆଇସୋଲେଟ କରିବା ସହ ହୋମ କ୍ୱାରେଣ୍ଟାଇନରେ ରହିଛି। ନିଜ ଡାକ୍ତରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ଗାଇଡଲାଇନକୁ ପାଳନ କରୁଛି। ମୋ ସଂସ୍ପର୍ଶରେ ଆସିଥିବା ସଭିଏଁ ନିଜର ଟେଷ୍ଟ କରିବା ସହ ସୁରକ୍ଷିତ ରୁହନ୍ତୁ।