Odisha Link
Bridging the Missing Links in Odisha

ଚାଷଜମିରେ କରୁଥିଲେ କାମ, ବଜ୍ରପାତରେ ଚାଲିଗଲା ଜୀବନ

ବାଲେଶ୍ବର: ବଜ୍ରପାତରେ ଚାଲିଗଲା ଜୀବନ। ଏଭଳି ଅଘଟଣ ଘଟିଛି ସିମୁଳିଆ ଥାନା ଅନ୍ତର୍ଗତ କହ୍ନେଇଁବିନ୍ଧା ଗାଁରେ। ମିଳିଥିବା ସୂଚନା ମୁତାବିକ ଚାଷ ଜମିରେ କାମ କରୁଥିବା ବେଳେ ବ୍ରଜପାତ ମାରିଥିଲା। ଯାହାଫଳରେ ୨ ଜଣଙ୍କର ଜୀବନ ଚାଲିଯାଇଥିଲା।

ମିଳିଥିବା ସୂଚନା ମୁତାବିକ, ୨ ଜଶ ଶ୍ରମିକ କାମ କରିବା ପାଇଁ ମୟୂରଭଞ୍ଜରୁ ସିମୁଳିଆ ସ୍ଥିତ କହ୍ନେଇଁବିନ୍ଧା ଗାଁକୁ ଆସିଥିଲେ। ତେବେ ଜମିରେ କାମ କରୁଥିବା ସମୟରେ ହିଁ ବ୍ରଜପାତ ହୋଇଥିଲା। ଉଭୟଙ୍କୁ ହସ୍ପିଟାଲ ନିଆଯାଇଥିଲେ ସୁଦ୍ଧା ଡାକ୍ତର ମୃତ ଘୋଷଣା କରିଛନ୍ତି।

Leave A Reply

Your email address will not be published.