Odisha Link
Bridging the Missing Links in Odisha

ବଡ଼ମ୍ବାରେ ଅଘଟଣ: ବିଧାୟକଙ୍କ ରାଲିରେ…

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଚାଲିଛି ନିର୍ବାଚନ ପ୍ରଚାର। ବିଭିନ୍ନ ଦଳ କରୁଛନ୍ତି ବଡ଼ ବଡ଼ ରାଲି। ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ସମୟରେ ମଧ୍ୟ କରୁଛନ୍ତି ବଡ଼ ରାଲି। ଏସବୁ ମଧ୍ୟରେ ଆସିଛି ଅଘଟଣ ଖବର। କଟକ ଜିଲ୍ଲା ବଡ଼ମ୍ବାର ବିଜେଡି ବିଧାୟକଙ୍କ ରାଲି ବେଳେ ଅଘଟଣ। ରାଲିରେ ଏକ ଟ୍ରକ୍‌ ମାଡ଼ିଯିବାରୁ ୩…

ପତଞ୍ଜଳିର ୧୪ଟି ଉତ୍ପାଦ ଉପରେ ବ୍ୟାନ୍‌…

ଓଏଲ୍‌ ବ୍ୟୁରୋ: ଦିନ ଗୁଡ଼ୁଛି ହେଲେ ଯୋଗ ଗୁରୁ ବାବା ରାମଦେବଙ୍କ ଅଡ଼ୁଆ ଥମୁନାହିଁ। ସୁପ୍ରିମକୋର୍ଟଙ୍କ ଛାଟ ପରେ ବାବା ରାମଦେବଙ୍କୁ ଲାଗୁଛି ଗୋଟିଏ ପରେ ଗୋଟିଏ ଝଟକା। ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଉତ୍ତରାଖଣ୍ଡ ସରକାର ମଧ୍ୟ ଆକ୍ସନ ମୁଡରେ। ପତଞ୍ଜଳିର ଦିବ୍ୟା ଫାର୍ମାସିର ୧୪ଟି ଉତ୍ପାଦକୁ ବ୍ୟାନ୍‌…

ଫେସ୍‌ବୁକ୍‌ ପୋଷ୍ଟ ଭାଇରାଲ ପରେ ମୁହଁ…

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଚାଲିଛି ଜୋରଦାର ନିର୍ବାଚନ ପ୍ରଚାର। ଟିକେଟ୍‌ କଟିବାର ଦୀର୍ଘଦିନର ନିରବତା ପରେ ମୁହଁ ଖୋଲିଛନ୍ତି ସମ୍ବଲପୁର ସାଂସଦ ତଥା ବିଜେପି ନେତା ନିତେଶ ଗଙ୍ଗଦେବ। ସେ ପୁଣି ସୋସିଆଲ ମିଡିଆ ପୋଷ୍ଟ ପାଇଁ। ଗତକାଲି ରାତିରେ ଏକ ଫେସବୁକ ପୋଷ୍ଟ ଖୁବ ଭାଇରାଲ ହୋଇଥିଲା। ଯେଉଁଥିରେ…

ଶାହଙ୍କ ବିକୃତ ଭିଡିଓ ମାମଲା: ତେଲଙ୍ଗାନା…

ଓଏଲ୍‌ ବ୍ୟୁରୋ: ଚର୍ଚ୍ଚାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିକୃତ ଭିଡିଓ ମାମଲା। ବିକୃତ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବା ଘଟଣାରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀଙ୍କ ସମେତ ସମୁଦାୟ ୮ ଜଣଙ୍କୁ ନୋଟିସ ଜାରି କରାଯାଇଛି। ସମସ୍ତଙ୍କୁ ପଚରାଉଚରା ନିମନ୍ତେ ଦିଲ୍ଲୀ ଡକାଯାଇଥିବା ବେଳେ…

ଆଜି ନାମାଙ୍କନ ଭରିବେ ବିଜେଡି ମୁଖିଆ…

ଓଏଲ୍‌ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନାମାଙ୍କନ ଭରିବେ। ଆଜି ହିଞ୍ଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ ପଟ୍ଟନାୟକ। ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ଷଷ୍ଠଥର ପାଇଁ ନବୀନ ଏଠାରୁ…

ସପ୍ତାହକରେ ୨ୟ ଥର ପାଇଁ ଓଡ଼ିଶା ଆସିବେ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନ ମାହୋଲ। ହେଲେ ଫୋକସ୍‌ରେ ଓଡ଼ିଶା। କାରଣ ଏକାଥରେ ବିଧାନସଭା ଓ ଲୋକସଭା ଅନୁଷ୍ଠିତ ହେଉଛି। ରାଜ୍ୟ ନେତାଙ୍କଠୁ ଆରମ୍ଭ କରି କେନ୍ଦ୍ରୀୟ ନେତାଙ୍କ ସ୍କାନରରେ ଓଡ଼ିଶା। ଅନ୍ୟପଟେ ନିର୍ବାଚନୀ ପ୍ରଚାରରେ କମ୍ପୁଛି ଗାଁରୁ ସହର। ଗତକାଲି ସାଲେପୁରରେ ପ୍ରଚାର କରିଥିବା…

ବଦଳିଲା ୟୁଜିସି-ନେଟ୍‌ ପରୀକ୍ଷା ତାରିଖ,…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ଋତୁରେ ବଦଳିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ପରୀକ୍ଷା ତାରିଖ। ଏବେ ୟୁଜିସି-ନେଟ୍‌ ପରୀକ୍ଷା ତାରିଖରେ ପରିବର୍ତ୍ତନ ହୋଇଛି। ଜୁନ୍‌ ୧୬ରେ ହେବାକୁ ଥିବା ପରୀକ୍ଷା ଜୁନ୍‌ ୧୮ରେ ଅନୁଷ୍ଠିତ ହେବ। ଏନେଇ ୟୁଜିସି ମୁଖ୍ୟ ଜଗଦୀଶ କୁମାର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଜଗଦୀଶ…

ଆଇପିଏଲ୍‌ ୨୦୨୪: ଧୋନିଙ୍କ ନୂଆ ରେକର୍ଡ;…

ଓଏଲ୍‌ ବ୍ୟୁରୋ: ରୋମାଞ୍ଚକର ମୋଡରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୭ତମ ସଂସ୍କରଣ। ପଏଣ୍ଟ ଟେବୁଲର ଟପ୍‌ରେ ରାଜସ୍ଥାନ ଥିବାବେଳେ ଦ୍ବିତୀୟରେ କୋଲକାତା ନାଇଟ ରାଇଡର୍ସ, ତୃତୀୟରେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ୪ର୍ଥରେ ହାଇଦ୍ରାବାଦ ଟିମ୍‌ ରହିଚି। ରବିବାର ଖେଳାଯାଇଥିବା ମହାମୁକାବିଲାରେ ଚେନ୍ନାଇ…

ଇନ୍ଦୋରରେ କଂଗ୍ରେସକୁ ଝଟକା, ନାମାଙ୍କନ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ହେଉଥିବା ନିର୍ବାଚନ ମାହୋଲ। ଲୋକସଭା ନିର୍ବାଚନ ୨୦୨୪ର ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟ ପାଇଁ ବିଭିନ୍ନ ରାଜନୈତିକ ଦଳ କରୁଛନ୍ତି ଜୋରଦାର ପ୍ରସ୍ତୁତି। ଏସବୁ ମଧ୍ୟରେ କଂଗ୍ରେସ ଦଳକୁ ଲାଗିଛି ବଡ଼ ଝଟକା। କାରଣ ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଲା…

“ପୂର୍ବରୁ ମାଲକାନଗିରିରେ ଗୁଳି…

ଓଏଲ୍‌ ବ୍ୟୁରୋ: ମାଲକାନଗିରି ଜିଲ୍ଲା ଗସ୍ତରେ ବିଜୁ ଜନତା ଦଳର ଟାଣୁଆ ନେତା ଭି.କେ ପାଣ୍ଡିଆନ। ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରୁଛନ୍ତି ଶ୍ରୀ ପାଣ୍ଡିଆନ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ଆରମ୍ଭ କରିବା ପରଠୁ ନିରନ୍ତର ଭାବେ ପାଣ୍ଡିଆନ…