Odisha Link
Bridging the Missing Links in Odisha

ଅସୁରକ୍ଷିତ ମାନବିକ ଅଧିକାର

ମାନବିକ ଅଧିକାର କହିଲେ ଯେଉଁ ଅଧିକାର ପ୍ରତ୍ୟେକ ମାନବ ଉପଭୋଗ କରିଥାନ୍ତି ଓ ଯାହା ପ୍ରତ୍ୟେକଙ୍କ ନିମିତ୍ତ ସୁରକ୍ଷିତ ରହିଥାଏ। ସଭ୍ୟତାର ଉନ୍ନତି ଓ ସମାଜରେ ସୁସ୍ଥ ସହାବସ୍ଥାନ ନିମିତ୍ତ ପ୍ରତ୍ୟେକ ବ୍ୟକ୍ତି ପାଇଁ ଅଧିକାର ଅପରିହାର୍ଯ୍ୟ। ଇତିହାସକୁ ଦୃଷ୍ଟି ଦେଲେ ଏହା ସ୍ପଷ୍ଟ ଜାଣି ହୁଏ ଯେ, ମନୁଷ୍ୟର…

ଆସ ସଂକଳ୍ପ ନେବା, ବାଘକୁ ସୁରକ୍ଷା ଦେବା

କୋରାପୁଟ ଜିଲ୍ଲା ଜୟପୁର ପାଖରେ ରହିଛି ଗୋଟିଏ ଛୋଟିଆ ଆଦିବାସୀ ଗାଁ ଦୁବୁଲି। ପରଜା ସଂପ୍ରଦାୟର ଆଦିବାସୀ ଏଠାରେ ରୁହନ୍ତି। ଗାଁର ଏଇଥି ପାଇଁ ଚର୍ଚ୍ଚିତ ଏଠାକାର ଲୋକେ ବାଘକୁ ପୂଜା କରିଥାନ୍ତି। ଗାଁର ସୁରକ୍ଷା, ସମୃଦ୍ଧି ସହ ନିରୋଗ ରହିବା ତଥା ଭଲ ଅମଳ ପାଇଁ ଆଦିବାସୀ ଲୋକେ ବାଘପୂଜା କରନ୍ତି। ପରଜା…

ରାଶିଫଳ: ବିଶ୍ବାସ, ଅତିବିଶ୍ବାସ ଓ…

ରାଶିଫଳ ଓ ଭାଗ୍ୟଫଳରେ ଆପଣ କେତେ ବିଶ୍ବାସ କରନ୍ତି। ବର୍ତ୍ତମାନ ସମୟରେ ରାଶିଫଳ ଓ ଗ୍ରହଗଣନା, ଭାଗ୍ୟଫଳ ଆଦି ଟିଭି ତଥା ସୋସିଆଲ ମିଡିଆରେ ଲୋକଙ୍କ ଅନ୍ୟତମ ପପୁଲାର ପ୍ରସଙ୍ଗ ଭାବେ ଗଣାଯାଉଛି। ନିଜର ଭାଗ୍ୟ ଭବିଷ୍ୟତ, ଚାକିରୀ, ବିବାହ ଆଦି ପ୍ରସଙ୍ଗରେ ଜ୍ୟୋତିଷମାନେ କଣ କହୁଛନ୍ତି ତାକୁ ଜାଣିବାକୁ ଅନେକ…

ବେଲଗାମ ଜନସଂଖ୍ୟା: ଚିନ୍ତା ଓ ସମସ୍ୟା

୧୯୮୯ରେ ଜାତିସଂଘର ସାଧାରଣ ସଭାରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ପ୍ରତି ବର୍ଷ ଜୁଲାଇ ୧୧ ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ରୂପେ ପାଳନ କରାହୋଇ ଆସୁଛି। ଚଳିତ ବର୍ଷ କରୋନା ପରିସ୍ଥିତି ଭିତରେ ଏହି ଦିବସର ଗୁରୁତ୍ବ ବଢିଯାଇଛି। ଏଥର ଏହି ଦିବସ ଉପଲକ୍ଷେ ଯେଉଁ ମୁଖ୍ୟ ବିଷୟବସ୍ତୁ ସ୍ଥିର କରାଯାଇଛି…

ଶ୍ରମଶକ୍ତି ଜିନ୍ଦାବାଦ୍

ସବ୍ୟସାଚୀ ଅମିତାଭ ପ୍ରତିବର୍ଷ ମଇ ମାସ ପ୍ରଥମ ଦିନଟିକୁ ସମଗ୍ର ବିଶ୍ୱରେ ମଇ ଦିବସ ବା ବିଶ୍ୱ ଶ୍ରମିକ ଦିବସ ରୂପେ ପାଳନ କରାଯାଇଥାଏ। ସମଗ୍ର ବିଶ୍ୱରେ ଶ୍ରମିକମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ପାରିପାର୍ଶ୍ବିକ ପରିବେଶର ବିକାଶ ସାଧନ କରିବା ତଥା ଶ୍ରମର ଗୁଣାତ୍ମକ ଓ ମାନବିକ ମୂଲ୍ୟବୋଧଭିତ୍ତିକ…