Odisha Link
Bridging the Missing Links in Odisha

ବରଗଡ଼ ଏବେ ବିଷଗଡ଼

ରାଜ୍ୟର ଏକ ଚତୁର୍ଥାଂଶ କ୍ୟାନ୍ସର ରୋଗୀ ବରଗଡ଼ରେ ବରଗଡ଼: ବିଜେପୁର ନିର୍ବାଚନକୁ ନେଇ ବରଗଡ଼ ଜିଲ୍ଲା ଏବେ ଉଠୁଚି ପଡ଼ୁଛି। ମାଳ ମାଳ ନେତାମନ୍ତ୍ରୀ ଏଠି ଭିଡ଼ ଜମାଇବା ଆରମ୍ଭ କରିଦେଲେଣି। ବରଗଡ଼ରେ ବିକାଶର ନାଗରା ବଜାଇବା ଲାଗି ସବୁ ଦଳ ତୟାର। ଲୋକଙ୍କୁ ପ୍ରତିଶ୍ରୁତିରେ ପୋତିଦେବାକୁ ପ୍ରସ୍ତୁତ ହେଲାଣି…

ଭଦ୍ରକରେ ରାତି

ଭଦ୍ରକରେ ରାତି 🔵 ଶୁଭ୍ରାଂଶୁ ପଣ୍ଡା ••••••••••••••••••••••••••••••• https://www.youtube.com/watch?v=fYDucWsynY8&feature=youtu.be ଭଦ୍ରକରେ ଅଧରାତି ଶବ ଆସେ, ଦୂରୁ ଶୁଭେ ସାଇରନ୍ କରୁଣ କାନ୍ଦଣା ବସ ଷ୍ଟାଣ୍ଡ ଭିଡ଼ ଭାଙ୍ଗେ ରାତି ବଢ଼େ, ଅବେଳରେ କେଉଁଠାରେ ଚାଲିଛି…

ଆଗରେ ପ୍ରତାପ, ପଛରେ ନବୀନ

ଭୁବନେଶ୍ବର: ଶୀର୍ଷକଟି ପଢ଼ି ଆପଣ ଚମକି ପଡ଼ିଲେ କି? କିନ୍ତୁ କଥାଟା ଏକପ୍ରକାର ସତ ବୋଲି ଧରିନିଅନ୍ତୁ। ରାଜ୍ୟର ପଞ୍ଚାୟତିରାଜ, ଆଇନ ଓ ସହର ବିକାଶ ମନ୍ତ୍ରୀ ପ୍ରତାପ ଜେନାଙ୍କର ଲୋକପ୍ରିୟତା ବଢ଼ିଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତା କମୁଛି। ତଥ୍ୟ ତୁଳନା କଲେ ଏୟା ମାନିବାକୁ…

ଆଜି ଯିଏ ବହି ଜାଳୁଛି, କାଲି ମଣିଷ ମାରିବ

ଶୁଭ୍ରାଂଶୁ ପଣ୍ଡାଙ୍କ ସ୍ତମ୍ଭ 'ଶୁଭସ୍ବର' ଆଜି ଯିଏ ବହି ଜାଳୁଛି, କାଲି ମଣିଷ ମାରିବ ୨୦୧୦ ମସିହାରେ ଯେତେବେଳେ ବୋଆ ସିନିଅର ନାମ୍ନୀ ଆଣ୍ଡାମନ ମହିଳା ପ୍ରାଣ ହରାଇଲେ, ଗୋଟିଏ ଭାଷା ଭୂପୃଷ୍ଠରୁ ସମ୍ପୂର୍ଣ୍ଣ ଲୋପ ପାଇଗଲା। କାରଣ ବୋଆ ସିନିଅର୍‌ ଥିଲେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର ବିଲୁପ୍ତ…

ପାଟକୁରା: ବର୍ଷାରେ ପ୍ରଚାର ମାନ୍ଦା

ପାଟକୁରା: ଆଜି ପ୍ରଚାରର ଶେଷ ଦିନ। ଆଉ କେତେ ଘଣ୍ଟା ପରେ ପାଟକୁରା ପାଇଁ ନିର୍ବାଚନ ପ୍ରଚାରରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଶେଷ ଦିନରେ ପ୍ରଚାର ଜୋରସୋର କରିଛନ୍ତି ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ୱୀ ବିଜୟ ମହାପାତ୍ର ଓ ସାବିତ୍ରୀ ଅଗ୍ରୱାଲ। ତେବେ ବର୍ଷା ଯୋଗୁଁ ପ୍ରଚାର ଫିକା ପଡ଼ିଯାଇଛି। ବିଜୁ ଜନତା ଦଳ…

ଅନୁକମ୍ପା ରାଜନୀତି, ଅଲୋଡ଼ା ନେତ୍ରୀ

ବାହାଘର ପରେ ବେଦି ମୁହଁ ପୋଡ଼ା ନ୍ୟାୟରେ ଯାହାଙ୍କୁ ଆୟୁଧ କରି ବିଜୁ ଜନତା ଦଳ (ବିଜେଡି) ମତଦାତାଙ୍କ ଅନୁକମ୍ପା ହାସଲରେ ସଫଳ ହୋଇଛି, ପରବର୍ତ୍ତୀ ସମୟରେ ତାଙ୍କୁ ହିଁ ଦଳୀୟ ରାଜନୀତିରେ ଅଣଦେଖା କରିଛି। ବିଜେଡି ଗଠନ ଦିନ ଠାରୁ ଏଯାବତ୍‌ ଏଭଳି ୪ ଗୋଟି ଉଦାହରଣ ଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା…

ମଦକୁ ପୁରସ୍କାର, ଶିକ୍ଷାକୁ ତଡ଼ିପାର

ପ୍ରଥମରୁ କହିରଖେ- ଶିକ୍ଷା ଏକ ଅଧିକାର, ମଦ ଏକ ସଉକ ମାତ୍ର। ପ୍ରତି ଶିଶୁକୁ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା ରାଷ୍ଟ୍ରର ଦାୟିତ୍ବ। କିନ୍ତୁ ମଦରେ ସଉକ ରଖୁଥିବା ବା ମଦକୁ ଜୀବନଧନ କରିଥିବା ବ୍ୟକ୍ତିଙ୍କ ପାଇଁ ଏହା ଉପଲବ୍ଧ କରାଇବା ଲାଗି ବ୍ୟବସ୍ଥା ବାଧ୍ୟନୁହେଁ। ରାଜ୍ୟ ରାଜସ୍ବ ଆୟର ସିଂହଭାଗ ଅବକାରୀ…

ପାଠାଗାର ଆନ୍ଦୋଳନର ପିତାମହ ସେଇ ଅପାଠୁଆ…

ସୃଷ୍ଟିର ବହୁ ବିଚିତ୍ର, ଦଇବବନ୍ତ ବହୁ ପ୍ରେରଣାର ଅଭିବ୍ୟକ୍ତି ଭିତରୁ ଏ ନିର୍ଜନ ପଲ୍ଲୀର ଦାଶରଥୀ ପଟ୍ଟନାୟକଙ୍କ ଅନୁଷ୍ଠାନ ଅନ୍ୟତମ। ଏହାକୁ ଦର୍ଶନ କଲେ, ଏକ ବିଶେଷ ଆବିଷ୍କାରର ଆନନ୍ଦ ମିଳେ। ମନେହୁଏ, ଉତ୍ସାହ ଓ ପ୍ରେରଣା ଥିଲେ ବାସ୍ତବିକ ବହୁ ଅସମ୍ଭବ ପ୍ରାୟ ସ୍ଵପ୍ନ ବାସ୍ତବ ହୋଇଯାଏ। ଓଡ଼ିଶା ସାରା…

ହୀରକୁଦରେ ହୀରା ଖଣି

ଭୁବନେଶ୍ବର: ହୁଏତ ଏ ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି। ସମ୍ବଲପୁର ସହର ଉପକଣ୍ଠ ହୀରାକୁଦ ଜଳଭଣ୍ଡାର ତଳେ ଯେ ହୀରାଖଣିଟିଏ ଥାଇପାରେ ବା ଥିଲା, ଏ ଭଳି ପ୍ରସଙ୍ଗକୁ ସହଜରେ କେହି ଗ୍ରହଣ କରି ନ ପାରନ୍ତି। କିନ୍ତୁ କଥାଟା ସତ। ହୀରାକୁଦର ନାମ ବି ଏମିତି କିଛି ସୂଚନା ଦେଉଛି। ପ୍ରାଚୀନ ରୋମୀୟ…

ଦିଲ୍ଲୀର ଏହି ପାଠାଗାରରେ ରହିଛି ଉର୍ଦ୍ଦୁ…

ନୂଆଦିଲ୍ଲୀ: ବିନା କୌଣସି ଆନୁଷ୍ଠାନିକ ସହଯୋଗରେ ସାମୁହିକ ଉଦ୍ୟମ ବଳରେ କିଭଳି ଏକ ସାଂସ୍କୃତିକ ସ୍ବପ୍ନ ସାକାର ହୁଏ, ତାହାର ଜ୍ବଳନ୍ତ ଉଦାହରଣ ପୁରୁଣା ଦିଲ୍ଲୀର ହଜରତ ଶାହ ଓ୍ବାଲିଉଲାଃ ସର୍ବସାଧାରଣ ପାଠାଗାର। ଏହି ପାଠାଗାରର ବିଶେଷତ୍ବ ହେଉଛି ଏଠାରେ ରହିଛି ଉର୍ଦ୍ଦୁ, ପାର୍ସୀ, ଆରବୀ, ଇଂରାଜୀ ଓ…