Odisha Link
Bridging the Missing Links in Odisha

ବଢ଼ୁଛି ମୁଣ୍ଡପିଛା ଋଣଭାର,…

ଭୁବନେଶ୍ବର: ରାଜ୍ୟର ରାଜନୀତି ଓ ଶାସନ କ୍ଷେତ୍ରରେ ବିରଳ ଓ ବଡ଼ ବଡ଼ ଖବରମାନ ସାମନାକୁ ଆସିଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଏକଦା ବିଜେପିର ମୁଖ୍ୟ ଟାର୍ଗେଟ୍‌ ପାଲଟିଥିବା ପ୍ରଶାସନିକ ଅଧିକାରୀ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ ଏକାଠି…

ରବି ସିଂ: ବିପ୍ଲବର ବହ୍ନିମାନ ଶିଖା…

କଟକ: ଓଡ଼ିଆ ସାହିତ୍ୟରେ ଛଅ ଦଶନ୍ଧିରୁ ଅଧିକ ସମୟ ଧରି ବିପ୍ଲବର ଯେଉଁ ଶାଣିତ ସ୍ବରଟି ଗହଗହ ଜଳୁଥିଲା ତାହା ଆଜି ନିର୍ବାପିତ ହୋଇଯାଇଛି। ଚିରନିଦ୍ରାରେ ଶୋଇ ଯାଇଛନ୍ତି ବିପ୍ଲବୀ କବି ରବି ସିଂ। ଆଜି ସକାଳେ କଟକର ଖପୁରିଆ ନିକଟସ୍ଥ ଲେବର୍ କଲୋନିରେ ଥିବା ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି…

ଓଡ଼ିଶା ସାଂସଦ ଅଶ୍ବିନୀ ବୈଷ୍ଣବ ନିଖୋଜ!

ଶୁଭ୍ରାଂଶୁ ପଣ୍ଡାଙ୍କ ସ୍ତମ୍ଭ ଶୁଭସ୍ବର ଓଡ଼ିଶା ସାଂସଦ ଅଶ୍ବିନୀ ବୈଷ୍ଣବ ନିଖୋଜ! ଏ ଶୀର୍ଷକ ପଢ଼ି ଅନେକେ ହୁଏତ ଖୋଜିବା ଆରମ୍ଭ କରିଥିବେ, ଅଶ୍ବିନୀ ବୈଷ୍ଣବ ନାମଧାରୀ ଏ ବ୍ୟକ୍ତି ଜଣକ କିଏ। ରାଜନୀତି ଓ ତତ୍‌ସମ୍ପର୍କିତ ଖବର ସହ ଜଡ଼ିତ ବ୍ୟକ୍ତିଙ୍କୁ ବାଦ ଦେଲେ ଓଡ଼ିଶାର ଅଧିକାଂଶ ସାଧାରଣ ଜନତା ଏଭଳି…

ଭକ୍ତର ବଂଶବୃଦ୍ଧି ଓ ବିକାଶ

ଶୁଭ୍ରାଂଶୁ ପଣ୍ଡାଙ୍କ ସ୍ତମ୍ଭ ଶୁଭସ୍ବର ଭକ୍ତର ବଂଶବୃଦ୍ଧି ଓ ବିକାଶ ଅଦ୍ବେଷ୍ଟା ସର୍ବଭୂତାନାଂ ମୈତ୍ରଃ କରୁଣ ଏବ ଚ ନର୍ମମୋ ନିରହଂକାର ସମଦୁଃଖସୁଖଃ କ୍ଷମୀ ।। ସନ୍ତୁଷ୍ଟଃ ସତତଂ ଯୋଗୀ ୟତାତ୍ମା ଦୃଢ଼ନିଶ୍ଚୟଃ ମୟ୍ୟର୍ପିତମନୋବୁଦ୍ଧିର୍ୟୋ ମଦ୍‌ଭକ୍ତଃ ସ ମେ ପ୍ରିୟଃ ।। ଶ୍ରୀମଦ୍‌ ଭଗ୍‌ବଦ୍‌ ଗୀତା…

ଜୟପୁର ସାହିତ୍ୟ ଉତ୍ସବ ୨୦୨୦: ଯୋଗଦେବେ…

ଭୁବନେଶ୍ବର: ଚଳିତ ମାସ ୨୩ରୁ ୨୭ ତାରିଖ ୫ ଦିନ ଧରି ରାଜସ୍ଥାନର ରାଜଧାନୀ ଜୟପୁର ସହରରେ ଅନୁଷ୍ଠିତ ହେଉଛି ୧୩ତମ ଜୟପୁର ସାହିତ୍ୟ ଉତ୍ସବ। ବିଶ୍ବର ସବୁଠୁ ବଡ଼ ସାହିତ୍ୟ ଉତ୍ସବ ଭାବେ ଜଣାଶୁଣା ଜୟପୁର ଲିଟରେଚର ଫେଷ୍ଟିଭାଲ ୨୦୨୦ର ଅତିଥି ତାଲିକାରେ ଏଥର ଦେଶ ବିଦେଶର ୩୦୦ରୁ ଅଧିକ ବକ୍ତାଙ୍କ ସମେତ ୧୪ଟି…

ବିଜେପି: ଗୋଟିଏ ବର୍ଷରେ ଖସିଲାଣି ୫…

ଭୁବନେଶ୍ବର: ସାରା ଦେଶକୁ କଂଗ୍ରେସ ମୁକ୍ତ କରିବାକୁ ପଣ କରିଥିବା ଭାରତୀୟ ଜନତା ପାର୍ଟି (ବିଜେପି) ହାତରୁ ଗୋଟିଏ ପରେ ଗୋଟିଏ ରାଜ୍ୟ ଖସିବାରେ ଲାଗିଛି। ୨୦୧୪ରେ ଦେଶରେ କ୍ଷମତାକୁ ଫେରିଥିବା ବିଜେପି ୨୦୧୮ ସୁଦ୍ଧା ୨୧ଟି ରାଜ୍ୟକୁ ନିଜ ଅକ୍ତିଆରକୁ ନେଇ ଦେଶର ୭୦% ଲୋକଙ୍କୁ ଶାସନ କରିବାର ସୁଯୋଗ…

ତରୁଣକାନ୍ତି ମିଶ୍ର ପାଇବେ ସାହିତ୍ୟ…

ଭୁବନେଶ୍ବର: ଗଳ୍ପ ସଂକଳନ 'ଭାସ୍ବତୀ' ପାଇଁ ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ପ୍ରଖ୍ୟାତ ଓଡ଼ିଆ କଥାଶିଳ୍ପୀ ତରୁଣକାନ୍ତି ମିଶ୍ର। ଇଂରାଜୀ ସମେତ ୨୪ଟି ଭାରତୀୟ ଭାଷାର ଲେଖକଙ୍କ ପାଇଁ ଆଜି ସାହିତ୍ୟ ଏକାଡେମୀ ନାମ ଘୋଷଣା କରୁଥିବା ବେଳେ ସେଥିରେ ଶ୍ରୀ ମିଶ୍ରଙ୍କ ନାମ ରହିଛି।…

ନାମ ବଦଳ ରାଜନୀତି: ପ୍ରଥମେ ଉତ୍କଳ, ପରେ…

ଭୁବନେଶ୍ବର: ଧର୍ମନିରପେକ୍ଷତାର ମୁଖା ତଳେ ବିଜୁ ଜନତା ଦଳର ତୁଷ୍ଟୀକରଣ ରାଜନୀତି ବେଳକୁ ବେଳ ସ୍ପଷ୍ଟ ହେଉଛି। ନବୀନ ପଟ୍ଟନାୟକ ନେତୃତ୍ବାଧୀନ ସରକାର କେତେବଳେ ସଂଖ୍ୟାଲଘୁଙ୍କୁ ଖୁସି କରିବାକୁ ପ୍ରସିଦ୍ଧ କବିଙ୍କୁ ଅଣଦେଖା କରୁଛନ୍ତି ତ କେତେବେଳେ କଂଗ୍ରେସ ବିରୋଧୀ ତତ୍ତ୍ବର ପ୍ରିୟପାତ୍ର ହେବାକୁ…

ବିଶ୍ବରେ ସର୍ବାଧିକ ସହୃଦୟ ବ୍ୟକ୍ତି ଆମ…

ଶୁଭ୍ରାଂଶୁ ପଣ୍ଡାଙ୍କ ସ୍ତମ୍ଭ ‘ଶୁଭସ୍ବର’ ଉଦାର ଭାରତ ଗତକାଲି ରାତିରେ ଶୋଇବାକୁ ଯିବା ପୂର୍ବରୁ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଦେଖି ବେଶ୍‌ ବ୍ୟଥା ଲାଗିଥିଲା। ସେ ଦୃଶ୍ୟରେ ଜଣେ ପିଆଜ ଚାଷୀ କାନ୍ଦି କାନ୍ଦି ନିଜର ଦୁଃଖ ବଖାଣୁଥିଲେ। "ଅନ୍ୟ ସମୟରେ ଦରଦାମ ଠିକ ରହୁଛି। ଠିକ ଅମଳ ବେଳକୁ ବ୍ୟବସାୟୀ…

ବରଗଡ଼ ଏବେ ବିଷଗଡ଼

ରାଜ୍ୟର ଏକ ଚତୁର୍ଥାଂଶ କ୍ୟାନ୍ସର ରୋଗୀ ବରଗଡ଼ରେ ବରଗଡ଼: ବିଜେପୁର ନିର୍ବାଚନକୁ ନେଇ ବରଗଡ଼ ଜିଲ୍ଲା ଏବେ ଉଠୁଚି ପଡ଼ୁଛି। ମାଳ ମାଳ ନେତାମନ୍ତ୍ରୀ ଏଠି ଭିଡ଼ ଜମାଇବା ଆରମ୍ଭ କରିଦେଲେଣି। ବରଗଡ଼ରେ ବିକାଶର ନାଗରା ବଜାଇବା ଲାଗି ସବୁ ଦଳ ତୟାର। ଲୋକଙ୍କୁ ପ୍ରତିଶ୍ରୁତିରେ ପୋତିଦେବାକୁ ପ୍ରସ୍ତୁତ ହେଲାଣି…