Odisha Link
Bridging the Missing Links in Odisha

ଭାରତର କରୋନା ଗଡ଼ ନିଜାମୁଦ୍ଦିନ ଓ ୮ଟି…

ଶୁଭ୍ରାଂଶୁ ପଣ୍ଡା ବିଶ୍ବର ଅନ୍ୟତମ ପ୍ରସିଦ୍ଧ ଖବର ପୋର୍ଟାଲ ଅଲ୍‌ଜଜିରା ରିପୋର୍ଟ ଅନୁସାରେ ଭାରତରେ ପ୍ରାୟ ପ୍ରତି ୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନିଭାମୁଦ୍ଦିନ୍‌ ତାବ୍ଲିଘି ମର୍କାଜ୍‌ ସହ ଜଡ଼ିତ। ଯଦି ଏହାକୁ ଆଧାରକୁ ନିଆଯାଏ ତେବେ ଦେଶର ପ୍ରାୟ ଏକ ତୃତୀୟାଂଶ କରୋନା ସଂକ୍ରମିତ ବ୍ୟକ୍ତି…

ଆଜି ୯ ମିନିଟ୍‌ ଅନ୍ଧାର, କରୋନା ମାୟାରେ…

ଭୁବନେଶ୍ବର: କରୋନ ପାଇଁ ଲଢ଼େଇରେ ଆମର ଏକତା ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଆଜି ସାରା ଦେଶ ୯ ମିନିଟ ପାଇଁ ବିଜୁଳି ଆଲୁଅ ବନ୍ଦ କରିବାକୁ ଯାଉଛି। ରାତି ୯ଟାରେ ଦେଶବାସୀ ଘରର ସମସ୍ତ ଆଲୋକ ବନ୍ଦ କରି ବାଲକୋନୀ ବା ଦରଜା ବାହାରକୁ ଆସି ଦୀପ, ମହମବତୀ ବା ମୋବାଇଲର ଫ୍ଲାସ୍‌…

କରୋନା କ’ଣ ଗୁପ୍ତରୋଗ? ଲୋକଙ୍କ…

ଶୁଭ୍ରାଂଶୁ ପଣ୍ଡା କରୋନା ଏକ ଭୂତାଣୁ। ସାରା ବିଶ୍ବରେ ପ୍ରାୟ ୬ ଲକ୍ଷ ପାଖାପାଖି ଲୋକ ଏବେ ଏ ରୋଗରେ ପୀଡ଼ିତ। ଏହା କୌଣସି ଯୌନରୋଗ, ଗୁପ୍ତରୋଗ ବା ଲଜ୍ଜାଜନକ ରୋଗନୁହେଁ। ବହୁ ସେଲିବ୍ରିଟିଙ୍କୁ ଏ ରୋଗ ହୋଇଛି ଓ ଅନ୍ୟର ସଚେତନତା ପାଇଁ ସେମାନେ ନିଜେ ଏ କଥା ଜଣାଇଛନ୍ତି। ଅଥଚ ଓଡ଼ିଶାରେ ସରକାର…

ହାତୀ ବୁଡ଼ିଯାଉଛି, ଛେଳି ପଚାରୁଛି ପାଣି…

ଶୁଭ୍ରାଂଶୁ ପଣ୍ଡା ଗତକାଲି ସୁବ୍ରତ ବାଗ୍‌ଚୀ କହିଥିଲେ- ହାତୀ ବୁଡ଼ିଯାଉଛି, ହେଲେ ଛେଳି ପଚାରୁଛି ପାଣି କେତେ। କରୋନା ଭୂତାଣୁର ଭୟାବହତା ନେଇ ଓଡ଼ିଶା କରୋନା ମୁକାବିଲା ମୁଖପାତ୍ର ଶ୍ରୀ ବାଗ୍‌ଚୀ ହାତୀ ଆଉ ଛେଳିର ଉଦାହରଣ ଦେଇ ତଥାକଥିତ ବୁଦ୍ଧିମାନ ମଣିଷର ବୋକାମୀ କଥା ବଖାଣିଥିଲେ। ହେଲେ ସେଇ ସମାନ…

ବିପଦ ବେଳେ ରାଜନୀତି

ଭୁବନେଶ୍ବର: ସାରା ଦେଶ କରୋନାର ସମ୍ଭାବ୍ୟ ସଂକ୍ରମଣ ନେଇ ଭୟଭୀତ ଥିବା ବେଳେ ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆରମ୍ଭ ହୋଇଛି ବାକ୍‌ ଯୁଦ୍ଧି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ପୁଣି ଥରେ ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଟଣାଓଟରା ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ ନେତା। କରୋନା ମୁକାବିଲା ପାଇଁ…

ମୋଦି ଠିକ କହିଲେ, ଜନତା ଭୁଲ ଶୁଣିଲେ

ଶୁଭ୍ରାଂଶୁ ପଣ୍ଡା କରୋନା ଭୂତାଣୁ ବିଶ୍ବବ୍ୟାପୀ ନିଜର କାୟା ବିସ୍ତାର କରିଚାଲିଥିବା ବେଳେ ଭାରତରେ ମଧ୍ୟ ଧୀରେ ଧୀରେ ପ୍ରଭାବ ବଢ଼ାଉଛି। ଆମେରିକା ଭଳି ଚିକିତ୍ସା ସେବାରେ ଉନ୍ନତ ଦେଶର ଅବସ୍ଥା ଏବେ ଅସମ୍ଭାଳ ଆଡ଼କୁ ଗତି କରୁଥିବା ବେଳେ ଭାରତ ଭଳି ବୃହତ୍ତ ଗଣତନ୍ତ୍ରର ଅବସ୍ଥା ଏଥିରୁ ଅନୁମେୟ। ଆମକୁ…

କରୋନା ଲଢ଼େଇ: ଆର୍ଥିକ ସଂକଟ ଆରମ୍ଭ

ଶୁଭ୍ରାଂଶୁ ପଣ୍ଡା କରୋନା ଲଢ଼େଇରେ ସାରା ଦେଶ ଅଭୂତପୂର୍ବ ସହଯୋଗ କରିଥିବା ବେଳେ ଦେଶ ପାଇଁ ଓ ଦେଶବାସୀଙ୍କ ପାଇଁ ବଡ଼ ଅର୍ଥନୈତିକ ସଂକଟ ମାଡ଼ିଆସୁଛି। ଘରୁ ନ ବାହାରିବା ଲାଗି କଟକଣା ଥିବାରୁ ଅନେକ ଶିଳ୍ପ ଓ କାର୍ଯ୍ୟକ୍ଷେତ୍ର ବନ୍ଦ ରହିବ। ସରକାରୀ କ୍ଷେତ୍ର ବା ବଡ଼ କର୍ପୋରେଟ୍‌ କ୍ଷେତ୍ରରେ କାର୍ଯ୍ୟ…

ଆମେରିକା ଅସମ୍ଭାଳ, ଭାରତ ପାଇଁ…

ଓଏଲ୍‌ ବ୍ୟୁରୋ: ସେଚତନତା ହିଁ କରୋନା ଭୂତାଣୁର ଏକମାତ୍ର ଔଷଧ, ଅନ୍ୟ କୌଣସି ବିକଳ୍ପ ନାହିଁ। ଜନତା ନ ଚେତିଲେ ଛାରଖାର ପରିସ୍ଥିତି ସୃଷ୍ଟି ହେବାକୁ ବେଶି ସମୟ ଲାଗିବନି। ଆମେରିକା ଭଳି ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ସମ୍ପନ୍ନ ଦେଶ ଏବେ ଅସମ୍ଭାଳ ଅବସ୍ଥା ଆଡ଼କୁ ଗତି କରୁଛି। ଆକ୍ରାନ୍ତଙ୍କ ସଂଖ୍ୟା…

ଭୋକର ଭୂତାଣୁ ବନାମ କରୋନା

ଶୁଭ୍ରାଂଶୁ ପଣ୍ଡାଙ୍କ ଅନିୟମିତ ସ୍ତମ୍ଭ ଶୁଭସ୍ବର ଭୋକର ଭୂତାଣୁ ବନାମ କରୋନା ଚୀନରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁର ପ୍ରକୋପ ଏବେ ୧୭୦ରୁ ଅଧିକ ଦେଶକୁ ବ୍ୟାପିଥିବା ବେଳେ ଅନେକ ଦେଶରେ ଏହାକୁ ଜାତୀୟ ବିପତ୍ତି ଘୋଷଣା କରାଗଲାଣି। ଏଯାବତ୍‌ ୭୦୦୦ରୁ ଅଧିକ ଲୋକଙ୍କର କରୋନା କାରଣରୁ ଜୀବନହାନି ହେଲାଣି।…

କଂଗ୍ରେସକୁ କରୋନା!

ଶୁଭ୍ରାଂଶୁ ପଣ୍ଡା କରୋନା ଭାଇରସ୍‌ ଏବେ ସାରା ବିଶ୍ବକୁ କବଳିତ କରିଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। ଭାରତରେ ପ୍ରାୟ ୮୦ ଜଣ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ଇତି ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇସାରିଛି। କରୋନା ଆକ୍ରାନ୍ତଙ୍କୁ ଏକାନ୍ତ ସ୍ଥାନରେ ରଖାଯାଉଛି। ପରସ୍ପର ଠାରୁ ଦୂରେଇ…