Odisha Link
Bridging the Missing Links in Odisha
Browsing Category

ସ୍ବାସ୍ଥ୍ୟ

ଅଙ୍ଗଚୋରି ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ…

ଓଏଲ୍‌ ବ୍ୟୁରୋ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଚାଞ୍ଚଲ୍ୟକର ଅଭିଯୋଗ ସାମ୍ନାକୁ ଆସିଛି। ଦୁର୍ଘଟଣାରେ ଗୁରୁତର ଚିକିତ୍ସିତ ବ୍ୟକ୍ତିଙ୍କ ଅଙ୍ଗ ତସ୍କରୀ ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ। କଟକରେ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକ ବାଲିଗୁଡ଼ା…

ସୁଦୃଢ଼ ହେବ ସ୍ୱାସ୍ଥ୍ୟ କ୍ଷେତ୍ର,…

ଓଏଲ୍‌ ବ୍ୟୁରୋ: ଆହୁରି ସୁଦୃଢ଼ ହେବ ସ୍ୱାସ୍ଥ୍ୟ କ୍ଷେତ୍ର। ରାଜ୍ୟରେ ବଢ଼ିବ ଇଏସ୍ଆଇ ହସ୍ପିଟାଲ ସଂଖ୍ୟା। ଏନେଇ ଶ୍ରମମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ଖୋଲିବ ଆହୁରି ୬ଟି ଇଏସ୍ଆଇ ହସ୍ପିଟାଲ। ବଢିବ ନିଯୁକ୍ତି ସୁଯୋଗ।୬ଟି ଇଏସ୍ଆଇ ହସ୍ପିଟାଲରେ ଆବଶ୍ୟକୀୟ ଡାକ୍ତର ଓ…

ଆୟୁଷ୍ମାନ ଭାରତ ଯୋଜନା: ସାଢ଼େ ୩ କୋଟି…

ଓଏଲ୍‌ ବ୍ୟୁରୋ: ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ଯୋଜନା। ଏହି ଯୋଜନା କାର୍ଯ୍ୟକାରୀ ହେଲେ ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିବ ବୋଲି ବିଜେପି ସରକାର ଅନେକ ଥର ଦୃଢୋକ୍ତି ପ୍ରକାଶ କରିଛି। ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ ହେବ ବୋଲି ସ୍ବାସ୍ଥ୍ୟ…

ଆଜି ବିଶ୍ୱ ହାତଧୂଆ ଦିବସ, ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ବିଶ୍ୱ ହାତଧୂଆ ଦିବସ। ହାତଦ୍ୱାରା ଜୀବାଣୁ ପାଟିକୁ ଯାଉଥିବାରୁ ଏଥିପ୍ରତି ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ବିଶ୍ୱ ହାତଧୂଆ ଦିବସ ପାଳନ କରାଯାଉଛି। ଚଳିତବର୍ଷ ବିଶ୍ୱ ହାତଧୂଆ ଦିବସର ବାର୍ତ୍ତା ରହିଛି ‘ସ୍ୱଚ୍ଛ ହାତ କାହିଁକି ଗୁରୁତ୍ୱପୂର୍ଣ୍ଣ’। ବିଦ୍ୟାଳୟ ଗୁଡ଼ିକରେ…

ଆଇସିୟୁରେ ରତନ ଟାଟା, ମୁମ୍ବାଇରେ ଚାଲିଛି…

ଓଏଲ୍‌ ବ୍ୟୁରୋ: ବିଶ୍ବର ଜଣାଶୁଣା ଉଦ୍ୟୋଗପତି, ସମାଜସେବୀ ଓ ଟାଟା ସନ୍ସର ପୂର୍ବ ଚେୟାରମ୍ୟାନ୍‌ ରତନ ଟାଟା ମେଡିକାଲରେ ଭର୍ତ୍ତି। ମୁମ୍ବାଇର ଏକ ପ୍ରତିଷ୍ଠିତ ମେଡିକାଲର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ମୁତାବକ ରତନ ଟାଟାଙ୍କ ରବିବାର ବିଳମ୍ବିତ ରାତିରେ ସ୍ବାସ୍ଥ୍ୟବସ୍ଥା…

ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ଆୟୁଷ୍ମାନ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଖୁବଶୀଘ୍ର ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ସ୍ୱାସ୍ଥ୍ୟବୀମା ଲାଗୁ ହେବ। ଖୁବଶୀଘ୍ର ଲାଗୁ ହେବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ୧ କୋଟି ପରିବାରର ସାଢ଼େ ୩ କୋଟି ଲୋକ ପାଇବେ ହେଲ୍‌ଥ କାର୍ଡ। କାର୍ଡରେ ଦେଶର ୨୭ ହଜାର ହସ୍ପିଟାଲ୍‌ରେ…

ନର୍ସିଂ କର୍ମଚାରୀଙ୍କ ସିରିଞ୍ଜ୍ ଛାଡ଼…

ଓଏଲ୍‌ ବ୍ୟୁରୋ: ୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଫଳରେ ରୋଗୀ ସେବା ଉପରେ ଏହାର ଗୁରୁତର ପ୍ରଭାବ ପଡିଛି। ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ଭୁବନେଶ୍ବର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ସବୁଠି ନର୍ସିଂ କର୍ମଚାରୀ ସଂଘର…

ନର୍ସିଂ କର୍ମଚାରୀଙ୍କୁ…

ଓଏଲ୍‌ ବ୍ୟୁରୋ: ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଦୁଇ ଦିନର ଧାରଣା ପରେ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି। ଯାହା ଦ୍ୱାରା ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ସରକାରଙ୍କ ସହ ଆଲୋଚନା ପରେ ମଧ୍ୟ ଆନ୍ଦୋଳନ ଜାରି ରଖିଛନ୍ତି ନର୍ସିଂ କର୍ମଚାରୀ ସଂଘ। ନର୍ସିଂ…

ନର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ…

ଓଏଲ୍‌ ବ୍ୟୁରୋ: ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି। ଦୁଇ ଦିନର ଧାରଣା ପରେ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି। ଯାହା ଦ୍ୱାରା ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ସରକାରଙ୍କ ସହ ଆଲୋଚନା ପରେ ମଧ୍ୟ ଆନ୍ଦୋଳନ ଜାରି ରଖିଛନ୍ତି ନର୍ସିଂ କର୍ମଚାରୀ ସଂଘ। ଅନ୍ୟପଟେ,…

ଗୁଣବତ୍ତା ପରୀକ୍ଷାରେ ପାରାସିଟାମଲ୍‌…

ଓଏଲ୍‌ ବ୍ୟୁରୋ: ଧାର୍ଯ୍ୟ ଗୁଣବତ୍ତାକୁ ପୂରଣ କରିପାରୁନି ମେଡିସନ୍। ପାରାସିଟାମଲ୍‌ ସମେତ ୫୩ଟି ଔଷଧ ଗୁଣବତ୍ତା ପରୀକ୍ଷାରେ ବିଫଳ ହୋଇଛି। ଏଥିରେ ଭିଟାମିନ୍‌, ଡାଇବେଟିସ୍‌ ଏବଂ ରକ୍ତଚାପ ଔଷଧ ସହ ଆଣ୍ଟିବାୟୋଟିକ୍‌ ସାମିଲ ରହିଛି । ଦେଶର ସବୁଠାରୁ ବଡ଼ ଡ୍ରଗ୍‌ ରେଗୋଲେଟୋରି ବଡି ‘ସେଣ୍ଟ୍ରାଲ୍‌…