Browsing Category
ଓଡ଼ିଶା
ପାକିସ୍ତାନୀ ଭାରତ ଛାଡିବା ପ୍ରସଙ୍ଗ: ଆଜି…
ଓଏଲ୍ ବ୍ୟୁରୋ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ କୂଟନୈତିକ ପ୍ରହାର ଜାରି ରଖିଛି। ପାକିସ୍ତାନୀଙ୍କ ପାଇଁ ଭାରତ ଜାରି କରିଥିବା ସମସ୍ତ ବୈଧ ଭିସାକୁ ରଦ୍ଦ କରାଯାଇଛି ବୋଲି ଗୁରୁବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି।
କେବଳ ମେଡିକାଲ ଭିସା ୨୯ ତାରିଖ ପର୍ଯ୍ୟନ୍ତ ବୈଧ…
ଆଇପିଏସ୍ ପଣ୍ଡିତ ରାଜେଶଙ୍କ ନିଲମ୍ୱନ…
ଓଏଲ୍ ବ୍ୟୁରୋ: ଅଡୁଆରେ ନିଲମ୍ବିତ ଆଇପିଏସ୍ ରାଜେଶ ପଣ୍ଡିତ। ପୁଣି ବଢ଼ିଲା IPS ପଣ୍ଡିତ ରାଜେଶଙ୍କ ନିଲମ୍ୱନ ଅବଧି। ଆଉ ମାସେ ନିଲମ୍ୱନ ଆଦେଶ ବଢ଼ାଇଲା ଗୃହ ମନ୍ତ୍ରଣାଳୟ। ମହିଳାଙ୍କୁ ଦୁର୍ବ୍ୟବହାର ପାଇଁ ନିଲମ୍ୱନ ହୋଇଛନ୍ତି ପଣ୍ଡିତ ରାଜେଶ।
ସୂଚନା ଅନୁସାରେ, ଜୁଲାଇ ୩୦ରେ ବରିଷ୍ଠ ପୁଲିସ ଅଧିକାରୀ…
ଚାଷୀଙ୍କ ପାଇଁ ବଡ଼ ଖବର: ଆସନ୍ତାକାଲି…
ଓଏଲ୍ ବ୍ୟୁରୋ: ଚାଷୀଙ୍କ ପାଇଁ ବଡ଼ ଖବର। ଚାଷୀଙ୍କ ଖାତାକୁ ଆସିବ ସିଏମ୍ କିଷାନ ଟଙ୍କା। ଅକ୍ଷୟ ତୃତୀୟାରେ ଟଙ୍କା ପ୍ରଦାନ କରିବେ ସରକାର। ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦୦୦ ଟଙ୍କା। ଯୋଜନାରେ ଚାଷୀଙ୍କୁ ବର୍ଷକୁ ମିଳୁଛି ୪ ହଜାର ଟଙ୍କା। ନୂଆଁଖାଇ ଓ ଅକ୍ଷୟ ତୃତୀୟାରେ ୨ଟି କିସ୍ତିରେ ମିଳୁଛି ଟଙ୍କା।…
ଓଜେଇଇ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,…
ଓଏଲ୍ ବ୍ୟୁରୋ: ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା(ଓଜେଇଇ) ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ମେ ୨ ତାରିଖରୁ ଓଜେଇଇ ଆରମ୍ଭ ହୋଇ ମେ ୧୨ ଯାଏଁ ଚାଲିବ। ୩ଟି ସିଫ୍ଟରେ ଓଜେଇଇ ପରୀକ୍ଷା ହେବ। ପ୍ରଥମ ସିଫ୍ଟ ସକାଳ ୮ଟା ୩୦ରୁ ଦିନ ୧୦ଟା ୩୦ ଯାଏଁ, ଦ୍ବିତୀୟ ସିଫ୍ଟ ଦିନ ୧୨ଟା ୩୦ରୁ ଦିନ ୨ଟା ୩୦…
ମେ’୧ରୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ,…
ଓଏଲ୍ ବ୍ୟୁରୋ: ମେ’୧ରୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ଲୁଣି କୁମ୍ଭୀରଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରଜନନ ଋତୁ ଯୋଗୁ ମେ’୧ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଭିତରକନିକା ବନ୍ଦ ରହୁଥିବାରୁ ଦେଶ ବିଦେଶର ପର୍ଯ୍ୟଟକ ମାନେ ଭିତରକନିକା ବୁଲି…
ମେ’ ପହିଲାରୁ ଲାଗୁ ହେବ ଏଟିଏମ୍ ଉଠାଣ…
ଓଏଲ୍ ବ୍ୟୁରୋ: ମେ' ପହିଲାରୁ ଗ୍ରାହକଙ୍କୁ ଲାଗିବାକୁ ଯାଉଛି ଝଟ୍କା। ଏଣିକି ଏଟିଏମ୍ରୁ ଟଙ୍କା ଉଠାଇଲେ ବି ଦେବାକୁ ପଡିବ ଅଧିକ ଚାର୍ଜ। ମେ’ ୧ରୁ ଅନ୍ୟ ବ୍ୟାଙ୍କ ଏଟିଏମ୍ରୁ ଟଙ୍କା ଉଠାଣ ପାଇଁ ଗ୍ରାହକଙ୍କୁ ଅଧିକ ଦେୟ ଦେବାକୁ ପଡ଼ିବ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଏକ ବିଜ୍ଞପ୍ତି ଜାରି କରି…
ନବୀନଙ୍କୁ ଭେଟିଲେ ପହଲଗାମରେ ପ୍ରାଣ…
ଓଏଲ୍ ବ୍ୟୁରୋ: ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥୀଙ୍କ ଭାଇ। ନବୀନ ନିବାସ ଯାଇ ସେଠାରେ ନବୀନ ପଟ୍ଟନାୟକଙ୍କୁ ଭେଟି ଏକାଦଶାହକୁ ଯିବାକୁ କରିଛନ୍ତି ନିମନ୍ତ୍ରଣ। ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ମୃତ ପ୍ରଶାନ୍ତ ଶତପଥୀଙ୍କ ଆସନ୍ତା ୩୦…
ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଅଫିସ…
ଓଏଲ୍ ବ୍ୟୁରୋ: ରାଜ୍ୟ ରାଜନୀତିରେ ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଓପିଏସ୍ସି ଏବଂ ଓଏସ୍ଏସ୍ଏସ୍ସି ପ୍ରଶ୍ନପତ୍ର ତ୍ରୁଟି ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରତିକ୍ରିୟା ରଖିଛନ୍ତି। ବିଭ୍ରାଟରେ ଯେଉଁ ବିଭାଗ ସଂଶ୍ଳିଷ୍ଟ ଅଛି ତଦନ୍ତ ହେବ। ଯିଏ ଦୋଷୀ ଛଡ଼ା…
ବିଦେଶୀଙ୍କ ପାଖରେ ରାସନକାର୍ଡ, ରାଜ୍ୟ…
ଓଏଲ୍ ବ୍ୟୁରୋ: ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସାରା ଦେଶରେ ଚହଳ ପଡିଛି। ପାକିସ୍ତାନୀଙ୍କ ପାଇଁ ଭାରତ ଜାରି କରିଥିବା ସମସ୍ତ ବୈଧ ଭିସାକୁ ରଦ୍ଦ କରାଯାଇଛି ବୋଲି ଗୁରୁବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି।କେବଳ ମେଡିକାଲ ଭିସା ଆଗାମୀ ୨୯ ତାରିଖ ପର୍ଯ୍ୟନ୍ତ ବୈଧ ରହିବ ବୋଲି କୁହାଯାଇଛି।…
ଭିସୁଟର ଶହେ ଛାତ୍ରଛାତ୍ରୀଙ୍କ ଉପରେ କଡ଼ା…
ଓଏଲ୍ ବ୍ୟୁରୋ: ବୁର୍ଲା ଭିସୁଟରେ କୁଳପତିଙ୍କ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ଭିସୁଟର ଶହେ ଛାତ୍ରଛାତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ।
ବିଶୃଙ୍ଖଳିତ ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନ…