Odisha Link
Bridging the Missing Links in Odisha

ଭୀମ ଭୋଇରେ ଡାକ୍ତରଙ୍କୁ ଆକ୍ରମଣ ଘଟଣା:…

ଓଏଲ୍‌ ବ୍ୟୁରୋ: ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଡାକ୍ତରଙ୍କୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଥିଲା। ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତ ଗିରଫ ହୋଇଥିଲେ। ବର୍ତ୍ତମାନ ୨ ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ ଲଗାଇଲା ଜିଲ୍ଲା ପ୍ରଶାସନ। ଗିରଫ ସମୀର ବନମାଳି, ଲିପୁନ ସାହୁଙ୍କ ନାଁରେ ଏନ୍ଏସ୍ଏ ଲାଗିଲା। ଉଭୟଙ୍କର…

ଡିଜିସିଏ ତଥ୍ୟ: ଘରୋଇ ବିମାନରେ ଯାତ୍ରା…

ଓଏଲ୍‌ ବ୍ୟୁରୋ: ୨୦୨୩ରେ ରେକର୍ଡ କଲା ଘରୋଇ ବିମାନ। ୨୦୨୩ ବର୍ଷରେ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା ରେକର୍ଡ ବୃଦ୍ଧି ହୋଇଛି। ଡିଜିସିଏ ତଥ୍ୟ ଅନୁସାରେ କୋଭିଡ ପୂର୍ବର ବର୍ଷକୁ ମଧ୍ୟ ଟପିଲା ସଂଖ୍ୟା। ୨୦୨୩ରେ ୧୫.୨ କୋଟି ଯାତ୍ରୀ ଦେଶ ଭିତରେ ଯାତ୍ରା କରିଛନ୍ତି। ୨୦୧୯ରେ ୧୪.୪ କୋଟି ଲୋକ ଦେଶରେ ବିମାନ…

ରାଜ୍ୟରେ ଶୀତର ଲହରୀ; ମୟୁରଭଞ୍ଜରେ ଜିରୋ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଶୀତର ଲହରୀ। କିଛି ଅଂଚଳରେ ସକାଳୁ ସକାଳୁ ଘରୁ ବାହାରିବା ହୋଇପଡ଼ୁଥିଲା ମୁସ୍କିଲ। ଶୀତରେ ଥରୁଛି ମୟୁରଭଞ୍ଜ। ଆଜି ସର୍ବନିମ୍ନ ତାପମାତ୍ରା ଜିରୋ ଡିଗ୍ରୀ ରେକର୍ଡ କରାଯାଇଛି। ଶିମିଳିପାଳର ଉପର ବାରାକାମୁଡାରେ ତାପମାତ୍ରା ୦ ଡିଗ୍ରୀ ରହିଛି। ଚାହଲାରେ ୫ ଡିଗ୍ରୀ, ଯଶିପୁରରେ ୧୩…

ଚଳଚଞ୍ଚଳ ବଲାଙ୍ଗୀର; ଆଜି ପ୍ରସିଦ୍ଧ…

ଓଏଲ୍‌ ବ୍ୟୁରୋ: ଆଜି ପ୍ରସିଦ୍ଧ ଶୁଲିଆ ଯାତ୍ରା। ବଲାଙ୍ଗୀର ଦେଓଗାଁ ବ୍ଲକ ଖଇରଗୁଡ଼ାରେ ଶୁଲିଆ ଯାତ୍ରା ଅନୁଷ୍ଠିତ ହୋଇଛି। ମୁଖ୍ୟ ପୂଜକ ଓ ଦେହୁରୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୀଠରେ ନିଶିପୂଜା କରିଛନ୍ତି। ଆଦିବାସୀ ସମ୍ପ୍ରଦାୟ ତଥା ମାନସିକଧାରୀ ଶ୍ରଦ୍ଧାଳୁମାନେ ପଶୁବଳି ଦେଉଛନ୍ତି। ଯାତ୍ରା…

କାର୍‌ ସହ ମୋ ବସ୍‌ ଧକ୍କା; ଯାତ୍ରୀ…

ଓଏଲ୍‌ ବ୍ୟୁରୋ: ବାରଙ୍ଗ ଛକରେ କାର୍‌ ସହ ମୋ ବସ୍‌ ଧକ୍କା ହୋଇଥିବା ଜଣା ପଡିଛି। ଦୁର୍ଘଟଣା ପରେ ମୋ ବସ୍‌କୁ ଅଟକ ରଖିଲା ବାରଙ୍ଗ ପୁଲିସ। ଭୁବନେଶ୍ୱରରୁ କଟକ ଯିବା ବେଳେ କାର୍‌ ସହ ମୋ ବସ୍‌ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ବସ୍‌ ଚାଳକଙ୍କ ବେପରୁଆ ଗାଡି ଚାଳନାକୁ ସ୍ଥାନୀୟ ଲୋକ ଦାୟୀ କରିଛନ୍ତି।

ଆମେରିକା ରାଷ୍ଟ୍ରପତି ନିର୍ବାଚନ:ଓହରିଲେ…

ଓଏଲ୍‌ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪ ନଭେମ୍ବର ମାସରେ ଅନୁଷ୍ଠିତ ହେବ। ଏହି ହାଇଭୋଲଟେଜ ନିର୍ବାଚନକୁ ଦେଢ଼ ବର୍ଷରୁ ଅଧିକ ସମୟଥିବା ସତ୍ତ୍ବେ ଏବେଠୁ ଆରମ୍ଭ ହେଲାଣି ଅଙ୍କକଷା। ଭାରତୀୟ-ଆମେରିକୀୟ ଉଦ୍ୟୋଗପତି ବିବେକ ରାମସ୍ବାମୀ ଆମେରିକାର ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ…

ଝଲସୁଛି ଶ୍ରୀକ୍ଷେତ୍ର; ଆସନ୍ତାକାଲି…

ଓଏଲ୍‌ ବ୍ୟୁରୋ: ଝଲସୁଛି ଶ୍ରୀକ୍ଷେତ୍ର। ରୂପାନ୍ତରଣର ସ୍ପର୍ଶରେ ସଜେଇ ହେଉଛି ପୁରୀ ବଡଦାଣ୍ଡ। ଆସନ୍ତାକାଲି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଉତ୍ସବ ମୁଖର ଜଗନ୍ନାଥ ଧାମ। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଡିଜିପି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପରିକ୍ରମା…

କଲବଲ କରୁଛି ଘନ କୁହୁଡି; ବିମାନ ସେବା…

ଓଏଲ୍‌ ବ୍ୟୁରୋ: ଭାରତରେ ଘନ କୁହୁଡ଼ି ଯୋଗୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। କିଛି ଅଂଚଳରେ ସକାଳୁ ସକାଳୁ ଘରୁ ବାହାରିବା ହୋଇପଡ଼ୁଥିଲା ମୁସ୍କିଲ। ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନକୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନକୁହୁଡି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ…

ଫେବ୍ରୁଆରୀ ୮ରେ ହିଁ ହେବ ମତଦାନ:…

ଓଏଲ୍‌ ବ୍ୟୁରୋ: ଭାରତର ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନରେ ହେବାକୁ ଥିବା ନିର୍ବାଚନକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ। ପୂର୍ବ ନିର୍ଦ୍ଧାରିତ ଫେବ୍ରୁଆରୀ ୮ ତାରିଖରେ ହିଁ ହେବ ସାଧାରଣ ନିର୍ବାଚନ ବୋଲି ଆଜି କହିଛନ୍ତି ପାକିସ୍ତାନ ନିର୍ବାଚନ ଆୟୋଗ। ୮ ରେ ସାଧାରଣ ନିର୍ବାଚନକୁ ସ୍ଥଗିତ…

ସ୍ଥଳସେନା ମୁଖ୍ୟଙ୍କ ବଡ଼ ବୟାନ, କହିଲେ-…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ଭାରତୀୟ ସ୍ଥଳ ସେନା ଦିବସ। ଦେଶ ପାଇଁ ସେନାଙ୍କ ବୀରତ୍ୱ ଓ ବଳିଦାନକୁ ମନେ ରଖିବା ପାଇଁ ଆଜି ହେଉଛି ଦିନଟିଏ। ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ସେନା ଦିବସ ପାଳନ କରାଯାଏ। ଏହି ଦିନ ଭାରତୀୟ ଯବାନଙ୍କ ସମ୍ମାନର ଦିନ ଯିଏ ଆମ ଦେଶକୁ ସୁରକ୍ଷା ଦେଉଛନ୍ତି। ଭାରତୀୟ ସେନାଙ୍କ…