Odisha Link
Bridging the Missing Links in Odisha

ଚିନ୍ତା ବଢ଼ାଉଛି ନୂଆ ଭାରିଆଣ୍ଟ;…

ଓଏଲ୍‌ ବ୍ୟୁରୋ: ଚିନ୍ତା ବଢ଼ାଉଛି କରୋନାର ନୂଆ ଭାରିଆଣ୍ଟ JN.1। ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ। ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ନିକଟରେ ଲକ୍ଷଣ କମ୍ ଅଛି। ଏହା ସହ ନୂଆ ଭାରିଆଣ୍ଟ ପାଇଁ ଫେରିଲା କୋଭିଡ କଟକଣା। କର୍ଣ୍ଣାଟକରେ…

ହ୍ରାସ ପାଉଛି ଗଜରାଜଙ୍କ ସଂଖ୍ୟା;…

ଓଏଲ୍‌ ବ୍ୟୁରୋ: ହ୍ରାସ ପାଉଛି ଗଜରାଜଙ୍କ ସଂଖ୍ୟା। ଏହାରି ମଧ୍ୟରେ ଆଉ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ବାମ ଗୋଡ଼ରେ ଆଘାତ ଯୋଗୁଁ ଗୁରୁତର ଥିଲା ହାତୀ। ନୟାଗଡ଼ ମୟୁର ଝାଲିଆ ଜଙ୍ଗଲରେ ଚାଲିଥିଲା ଚିକିତ୍ସା। ନନ୍ଦନକାନନର ଡାକ୍ତରୀ ଟିମ୍‌ ଚିକିତ୍ସା କରୁଥିଲେ। ତେବେ ଚିକିତ୍ସାଧୀନ ଦନ୍ତା ହାତୀର…

ଆଜି ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ;…

ଓଏଲ୍‌ ବ୍ୟୁରୋ: ଜାତୀୟ ଉଦ୍ୟାନ ଶିମିଳିପାଳକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦୀର୍ଘ ଏକ ମାସ ପରେ ଖୋଲିବ ଶିମିଳିପାଳ। ଗତକାଲି ୩ ପଞ୍ଚାୟତ ଓ ପ୍ରଶାସନର ବୈଠକ ପରେ ନିଷ୍ପତି ନିଆଯାଇଛି। ବିଭିନ୍ନ ଦାବି ନେଇ ଯଶିପୁର ପ୍ରବେଶ ପଥ ବନ୍ଦ ଥିଲା। ପଞ୍ଚାୟତ ଓ ପ୍ରଶାସନର ବୈଠକ ପରେ ନିଷ୍ପତି ନିଆଯାଇଛି।…

ପୁଣି ଫେରିଲା କୋଭିଡ କଟକଣା:…

ଓଏଲ୍‌ ବ୍ୟୁରୋ: କରୋନାର ନୂଆ ଭାରିଆଣ୍ଟ JN.1 ଭାରତରେ ଦ୍ରୁତ ସଂକ୍ରମଣ କରୁଛି। ପୁଣି ଫେରିଲା କୋଭିଡ କଟକଣା। କର୍ଣ୍ଣାଟକରେ ବ୍ୟାପୁଛି JN.1 ଭାରିଆଣ୍ଟ। ସଂକ୍ରମିତଙ୍କ ଲାଗି କଡ଼ା କଟକଣା କରାଯାଇଛି। ୭ ଦିନିଆ ଆଇସୋଲେସନ ବାଧ୍ୟତାମୂଳକ ହୋଇଛି। ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ଟେଷ୍ଟିଂ ପାଇଁ…

ସମ୍‌ ଅଲ୍ଟିମେଟ୍‌ କ୍ରୀଡା…

ଭୁବନେଶ୍ୱର: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରର ପ୍ରଥମ ସ୍ପୋର୍ଟ ମିଟ୍‌ ‘ସମ୍ମନ୍ୱୟ- ୨୦୨୩’ ବଡ଼ଦିନ ଅବସରରେ ସୋମବାର ଉଦ୍‌ଯାପିତ ହୋଇଥିବା ବେଳେ ଏହି ସ୍ପୋର୍ଟ୍ସ ମିଟ୍‌ରେ ଭାଗ ନେଇଥିବା ୧୦ଟି ଟିମ୍‌ ମଧ୍ୟରୁ ‘ନେବୁଲା ନୋମାଡ୍ସ’ ଟିମ୍‌ ଚାମ୍ପିଅନ୍‌ ହୋଇଛି। ‘ସମ୍ମମନ୍ୱୟ -୨୦୨୩’ର ଉଦ୍‌ଯାପନୀ…

କଳିଙ୍ଗନଗରରେ ଉଦ୍‌ଘାଟିତ ପୁଲିସ ଫାଣ୍ଡି

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର କ୍ୟାମ୍ପସ୍‌-୨ ନିକଟରେ ମଙ୍ଗଳବାର କମିଶନରେଟ୍‌ ପୁଲିସ୍‌ ପକ୍ଷରୁ କଳିଙ୍ଗନଗର ପୁଲିସ ଫାଣ୍ଡି ଉଦ୍‌ଘାଟିତ ହୋଇଯାଇଛି। ଦ୍ୱୈତ ନଗରୀରର ପୁଲିସ୍‌ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଏହି ଫାଣ୍ଡିର ଉଦ୍‌ଘାଟନ କରିଥିବା ବେଳେ ଏହି ଅବସରରେ ଆଡିସ୍‌ନାଲ୍‌…

ଭାରତୀୟ ନୌସେନାର ବଢ଼ିଲା ଶକ୍ତି; ସାମିଲ…

ଓଏଲ୍‌ ବ୍ୟୁରୋ: ଭାରତୀୟ ନୌସେନାକୁ ସଫଳତା ମିଳିଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଷ୍ଟିଲଥ ଗାଇଡେଡ ମିଜାଇଲ ବିଧ୍ୱଂସକ ଯୁଦ୍ଧ ଜାହାଜ ଆଇଏନଏସ ଇମ୍ଫାଲ ନୌସେନାରେ ସାମିଲ ହୋଇଛି। ଜଳପଥରେ ଏବେ ଚୀନ ଓ ପାକିସ୍ତାନକୁ କଡା ଜବାବ ଦେବାକୁ ପ୍ରସ୍ତୁତ ହୋଇଛି ଆଇଏନଏସ ଇମ୍ଫାଲ। ମୁମ୍ବାଇ ସ୍ଥିତ ନୌସେନାର…

ପ୍ରଥମଥର ନୀଳଗିରିକୁ ଗଡ଼ିବ ମେମୁ…

ଓଏଲ୍‌ ବ୍ୟୁରୋ: ଜାନୁଆରୀ ୫ରୁ ନୀଳଗିରିକୁ ମେମୁ ଟ୍ରେନ। ପ୍ରଥମ ଥର ପାଇଁ ନୀଳଗିରିରୁ ଗଡ଼ିବ ମେମୁ ଟ୍ରେନ୍। ଟ୍ରେନ୍ ଚାଲିବା ନେଇ ସାଂସଦ ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଏହା ସହ ଜାନୁଆରୀ ମାସରେ ଅନେକ ନୂତନ ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି। ସେହି କ୍ରମରେ ୧୭ରେ ପରିକ୍ରମା ପ୍ରକଳ୍ପର…

ବିଦାୟ ନେଉଛି ୨୦୨୩; ମନେ ରହିବ ଶତାବ୍ଦୀର…

ଓଏଲ୍‌ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ୨୦୨୩ ମସିହା, ଆଉ ଆରମ୍ଭ ହେବାକୁ ଯାଉଛି ୨୦୨୪। ୨୦୨୩କୁ ବିଦାୟ ଦେବା ପୂର୍ବରୁ ମନେ ପଡେ କିଛି ଛାତି ଥରା ଘଟଣା, ଯାହାର କେବେ ପୁନରାବୃତ୍ତି ନେହେଉ ବାସ ଏତିକି କାମନା କରନ୍ତି ସମସ୍ତେ। ଏବେ ବି ମନେ ପଡେ ୨୦୨୩ ଜୁନ ୨ ତାରିଖର ଛାତି ଥରା ଖବର। ଶତାବ୍ଦୀର ସବୁଠାରୁ ବଡ଼…

ଖୁବଶୀଘ୍ର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ…

ଓଏଲ୍‌ ବ୍ୟୁରୋ: ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରାଯିବ। ପରିକ୍ରମା ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦିଆଯାଇଛି। ଭବ୍ୟ ଉତ୍ସବ ପାଇଁ ଜୋରସରରେ ଲାଗିଛି ମନ୍ଦିର ପ୍ରଶାସନ। ରାଜ୍ୟ ଓ ରାଜ୍ୟ ବାହାରୁ ୮୫୭ ଦେବସ୍ଥାନକୁ ଯିବ ନିମନ୍ତ୍ରଣ। ପ୍ରଥମ ପର୍ଯ୍ୟାୟ ନିମନ୍ତ୍ରଣ ଶେଷ ହୋଇଛି।…