Odisha Link
Bridging the Missing Links in Odisha

ଦିଲ୍ଲୀର ଏହି ପାଠାଗାରରେ ରହିଛି ଉର୍ଦ୍ଦୁ…

ନୂଆଦିଲ୍ଲୀ: ବିନା କୌଣସି ଆନୁଷ୍ଠାନିକ ସହଯୋଗରେ ସାମୁହିକ ଉଦ୍ୟମ ବଳରେ କିଭଳି ଏକ ସାଂସ୍କୃତିକ ସ୍ବପ୍ନ ସାକାର ହୁଏ, ତାହାର ଜ୍ବଳନ୍ତ ଉଦାହରଣ ପୁରୁଣା ଦିଲ୍ଲୀର ହଜରତ ଶାହ ଓ୍ବାଲିଉଲାଃ ସର୍ବସାଧାରଣ ପାଠାଗାର। ଏହି ପାଠାଗାରର ବିଶେଷତ୍ବ ହେଉଛି ଏଠାରେ ରହିଛି ଉର୍ଦ୍ଦୁ, ପାର୍ସୀ, ଆରବୀ, ଇଂରାଜୀ ଓ…

ରୋହିତଙ୍କ ଛକାରେ ଆହାତ ହୋଇଥିଲେ ଯୁବତୀ,…

ବର୍ମିଂହାମ୍: କ୍ରିକେଟ ମହାକୁମ୍ଭର ୪୦ ତମ ମ୍ୟାଚରେ ବାଂଲାଦେଶକୁ ୨୮ ରନରେ ହାରଇ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଶତକ ଏବଂ ବୁମରାଙ୍କ ଘାତକ ବୋଲିଂ ବଳରେ ସହଜରେ ଟିମ୍‌ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ରୋହିତ ୯୨ଟି ବଲରେ…

ସଡ଼କ ଦୁର୍ଘଟଣାରେ ଜଣେ ମୃତ ୨ଗୁରୁତର

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବରର ନନ୍ଦିକା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଆଜି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାଲା ଅଟୋକୁ ବସ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ…

ରାଜ୍ୟର ୫ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ଆଜି ରାଜ୍ୟର ୫ ଜିଲ୍ଲାରେ ବର୍ଷା ହେବା ସହିତ ଘଡ଼ଘଡ଼ ମାରିବ । ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୧ଟା ୩୦ ଯାଏ ଏହି ସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି- ବାଲେଶ୍ୱର,…

ଆସନ୍ତାକାଲି ବିଶ୍ବ ପ୍ରସିଦ୍ଧ…

ପୁରୀ : ଆସନ୍ତାକାଲି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆଜି ଉଭାଯାତ୍ରା, ଆଜ୍ଞାମାଳ ନୀତି ଅନୁଷ୍ଠିତ ହେବ । ପରମ୍ପରା ଅନୁସାରେ ରଥଖଳାରେ ପ୍ରସ୍ତୁତ ହୋଇ ରହିଥିବା ୩ ରଥକୁ ଆଜି ରଥ ଖଳାରୁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖ ଚକଡାକୁ ନିଆଯିବ । ରଥ…

ଆଜିଠାରୁ +୨ ନାମଲେଖା ଆରମ୍ଭ

ଭୁବନେଶ୍ବର : ଆଜିଠୁ +୨ ନାମ ଲେଖା ଆରମ୍ଭ ହେବ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଆଜିଠାରୁ କଳା, ବିଜ୍ଞାନ ଓ ବାଣିଜ୍ୟରେ ନାମ ଲେଖା ହେବ । ୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମ ଲେଖା ଚାଲିବ । ଏହାପରେ ଜୁଲାଇ ୧୨ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଏଥିପାଇଁ…

କ୍ରିକେଟ ବିଶ୍ବକପ୍: ସେମିରେ ଟିମ୍‌…

ବର୍ମିଂହାମ୍: କ୍ରିକେଟ ମହାକୁମ୍ଭ ୨୦୧୯ର ସେମିଫାଇନାଲରେ ପ୍ରବେଶ କଲା ଟିମ୍‌ ଇଣ୍ଡିଆ। ବିଶ୍ବକପର ୪୦ ତମ ମ୍ୟାଚରେ ବାଂଲାଦେଶ ଟିମ୍‌ ୨୮ ରନରେ ଟିମ୍‌ ଇଣ୍ଡିଆ ନିକଟରୁ ପରାସ୍ତ ହୋଇଛି। ଏହି ପରାଜୟ ଫଳରେ ବାଂଲାଦେଶର ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଛି। ଅପରପକ୍ଷେ ଭାରତ ୧୩ ପଏଣ୍ଟ ସହ ସେମିଫାଇନାଲରେ…

ଡାକ୍ତରଖାନାର ସମ୍ବେଦନଶୀଳ ୟୁନିଟ୍‌କୁ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନର୍ସଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ ପରେ କଡ଼ା ପଦକ୍ଷେପ ନେଲେ ସିଡିଏମ୍ଓ । ସମ୍ବେଦନଶୀଳ ୟୁନିଟକୁ ମୋବାଇଲ ସଂପୂର୍ଣ୍ଣ ବାରଣ କରାଯାଇଛି । SNCU, ICU, ଅପରେସନ ଗୃହ, ଲେବର୍ ରୁମ୍ ପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ମନା କରାଯାଇଛି ମୋବାଇଲ।…

ବର୍ଷାରେ ବୁଡିଲା ଟ୍ବିନ୍ ସିଟ୍

ଭୁବନେଶ୍ବର : ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବେହାଲ ଟ୍ବିନ ସିଟି । ରାତି ତମାମ ଭୁବନେଶ୍ବରରେ ଝିପଝିପ ବର୍ଷା ଲାଗି ରହିଥିବା ବେଳେ ଏବେବି ବର୍ଷା ହେଉଛି । ଫ୍ଲାଏ ଓଭରରୁ ଠାରୁ ଆରମ୍ଭ କରି ରାଜଧାନୀର ବିଭିନ୍ନ ଛକ, ବସ୍ତି ଓ ଖାଲୁଆ ରାସ୍ତାରେ ପାଣି ଜମି ରହିଛି । ବିଶେଷ କରି ଫୋନି ବାତ୍ୟା ପରେ ନିଜ ଘର…

ରଥଯାତ୍ରା ସମୟରେ ରଥକୁ କିଏ ରକ୍ଷା…

ପୁରୀ : ଆଉ ଦିନକ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର ପୁରୀ। ଆଜି ମହାପ୍ରଭୁ ନବଯୌବନ ଦର୍ଶନ ଦେଇ ପରଦିନ ଅର୍ଥାନ ଗୁରୁବାର ଦିନ ରଥରେ ବସି ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧା ମୂର୍ତ୍ତି। ଏଥିପାଇଁ ତିନିରଥର ନିର୍ମାଣ କାର୍ଯ୍ୟ ଶେଷ…