Odisha Link
Bridging the Missing Links in Odisha

+୩ ନାମଲେଖା ପାଇଁ ପ୍ରକାଶ ପାଇଲା…

ଭୁବନେଶ୍ୱର : ଚଳିତ ବର୍ଷ ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତଦନୁଯାୟୀ ଆସନ୍ତା ୨୪ ତାରିଖରୁ ଅନଲାଇନରେ ଆବେଦନ କରାଯିବାକୁ ଥିବାବେଳେ ଜୁଲାଇ ୮ ତାରିଖ ହେଉଛି ଆବେଦନର ଶେଷ ତାରିଖ । ଜୁଲାଇ ୧୮ରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବାକୁ ଥିବାବେଳେ ଅଗଷ୍ଟ ୫ରେ ଦ୍ୱିତୀୟ ମେରିଟ ଲିଷ୍ଟ…

କ୍ରିକେଟ ବିଶ୍ବକପ୍: ବର୍ଷା ଯୋଗୁ ବୀମା…

ଲଣ୍ଡନ: କ୍ରିକେଟ ବିଶ୍ବକପ୍‌ ୨୦୧୯ ପ୍ରାୟ ଅଧାଅଧି ହେବାକୁ ବସିଲାଣି। ଚଳିତ ବିଶ୍ୱକପ୍‌ରେ ଏକାଧିକ ମ୍ୟାଚ୍‌ ବର୍ଷା ଯୋଗୁ ଧୋଇ ହୋଇଯାଇଛି ଏକଥା ବି ସତ। ଏଥିପାଇଁ ବୀମା କମ୍ପାନୀ ଓ ପ୍ରସାରଣ ଦାୟିତ୍ୱରେ ଥିବା ଷ୍ଟାର ଇଣ୍ଡିଆକୁ ଶକ୍ତ ଝଟ୍‌କା ଲାଗିଛି। ଷ୍ଟାର ଇଣ୍ଡିଆ ମ୍ୟାଚ୍‌ ବେଳେ ପ୍ରସାରିତ ହେଉଥିବା…

ପୋଲିଓ ନେବାର ୧୦ ଘଣ୍ଟା ପରେ ଶିଶୁ…

ବାଲେଶ୍ବର : ପୋଲିଓ ନେବାର ମାତ୍ର ୧୦ ଘଣ୍ଟା ପରେ ଦେଢ ବର୍ଷ ଶିଶୁପୁତ୍ରର ମୁତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ବାଲେଶ୍ବର ଜିଲା ଖଇରା ଥାନାରେ ଏକ ମାମଲା ରୁଜୁ ହୋଇଛି। ମିଳିଥିବା ସୂଚନା ଅସୁସାରେ, ଖଇରା ଥାନା ରଇନ୍ତରା ଗ୍ରାମର ରତ୍ନାକର ଷଣ୍ଢଙ୍କ ସ୍ତ୍ରୀ ଜ୍ୟୋସ୍ନାରାଣୀ ଦେଢବର୍ଷର…

ମୋଟର ପାର୍ଟସ୍ ଗୋଦାମରେ ଲାଗିଲା ନିଆଁ

ବଡବିଲ : ମୋଟର ପାର୍ଟସ୍ ଗୋଦାମରେ ନିଆଁଲାଗି ଲକ୍ଷାଧିକ ଟଙ୍କାର ପାର୍ଟସ୍ ପୋଡ଼ି ପାଉଁଶ ହୋଇଯାଇଛି । ଯୋଡା ଥାନା କମାରଯୋଡାରେ ଥିବା ରାଜା ପାର୍ଟସ୍ ଗୋଦାମରେ ଗତକାଲି ରାତିରେ ଅଗ୍ନିକାଣ୍ଡ ହୋଇଥିଲା । ନିଆଁ ବ୍ୟାପିବାର ଦେଖି ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଦୁଇଟି ଦମକଳ ଗାଡି ଆସି ନିଆଁକୁ…

ସଂସଦର ଉଭୟ ଗୃହରେ ସମ୍ବୋଧନ କଲେ…

ନୂଆଦିଲ୍ଲୀ: ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି। ଏହାସହ ସେ କହିଛନ୍ତି ଯେ, ୨୦୧୯ ସାଧାରଣ ନିର୍ବାଚନରେ ଜନତା ସ୍ପଷ୍ଟ ବହୁମତ ଦେଇଛନ୍ତି। ଗତ ପାଞ୍ଚ ବର୍ଷରେ ନାଗରିକମାନେ ବୁଝି ସାରିଛନ୍ତି ଯେ ସରକାର ସେମାନଙ୍କ ପାଇଁ। ଏଥର ସାଧାରଣ…

୬ ଜୁଲାଇ ରୁ ଆରମ୍ଭ ହେବ ବିଜେପିର…

ଭୁବନେଶ୍ୱର : ବିଜେପିର ସାଂଗଠନିକ ପର୍ବ ଜୁଲାଇ ୬ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି । ସେହି ଦିନ ଠାରୁ ଦଳର ସଦସ୍ୟତା ଅଭିଯାନ ଆରମ୍ଭ ହେବ । ଏହା ପରେ ସଦସ୍ୟତା ଆଧାରରେ ଦଳର ପୁନର୍ବିନ୍ୟାସ ହେବା ସହ ନୂଆ ଦାୟିତ୍ୱ ବଣ୍ଟନ କରାଯିବ । ପ୍ରତି ବୁଥ ସ୍ତର ଠାରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ…

ଓଡିଶାକୁ ଛୁଇଁଲା ପ୍ରାକ୍ ମୌସୁମୀ ବର୍ଷା

ଭୁବନେଶ୍ୱର : ଆଜି ରାଜ୍ୟରେ ଆରମ୍ଭ ହୋଇଛି ପ୍ରାକ୍ ମୌସୁମୀ ବର୍ଷା । ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଆରମ୍ଭ ହୋଇଛି । ବିଶେଷ କରି ଉତ୍ତର-ପୂର୍ବ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜିଠାରୁ ବର୍ଷା ଆରମ୍ଭ ହୋଇଛି । ଏହି ଲଘୁଚାପ ଓଡିଶାରେ ମୌସୁମୀ…

ପୁରୀ ଯାଉଥିବା ବେଳେ ଅଘଟଣ, ବ୍ରିଜ୍‌ରୁ…

ପୁରୀ : ପୁରୀ ଅନ୍ତର୍ଗତ ମାଳତୀପାଟପୁର ଓଭରବ୍ରିଜରେ ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ହେଲେ ବିଶ୍ୱଜିତ୍ ବାରିକ ଓ ରୁଦ୍ର ପ୍ରତାପ ବାରିକ।ସେମାନଙ୍କ ଘର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ବୋଲି ଜଣାପଡ଼ିଛି। ଆହତ ରାକେଶ…

ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ହେବା ନେଇ…

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ରାହୁଲ ଗାନ୍ଧୀ। କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଯେମିତି ଇସ୍ତଫା ନ ଦିଅନ୍ତୁ , ସେଥିପାଇଁ ଦଳର ବଡ଼ ବଡ଼ ନେତାଙ୍କ ଠାରୁ ଆରମ୍ଭ କରି କାର୍ଯ୍ୟକର୍ତ୍ତା ତାଙ୍କୁ ରାଜି କରାଇବାରେ ଲାଗି…

ସରକାର ବଦଳାଇଲେ ନିଷ୍ପତ୍ତି :…

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆରମ୍ଭ ହୋଇଯାଇଛି ବର୍ଷା । ଫଳରେ ତାତିରୁ ତ୍ରାହି ମିଳିଛି । ଆଜି ସକାଳୁ ସକାଳୁ ଝିପିଝିପି ବର୍ଷା ଲାଗିରହିଛି । ପାଗ ବଦଳି ଯାଇଥିବାରୁ ସରକାର ପୂର୍ବ ନିଷ୍ପତି ବଦଳାଇ ଖରା ଛୁଟି ହ୍ରାସ କରିଛନ୍ତି । ପୂର୍ବରୁ ଜୁନ ୨୬ରେ ସ୍କୁଲ ଖୋଲିବ ବୋଲି ସରକାର ଘୋଷଣା…