Odisha Link
Bridging the Missing Links in Odisha

ଜେଇଙ୍କୁ ବସଉଠ ମାମଲା : ବିଧାୟକ ସରୋଜ…

କଟକ : କନିଷ୍ଠ ଯନ୍ତ୍ରୀଙ୍କୁ ବସଉଠ କରିବା ଘଟଣାରେ ପାଟଣାଗଡ ବିଧାୟକ ଘଟଣା ଦିନକୁ ଦିନ ତେଜିବାରେ ଲାଗିଛି । ଏହି ମାମଲାରେ ବିଧାୟକ ସରୋଜ ମେହେରଙ୍କ ଆଗୁଆ ଜାମିନ ଆବେଦନ ଉପରେ ଆଜି ହାଇକୋର୍ଟରେ ଶୁଣାଣି ହେବ । ସେପଟେ ଏହାକୁ ଖାରଜ କରିବା ପାଇଁ କନିଷ୍ଠ ଯନ୍ତ୍ରୀଙ୍କ ପରିବାର ହାଇକୋର୍ଟଙ୍କ ଦ୍ବାରସ୍ଥ…

ନବୀନ ନିବାସ ସାମ୍ମାନାରେ ଧାରଣାରେ ବସିଲେ…

ଭୁବନେଶ୍ୱର: ନ୍ୟାୟପାଇଁ ଧାରଣାରେ ବସିଲେ ମହିଳା ସମ୍ବାଦିକା । କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଅଭିଯୋଗ ଆଣିଥିବା କଟକର ସସ୍ମିତା ଆଚାର୍ଯ୍ୟ ନ୍ୟାୟ ଦାବି କରି ଆଜି ସକାଳେ ନବୀନ ନିବାସ ସାମ୍ମାନରେ ଧାରଣା ଦେଇଥିଲେ। ସେଠାରୁ ପୁଲିସ୍‌ ତାଙ୍କୁ ଉଠାଇ ନେଇଛି। ଏହି ଘଟଣା ସମ୍ପର୍କରେ…

ଓଡ଼ିଶା କଲ୍‌ଚରାଲ୍‌ ସର୍କଲ ଅଧ୍ୟକ୍ଷ ହେଲେ…

ଭୁବନେଶ୍ବର: ହାରୋର ଅଧ୍ୟକ୍ଷ ତଥା ସ୍ବସ୍ତି ଗ୍ରୁପ୍‌ ସିଏମ୍‌ଡି ଜେକେ ମହାନ୍ତି ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା କଲ୍‌ଚରାଲ୍‌ ସର୍କଲ(ଓସିସି)ର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ୨୦୧୪ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନର ପ୍ରଥମ ଅଧ୍ୟକ୍ଷ ଭାବେ ସ୍ବର୍ଗତ ଅମୀୟ ପଟ୍ଟନାୟକ ଦାୟିତ୍ବ…

ଘର କାନ୍ଥରୁ ୪୫ ନାଗ ଛୁଆ ଉଦ୍ଧାର

ଭଦ୍ରକ : ଭଦ୍ରକ ଗ୍ରମାଞ୍ଚଳ ଥାନା ହାତୀ ସାହିରେ ଦେଖାଦେଇଛି ଏମିତି ସାପ ଆତଙ୍କ । ଦୁଇ ନାଗୁଣୀଙ୍କ ସହ ୪୫ ନାଗ ଛୁଆ ଉଦ୍ଧାର ହୋଇଛନ୍ତି । ହାତୀ ସାହିର ସୁରେଶ ରାଉତଙ୍କ ଘର କାନ୍ଥରେ ଏହି ସାପ ବହୁ ଦିନରୁ ରହିଥିଲେ । ଘରେ ତାଙ୍କ ଝିଅ ଶୋଇଥିବା ବେଳେ ଗୋଟିଏ ସାପ ଗୋଡ ଉପରେ ଚାଲିଯାଇଥିଲା । ଫଳରେ ଘରେ…

ରାସ୍ତା କଡରୁ କ୍ଷତବିକ୍ଷତ ମୃତଦେହ…

ଟିଟିଲାଗଡ : ରାସ୍ତା କଡରୁ ଜଣେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ବାଗଦେର ଗାଁ ରାସ୍ତା କଡରୁ ମିଳିଛି ମୃତଦେହ । ମୃତକ ହେଲେ ଘଟବାହାଲିର ରାଜେନ୍ଦ୍ର ଛତର । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ସୂଚନା ଅନୁସାରେ, ଟିଟିଲାଗଡ ଜିଲ୍ଲା ବାଗଦେର ଗାଁ ନିକଟ ରାସ୍ତା କଡରେ ଜଣେ…

ଏମ୍‌ବିବିଏସ୍ ଓ ବିଡିଏସ୍ ପାଇଁ ଅନଲାଇନ୍…

ଭୁବନେଶ୍ୱର : ଆଜିଠୁ NEETରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଅନଲାଇନ୍ ପଞ୍ଜିକରଣ ପାରିବେ । ଏମ୍‌ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଅନ୍‌ଲାଇନ୍ ପଞ୍ଜିକରଣ ୨୫ ଜୁନ୍‌ ପର୍ଯ୍ୟନ୍ତ ଚାଲିବ। ୨୬ ଜୁନରେ ପଞ୍ଜିକରଣ କରିଥିବା ଛାତ୍ରଛାତ୍ରୀଙ୍କ ତାଲିକା…

୧୧ଟି ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ରାଜ୍ୟର ଆଜି ୧୧ଜିଲ୍ଲାରେ ଧୂଳିଝଡ଼ ହେବାର ସମ୍ଭାବନା ରହିଛି। ଏହାସହ ଘଡ଼ଘଡ଼ି ମାରିବ। ହାଲ୍‌କା ବର୍ଷା ମଧ୍ୟ ହେବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୨ଟା ୩୦ ଯାଏ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।…

୧୨୦ ବାଟାଲିୟାନରେ ଶହୀଦଙ୍କୁ ଦିଆଗଲା…

ଭୁବନେଶ୍ବର: ବିଳମ୍ବିତ ରାତିରେ ଓଡ଼ିଶାରେ ପହଞ୍ଚିଲା ଶହୀଦ ଯବାନ ଅଜିତ ସାହୁଙ୍କ ମରଶରୀର। ଶହୀଦ ଯବାନଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ୧୨୦ ବାଟାଲିୟାନକୁ ନିଆଯାଇଥିଲା। ସେଠାରେ ଶହୀଦଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମନ୍ତ୍ରୀ ରଣେନ୍ଦ୍ର…

ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ

ଭୁବନେ‌ଶ୍ବର: ନବୀନଙ୍କ ପଞ୍ଚମ ପାଳିର ପ୍ରଥମ ମନ୍ତ୍ରୀ ପରିଷଦ ବୈଠକ ଆଜି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ରାଜ୍ୟ ମନ୍ତ୍ରୀ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଅପରାହ୍ନ ୫ଟା ୪୫ମିନିଟରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି।…

ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଭୂକମ୍ପ…

ଭୁବନେଶ୍ବର: ସାରା ବିଶ୍ବରେ ସବୁଦିନ କିଛି ନା କିଛି ଜାଗାରେ ଭୂକମ୍ପ ଝଟକା ଲାଗିବାର ଖବର ଆସୁଛି। ଏଥିରୁ ମଧ୍ୟ ବାଦ ପଡ଼ିନାହିଁ ଓଡ଼ିଶା। ପଶ୍ଚିମ ଓଡ଼ିଶାର କିଛି ଜାଗାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସମ୍ବଲପୁର, ଝାରସୁଗୁଡ଼ା, କୁଚିଣ୍ଡା ଓ ବଣାଇରେ କିଛି ସେକେଣ୍ଡ ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲା।…