Odisha Link
Bridging the Missing Links in Odisha

ଆଜି ଶ୍ରୀଜିଉଙ୍କର ଘଣାଲାଗି ଓ ଖଳି ବିଜେ…

ପୁରୀ: ଆଜି ତ୍ରୟୋଦଶୀରେ ଶ୍ରୀଜିଉଙ୍କର ଘଣାଲାଗି ଏବଂ ଖଳି ବିଜେ ନୀତି ଅନୁଷ୍ଠିତ ହେବ। ଆଜିଠାରୁ ଦତ୍ତ ମହାପାତ୍ର ସେବକମାନେ ଅଣସର ଘରେ ବନକଲାଗି ପ୍ରକ୍ରିୟା ଆରମ୍ଭ କରିବେ। ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଏବଂ ତା’ପରଦିନ ଉଭା ଅମାବାସ୍ୟା ହୋଇଥିବାରୁ ଏହି ଅବସରରେ ଶ୍ରୀମନ୍ଦିରରେ ପ୍ରବଳ…

ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ

ବାଲେଶ୍ଵର : ପଶ୍ଚିମବଙ୍ଗରୁ ରୋଗୀ ନେଇ ଆସୁଥିବା ଏକ ଆମ୍ବୁଲାନ୍ସ ସହିତ ଟ୍ରକ ସାମ୍ନା ପଟରୁ ଧକ୍କା ହେବାରୁ ଆମ୍ବୁଲାନ୍ସରେ ଥିବା ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା…

ବର୍ଷାରେ ବେହାଲ ବମ୍ବେ

ମୁମ୍ୱାଇ: ବର୍ଷାରେ ମାୟାନଗରୀ ମୁମ୍ବାଇ ବେହାଲ। ବର୍ଷାରେ ଉବୁଟୁବୁ ହୋଇଛି ମୁମ୍ବାଇ ସହର। ଅପରାହ୍ନ ଯାଏ ଆହୁରି ବର୍ଷିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି। ଏଥି ସହିତ ପ୍ରବଳ ବର୍ଷା କାରଣରୁ ଜନ ଜୀବନ ପ୍ରଭାବିତ ହୋଇଛି। ରାସ୍ତାରେ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ଅନେକ ଟ୍ରେନ୍‌ ଲାଇନରେ…

ରଡ଼ ବୋଝେଇ ଟ୍ରଲରକୁ ଧକ୍କା ଦେଲା ଟ୍ରକ

ଯାଜପୁର : ଯାଜପୁର ଜିଲ୍ଲା ବଡଚଣା ଥାନା ବନ୍ଦାଳ ନିକଟ ୧୬ ନମ୍ବର ଜାତୀୟ ରାଜପଥ ହାଟକରନ୍ଦା ନିକଟରେ ଏକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ସକାଳୁ ୫ଟା ସମୟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ରଡ଼ ବୋଝେଇ ଟ୍ରଲରକୁ ପଛରୁ ଏକ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ…

ଆଜି ପ୍ରକାଶ ପାଇବ MBBS ଓ BDS ମେରିଟ୍…

ଭୁବନେଶ୍ୱର : ମେଡିକାଲ୍ ପାଠ୍ୟକ୍ରମର ଏମ୍‌ବିବିଏସ୍ ଓ ବିଡିଏସ୍ ପାଇଁ ଆଜି ଷ୍ଟେଟ୍ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଏହାପରେ ଆଜି ଓ ଆସନ୍ତାକାଲି ଛାତ୍ରଛାତ୍ରୀମାନେ ଚଏସ୍ ଫିଲିଙ୍ଗ ଓ ଲକିଙ୍ଗ କରିପାରିବେ । ପ୍ରଥମ ପର୍ଯ୍ୟାୟ ମେଡିକାଲ୍ ସିଟ୍ ଆଲଟ୍‌ମେଣ୍ଟ ଜୁଲାଇ ୪ ତାରିଖରେ ପ୍ରକାଶ ପାଇବ ।…

୨୦୦ ପଏଣ୍ଟ ଉପରେ ସେନ୍‌ସେକ୍ସ

ମୁମ୍ବାଇ: ଜାପାନର ଓସାକା ସହରରେ ଅନୁଷ୍ଠିତ ହୋଇଥିଲା ଜି-୨୦ ଶିଖର ସମ୍ମିଳନୀ। ତେବେ ଜି-୨୦ ଶିଖର ସମ୍ମିଳନୀର ପ୍ରଭାବ ଭାରତୀୟ ଶେୟାର ବଜାର ଉପରେ ପଡିଛି। ଜି-୨୦ ବୈଠକ ପ୍ରଭାବରେ ସେନସେକ୍ସ ୨୦୦ ପଏଣ୍ଟ ଉପରେ ରହିଛି। ୨୪୯.୫୭ ପଏଣ୍ଟ ଉପରକୁ ଉଠି ସେନସେକ୍ସ ୩୯୬୪୪.୨୧ ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ…

ଘାଟିରୁ ଖସିଲା ମିନି ବସ୍: ୩୩ ମୃତ, ୨୨…

ଶ୍ରୀନଗର: ଜମ୍ମୁ-କାଶ୍ମୀରର କିସ୍ତୱାଡାରେ ଆଜି ଏକ ବଡ ଧରଣର ସଡକ ଦୁର୍ଘଟଣା ହୋଇଛି। କେଶୱାନ ଅଞ୍ଚଳରେ ଏକ ଯାତ୍ରୀବାହୀ ମିନିବସ୍ ଭାରସାମ୍ୟ ହରାଇ ଘାଟିରୁ ଖସିପଡିଛି। ଏହି ଦୁର୍ଘଟଣାରେ ୩୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୨ଜଣ ଗୁରୁତର ଆହାତ ହୋଇଛନ୍ତି। ତେବେ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି…

ଭୁବନେଶ୍ୱର ଆସିଲେ ପାଟଣାଗଡ଼ ବିଧାୟକ, ଆଜି…

ଭୁବନେଶ୍ବର: ଜେଇଙ୍କୁ ଉଠ୍‌ବସ୍ କରିବା ଘଟଣାରେ ଗିରଫ ହୋଇଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣି ଆଜି ହେବ। ଭୁବନେଶ୍ୱର ଆଡିସନାଲ୍‌ ଡିଷ୍ଟ୍ରିକ୍ଟ ଆଣ୍ଡ୍‌ ସେସନ୍ସ କୋର୍ଟରେ ଏହି ଶୁଣାଣି ହେବ ବୋଲି ସୂଚନା ରହିଛି। ଏଥିପାଇଁ ଗତକାଲି ରାତିରେ ପାଟଣାଗଡ଼ ଡାକ୍ତରଖାନାରୁ…

ନୂଆ ଜର୍ସି କାରଣରୁ ଟିମ୍‌ ଇଣ୍ଡିଆ…

ଶ୍ରୀନଗର: ଗତକାଲି କ୍ରିକେଟ ବିଶ୍ବକପ୍‌ ୨୦୧୯ର ୩୮ ତମ ମ୍ୟାଚରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ଠାରୁ ପରାଜିତ ହୋଇଛି। ଏହି ମ୍ୟାଚରେ ଇଂଲଣ୍ଡର ୩୩୭ ରନର ପିଛା କରି ଟିମ୍ ଇଣ୍ଡିଆ ୩୧ ରନରେ ପରାଜୟ ବରଣ କଲା ।ତେବେ ଭାରତର ଏହି ପରାଜୟ ପରେ ଏବେ ଚାରିଆଡ଼େ ଆଲୋଚନା ଏବଂ ସମାଲୋଚନା ଦେଖିବାକୁ ମିଳିଛି।…

ଅଣ୍ଟିଏ ଭୋକର ଗୀତ

ଜୟଦ୍ରଥ ସୁନାଙ୍କ କବିତା ଅଣ୍ଟିଏ ଭୋକର ଗୀତ ସ୍ବପ୍ନର ପଥରେ ଚାଲି ହୁଏନିରେ ବୁିମାନେ ଆଶାର ଦିଶାରେ ବଞ୍ଚି ହୁଏନିରେ ନୁନାମାନେ ଆସ, ମହୁଲ ବେଟିଯିବା ପତର ତୋଳିଯିବା ଇଏ ଆମର ଅନ୍ଧାର ଅର୍ଗଳିର ଅପନ୍ତରା ଭାଗ୍ୟ ହେଇ ଦେଖ, ଈଶ୍ବର ଖଞ୍ଜିଲେ ତାଙ୍କ ହାତରେ ପୋଥି ଅନ୍ୟ ହାତରେ ଖଣ୍ଡା କାହା…