Odisha Link
Bridging the Missing Links in Odisha

ଗଣତି ଜାରି: ଅରୁଣ ୧୨୦୦୦ ଭୋଟ ଆଗରେ,…

ଭୁବନେଶ୍ବର: ସାରା ରାଜ୍ୟରେ ୬୩ଟି କେନ୍ଦ୍ରରେ ଭୋଯ ଗଣତତି ଚାଲୁ ରହିଛି। ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଓ ବିଜୁ ଜନତା ଦଳର ନୟାଗଡ଼ ବିଧାୟକ ପ୍ରାର୍ଥୀ ଅରୁଣ କୁମାର ସାହୁ ଆଗୁଆ ଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବ୍ରହ୍ମଗିରି ପ୍ରାର୍ଥୀ ସଂଜୟ କୁମାର ଦାସବର୍ମା ପଛରେ ପଡ଼ିଛନ୍ତି। ଅରୁଣ…

ନାମ ଆଗରୁ ଚୌକିଦାର କାଟିଲେ ନରେନ୍ଦ୍ର…

ନୂଆଦିଲ୍ଲୀ: ବିଜେପି ପୂର୍ଣ୍ଣ ବହୁମତ ସହ ୨୦୧୯ ଲୋକସଭା ନିର୍ବାଚନରେ ବିଜୟ ଲାଭ କରିବାକୁ ଯାଉତିବା ବେଳେ ଆଜି ନିଜ ନାମ ଆଗରୁ ଚୌକିଦାର ଶବ୍ଦ ହଟାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟ୍ବିଟର ସମେତ ଅନ୍ୟ ସୋସିଆଲ ମିଡିଆରେ ସେ ପୁନର୍ବାର ତାଙ୍କ ନାମ କେବଳ 'ନରେନ୍ଦ୍ର ମୋଦି' ହିଁ…

ମୋଦିଙ୍କ ସହ ଫୋନରେ କଥାହେଲେ ନବୀନ

ଭୁବନେଶ୍ବର: ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସଭାରେ ଭାରତୀୟ ଜନତା ପାର୍ଟି ୯ବିଜେପି)ର ବିପୁଳ ବିଜୟ ପାଇଁ ମୋଦିଙ୍କୁ ନବୀନ ଶୁଭେଚ୍ଛା ଜଣାଇଥିବା ବେଳେ ଅନୁରୂପ ଭାବେ ରାଜ୍ୟରେ ବିଜୁ ଜନତା ଦଳ (ବିଜେଡି)ର ବିଜୟ ପାଇଁ…

ଚମ୍ପୁଆ, ଭଞ୍ଜନଗର, ଆସ୍କା, ବଡ଼ଚଣା ଓ…

ଭୁବନେଶ୍ବର: ସଂଧ୍ୟା ୫ଟା ୩୦ ସୁଦ୍ଧା ରାଜ୍ୟରେ ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ୫ଟି ଆସନରେ ବିଜୟୀ ହୋଇଥିବା ବେଳେ ଆଉ ୧୦୫ଟି ଆସନରେ ଆଗୁଆ ଅଛନ୍ତି। ଚମ୍ପୁଆରେ ପ୍ରଥମ ଥର ପାଇଁ ବିଜେଡି ବିଜୟଲାଭ କରିଛି। ଦଳର ପ୍ରାର୍ଥୀ ମୀନାକ୍ଷୀ ମହାନ୍ତି ବିଜୟୀ ହୋଇଥିବା ବେଳେ ଭଞ୍ଜନଗର ବିଧାନସଭା ଆସନରେ…

ଓଡ଼ିଶା: ବିଜେଡି ୧୦୭ ବିଧାନସଭା ଓ ବିଜେପି…

ଭୁବନେଶ୍ବର: ଅପରାହ୍ଣ ୪ଟା ୩୦ ସୁଦ୍ଧା ବିଜୁ ଜନତା ଦଳ (ବିଜେଡି) ୧୦୭ ବିଧାନ ସଭା ଆସନରେ ଆଗୁଆ ଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ୨୪ ଆସନରେ ଆଗୁଆ ଅଛନ୍ତି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କଂଗ୍ରେସ ୧୩ ବିଧାନସଭା ଆସନରେ ଆଗୁଆ ଥିବା ବେଳେ…

ଅମିତ ଶାହା ୫ ଲକ୍ଷ ଓ ନରେନ୍ଦ୍ର ମୋଦି ୪…

ନୂଆଦିଲ୍ଲୀ: ନିର୍ବାଚନ କମିସନ୍‌ଙ୍କ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଆସନରେ ୪ ଲକ୍ଷ ଭୋଟ୍‌ରେ ଆଗୁଆ ରହିଛନ୍ତି। ତାଙ୍କ ବିପକ୍ଷରେ ଲଢୁଛନ୍ତି କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ। ଗାନ୍ଧୀନଗର ଆସନରୁ ବିଜେପି ଅଧ୍ୟକ୍ଷ ଅମିତ ଶାହ କଂଗ୍ରେସ ପ୍ରାର୍ଥୀ ସିଜେ ଚବଡ଼ାଙ୍କ ଠାରୁ ୫…

ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ…

ଭୁବନେଶ୍ବର: ରାଜ୍ୟର ୬୩ଟି ଆସନରେ ଏବେ ଭୋଟଗଣତି ଜାରି ରହିଥିବା ବେଳେ ୧୧୦ ଆସନରେ ବିଜୁ ଜନତା ଦଳ ଆଗୁଆ ଥିବା ବେଳେ ଦଳ ରାଜ୍ୟ ବିଧାନସଭା ପୂର୍ଣ୍ଣ ବହୁମତ ପାଇବା ଏକ ପ୍ରକାର ନିଶ୍ଚିତ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବେଳେ…

୯୬ ଆସନରେ ଆଗରେ ବିଜେଡି, କଂଗ୍ରେସକୁ…

ଭୁବନେଶ୍ବର: ରାଜ୍ୟର ୬୩ଟି କେନ୍ଦ୍ରରେ କଡ଼ା ନିରାପତ୍ତା ବଳୟ ମଧ୍ୟରେ ଚାଲିଛି ଭୋଟଗଣତି। ରାଜ୍ୟରେ ୧୪୭ ବିଧାନସଭା ଆସନରୁ ୧୪୬ଟିରେ ମତଦାନ ହୋଇଥିବା ବେଳେ ଦିନ ୧୨ଟା ସୁଦ୍ଧା ୯୬ଟି ବିଧାନସଭା କ୍ଷେତ୍ରରେ ବିଜେଡି ଆଗୁଆ ରହିଛି। ଅନ୍ୟପଟେ ୨୯ଟି ଆସନରେ ବିଜେପି ଓ ୧୩ଟି ଆସନରେ କଂଗ୍ରେସ ଆଗୁଆ ଥିବା…

ଓଡ଼ିଶା ବିଧାନସଭା ସର୍ଭେ: ବିଜେଡ଼ି ୮୫,…

ଭୁବନେଶ୍ବର: ଓଡ଼ିଶାର ପ୍ରମୁଖ ଖବରକାଗଜ ସମ୍ବାଦ ଓ ଟିଭି ଚ୍ୟାନେଲ କନକ ନ୍ୟୁଜ୍‌ ପକ୍ଷରୁ ହୋଇଥିବା ବାହୁଡ଼ା ମତ ଅନୁସାରେ ବିଧାନସଭାରେ ବିଜୁ ଜନତା ଦଳ (ବିଜେଡି) ୮୫ ଆସନରେ ବିଜୟ ଲାଭ କରିବ ବୋଲି ଅନୁମାନ କରାଯାଇଛି। ବିଧାନସଭାରେ ସରକାର ଗଢ଼ିବା ଲାଗି ୭୪ କୁହୁକ ସଂଖ୍ୟା ହୋଇଥିବା ବେଳେ ବିଜେଡି ପଞ୍ଚମ ଥର…

ଏକଜିଟ ପୋଲ୍: କେନ୍ଦ୍ରରେ ପୁଣି ମୋଦି,…

ଭୁବନେଶ୍ବର: ଆଜି ୭ମ ପର୍ଯ୍ୟାୟ ମତଦାନ ଶେଷ ହେବା ସହ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତରେ ୨୦୧୯ ନିର୍ବାଚନରେ ପୂର୍ଣ୍ଣଛେଦ ପଡ଼ିଛି। ଏବେ ସମସ୍ତଙ୍କ ଅପେକ୍ଷା ଆସନ୍ତା ୨୩ ତାରିଖକୁ। ୨୩ରେ ହେବାକୁ ଥିବା ଭୋଟ ଗଣତି ପୂର୍ବରୁ ଆଜି ବିଭିନ୍ନ ସଂସ୍ଥା ନିଜ ନିଜର ବୁଥ-ବାହୁଡ଼ା ମତ ବା ଏକଜିତ ପୋଲ ପ୍ରକାଶ…