Odisha Link
Bridging the Missing Links in Odisha
Browsing Category

କ୍ରୀଡ଼ା

୬ ବର୍ଷ ପରେ ସେଞ୍ଚୁରିଅନରେ ଖେଳିବ ଭାରତ,…

ଓଏଲ୍‌ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ୩ୟ ମୁକାବିଲା ଆଜି ସେଞ୍ଚୁରିଅନରେ ଖେଳାଯିବ। ସୁପରସ୍ପୋର୍ଟ ପାର୍କ ଷାଡିୟମ୍‌ରେ ଭାରତୀୟ ସମୟ ରାତି ୮ଟା ୩୦ରେ ଖେଳାଯିବ ଏହି ମୁକାବିଲା। ସବୁଠୁ ବଡ଼କଥା ହେଲା ଭାରତୀୟ ଦଳ ୬ ବର୍ଷ ପରେ ସେଞ୍ଚରିଆନରେ ଖେଳିବ। ଶେଷଥର ପାଇଁ ୨୦୧୮ ମସିହାରେ ଖେଳିଥିଲା…

ରଣଜୀ ଟ୍ରଫି: ଆଜିଠୁ ବାରବାଟୀରେ…

ଓଏଲ୍‌ ବ୍ୟୁରୋ: ଚଳିତ ରଣଜୀ ସିଜିନରେ ବିଜୟର ସ୍ବାଦ ଚାଖିନଥିବା ଓଡ଼ିଶା କ୍ରିକେଟ ଦଳ ଆଜି ମହାରାଷ୍ଟ୍ର ବିପକ୍ଷରେ ଓହ୍ଲାଇବ। ୪ଟି ମ୍ୟାଚ୍‌ ଖେଳି ମାତ୍ର ୪ ପଏଣ୍ଟ ପାଇଥିବା ଓଡ଼ିଶା ଦଳ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ମହାରାଷ୍ଟ୍ର ବିପକ୍ଷରେ ବାରବାଟୀ ଷ୍ଟାଡିୟମ୍‌ରୁ ଓଡ଼ିଶା ଅନ୍ୟୂନ ୩ ପଏଣ୍ଟ୍…

ଗୌତମ କହିଲେ ଟିମ୍‌ ଇଣ୍ଡିଆର…

ଓଏଲ୍‌ ବ୍ୟୁରୋ: ନ୍ୟୁଜିଲାଣ୍ଡଠୁ ଟେଷ୍ଟ ସିରିଜ ହାରିବା ପରେ ସମାଲୋଚନାର ଶିକାର ହୋଇଥିଲେ ଟିମ୍‌ ଇଣ୍ଡିଆ ଖେଳାଳି ଓ କୋଚ୍‌ ଗୌତମ ଗମ୍ଭୀର। ଏବେ ଅଷ୍ଟ୍ରେଲିଆ ଗସ୍ତରେ ଯିବ ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭସ୍କର ଟ୍ରଫି ପୂର୍ବରୁ ଟିମ୍‌ ଇଣ୍ଡିଆର ହେଡ୍‌ କୋଚ ଗୌତମ ଗମ୍ଭୀର ସାମ୍ବାଦିକ…

ଆଇପିଏଲ୍‌ ମେଗା ନିଲାମ: ତାଲିକାରେ ୧୫୭୪…

ଓଏଲ୍‌ ବ୍ୟୁରୋ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୮ତମ ସଂସ୍କରଣ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି। ୨୦୨୫ ଆଇପିଏଲ୍‌ ମେଗା ନିଲାମ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଘୋଷଣା କରି କହିଛି ଯେ ନଭେମ୍ବର ୨୪ ଓ ୨୫ ଦୁଇ ଦିନ ମେଗା ନିଲାମ ପ୍ରକ୍ରିୟା ଜାରି ରହିବ। ସାଉଦି…

୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ କଲା…

ଓଏଲ୍‌ ବ୍ୟୁରୋ: ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଖେଳ ଆୟୋଜନ ପାଇଁ ଆଉ ପାଦେ ଆଗେଇଲା ଭାରତ। ୨୦୩୬ ଅଲିମ୍ପିକ୍ସ ଗେମ୍ସ ଆୟୋଜନ ପାଇଁ ନିଜ ଦାବି ଉପସ୍ଥାପନା କରିଛି ଭାରତ। ୨୦୩୬ ମସିହାରେ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଖେଳ ଆୟୋଜନ କରିବାକୁ ଆଇଓଏ ଆନୁଷ୍ଠାନିକ ଭାବେ ଭାରତର ଆଗ୍ରହ ପ୍ରକାଶ କରିଥିବା…

ବିରାଟଙ୍କ ବ୍ୟାଟ୍‌ ଲେଖେ…

ଓଏଲ୍‌ ବ୍ୟୁରୋ: ବିଶ୍ବ କ୍ରିକେଟର ବାଦଶାହ, ଟିମ୍‌ ଇଣ୍ଡିଆର ସଙ୍କଟମୋଚକ। କିଏ କିଏ ତାଙ୍କୁ କମ୍‌ବ୍ୟାକ୍‌ କିଙ୍ଗ୍‌ ମଧ୍ୟ କୁହନ୍ତି। ସେ ଆଉ କେହି ନୁହନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ତଥା ବିଶ୍ବ କ୍ରିକେଟରେ ରନ୍‌ ମେସିନ୍‌ ଭାବେ ପରିଚିତ ବିରାଟ କୋହଲି। ଆଜି ୩୬ ବର୍ଷରେ ପାଦ ଥାପିଛନ୍ତି ବିରାଟ…

ପୁରୀ ବେଳାଭୂମିରେ କ୍ରିକେଟର୍ କୋହଲିଙ୍କୁ…

ଓଏଲ୍‌ ବ୍ୟୁରୋ: ଆଜି ଲିଜେଣ୍ଡ କ୍ରିକେଟର୍ ବିରାଟ କୋହଲିଙ୍କ ଜନ୍ମଦିନ। ବିଶ୍ବ କ୍ରିକେଟର ସଫଳ କ୍ରିକେଟରଙ୍କ ମଧ୍ୟରେ ଆଗ ଧାଡିରେ ବିରାଟ କୋହଲି। କିଏ ତାଙ୍କୁ କିଙ୍ଗ କୋହଲି କୁହେ ତ ଆଉ କିଏ ରନ୍‌ ମେସିନ, ଭାରତୀୟ କ୍ରିକେଟ ଜଗତର ବାଦଶାହ, ଆଗାମୀ ପିଢି ପାଇଁ ପ୍ରେରଣା, ବିପଦ ସମୟର ରକ୍ଷକ ବୋଲି କହିଲେ…

ନ୍ୟୁଜିଲାଣ୍ଡ ରଚିଲା ଇତିହାସ, ୨୪ ବର୍ଷ…

ଓଏଲ୍‌ ବ୍ୟୁରୋ: ମୁମ୍ବାଇ ଟେଷ୍ଟରେ ବି ଟିମ୍‌ ଇଣ୍ଡିଆର ଶୋଚନୀୟ ପରାଜୟ। ସମାନ ଭୁଲ୍‌କୁ ଦୋହରାଇବା ସହିତ ମୁମ୍ବାଇ ଟେଷ୍ଟ ହାରିଛି ଭାରତ। ପୁଣିଥରେ ଭାରତୀୟ ବ୍ୟାଟର ନିରାଶ କରିଛନ୍ତି। ନ୍ୟୁଜିଲାଣ୍ଡ ଦଳ ଭାରତ ମାଟିରେ ଭାରତକୁ ହ୍ବାଇଟ୍‌ଓ୍ବାସ୍‌ କରିଛି। ୨୪ ବର୍ଷ ପରେ ଭାରତୀୟ ଦଳ ଭାରତରେ ଟେଷ୍ଟ ସିରିଜ…

ଭାରତୀୟ ଖେଳାଳିଙ୍କୁ ନର୍ଭସ ୯୦ ଭୟ,…

ଓଏଲ୍‌ ବ୍ୟୁରୋ: ମୁମ୍ବାଇ ଟେଷ୍ଟରେ ଟିମ୍‌ ଇଣ୍ଡିଆ ପାଇଁ ସଙ୍କଟମୋଚକ ସାଜିଛନ୍ତି ଶୁଭମନ ଗିଲ୍‌। ମାତ୍ର ୮୪ ରନ୍‌ରେ ୪ଟି ଓ୍ବିକେଟ ହରାଇ ସଙ୍କଟରେ ପଡ଼ିଥିଲା ଭାରତ। ଗିଲ୍‌ ଓ ପନ୍ତଙ୍କ ଯୁଗଳବନ୍ଦୀ ଭାରତୀୟ ଦଳ ପାଇଁ ସଙ୍କଟମୋଚକ ଇନିଂସ୍‌ ଖେଳିଥିଲେ। ହେଲେ ଗିଲ୍‌ ନିଜର ଶତକ ପୁରା କରିବାରେ ବିଫଳ…

ଟିମ୍‌ ଇଣ୍ଡିଆ ବ୍ୟାଟରଙ୍କୁ ଲାଗିଛି କି…

ଓଏଲ୍‌ ବ୍ୟୁରୋ: ମୁମ୍ବାଇରେ ଖେଳାଯାଉଛି ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜର ଅନ୍ତିମ ବା ତୃତୀୟ ଟେଷ୍ଟ ମ୍ୟାଚ୍। ବାଂଲାଦେଶ ବିପକ୍ଷ ସିରିଜ ସହଜରେ ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ହାରିଛି ଭାରତ। ଏବେ ତୃତୀୟ ଟେଷ୍ଟ ମ୍ୟାଚ ଉପରେ ଦୁଇ ଦଳର ନଜର ରହିଛି। ନ୍ୟୁଜିଲାଣ୍ଡ କ୍ଲିନ୍‌ ସୁଇପ୍‌…