Odisha Link
Bridging the Missing Links in Odisha
Browsing Tag

ଗୁଜରାଟ

ଇସ୍ତଫା ଦେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ: ଇସ୍ତଫା ଦେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ। ଆଜି ଦ୍ୱିପହରରେ ରୁପାଣୀ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି। ଇସ୍ତଫା ପତ୍ର ଦେବା ପରେ ରୁପାଣୀ ବିଜେପି ନେତୃତ୍ୱକୁ ଧନ୍ୟବାଦ ଜଣାଇଛନ୍ତି। ସେ ପାଞ୍ଚ ବର୍ଷ ଧରି ବିଜେପିର ମୁଖ୍ୟମନ୍ତ୍ରୀ ଥିଲେ। ଇସ୍ତଫା ଦେଇଥିଲେ…

୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼ିବ…

ଅହମଦାବାଦ: ଗୁଜରାଟରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏବେଠୁ ରାଜନୈତିକ ମହୋଲ ଚଳଚଞ୍ଚଳ। ଏହାରି ମଧ୍ୟରେ ଆଜି ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ, ଆପ୍ ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼ିବ। ସୋମବାର ଦିନ କେଜ୍ରିୱାଲ ଗୁଜରାଟ ଗସ୍ତରେ…

ଗୁଜରାଟ: ୧୫୦ କୋଟି ଟଙ୍କାର ହେରୋଇନ୍‌…

ଅହମ୍ମଦାବାଦ: ଆରବ ସାଗରରେ ଗୁଜରାଟ ଉପକୂଳକୁ ଆସୁଥିବା ଏକ ଡଙ୍ଗାରୁ ୧୫୦ କୋଟି ଟଙ୍କାର ହେରୋଇନ୍‌ ଜବତ ହୋଇତିବା ବେଳେ ଏଥିରେ ଯାତ୍ରା କରୁଥିବା ୮ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିଛି ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍‌ (ଏଟିଏସ୍)। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ଗୁଜରାଟ ଏଟିଏସ୍‌ ଓ ଭାରତୀୟ…

ଖବରକାଗଜ ହେଡଲାଇନ୍‌ରେ ବିଜେପି…

ଅହମ୍ମଦାବାଦ: କୋଭିଡ୍‌ ଭଳି ଆତଙ୍କ ସମୟରେ ଅଭିନବ ଉପାୟରେ ସାହସିକତା ଦେଖାଇଛି ଭାସ୍କର ଗ୍ରୁପ୍‌ର ଗୁଜରାଟୀ ଖବରକାଗଜ 'ଦିବ୍ୟ ଭାସ୍କର'। ଖବରକାଗଜର ପ୍ରଥମ ପୃଷ୍ଠାରେ ରାଜ୍ୟ ବିଜେପି ସଭାପତିଙ୍କ ଫୋନ୍‌ ନମ୍ବର ଛାପି ତାଙ୍କୁ କିଛି ଜରୁରୀ ପ୍ରଶ୍ନ ପଚାରିଛି ଗୁଜରାଟର ଅନ୍ୟତମ ବହୁଳ ପ୍ରସାରିତ ଖବରକାଗଜ…

ଆଜି ଶ୍ରମିକ ଦିବସ: ଗୁଜରାଟରେ ବନ୍ଧା ୭…

ଭୁବନେଶ୍ବର: ଆଜି ମେ ୧ ତାରିଖ। ବିଶ୍ବ ବ୍ୟାପୀ ପାଳନ ହେଉଛି ଅନ୍ତର୍ଜାତୀୟ ଶ୍ରମିକ ଦିବସ। ଏହି ଗୋଟିଏ ଦିନ ଶ୍ରମିକମାନଙ୍କୁ କାର୍ଯ୍ୟକ୍ଷେତ୍ରରୁ ଛୁଟି ମିଳିଥାଏ। ସାରା ବର୍ଷ ଅନ୍ୟ ପାଇଁ ଝାଳ ବୁହାଉଥିବା ମାଟିର ମଣିଷମାନଙ୍କ ପାଇଁ ଆଜି ଗୋଟିଏ ଦିନ ସମର୍ପିତ। ଓଡ଼ିଶା ଯଥେଷ୍ଟ ଉନ୍ନତି କରିଥିଲେ ହେଁ…

କ୍ବାରାଣ୍ଟିନ୍‌ରେ ଗୁଜରାଟ ମୁଖ୍ୟମନ୍ତ୍ରୀ

ଅହମଦାବାଦ: ଆତ୍ମ ଏକାନ୍ତବାସରେ ରହିଲେ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ। କରୋନା ଆକ୍ରାନ୍ତଙ୍କ ସହ ମିଶିବା ପରେ ଗତକାଲି ଠାରୁ ସେ ଏକାନ୍ତବାସରେ ଅଛନ୍ତି। ମଙ୍ଗଳବାର ଦିନ କଂଗ୍ରେସ ବିଧାୟକ ଇମ୍ରାନ ଖେଡ଼ାଓ୍ବାଲା ଓ ଅନ୍ୟ ୨ ଜଣ କଂଗ୍ରେସ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ…

ସୁରତରେ ଓଡ଼ିଆ ଶ୍ରମିକଙ୍କ ପୋଡ଼ାଜଳା

ସୁରତ: ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଡାଇମଣ୍ଡ ନଗରରେ ହୀରା କାରଖାନାର ଓଡ଼ିଆ ଶ୍ରମିକମାନେ ରାସ୍ତାକୁ ବାହାରି ଜଳାପୋଡ଼ା କରିଥିବା ଅଭିଯୋଗ ହୋଇଛି।। ଶହ ଶହ ସଂଖ୍ୟାରେ ଶ୍ରମିକ ରାସ୍ତାକୁ ଆସି ହଙ୍ଗାମା କରିବା ସହ ଅଟକି ରହିଥିବା ଟ୍ରକ୍‌ ଆଦିରେ ନିଆଁ ଲଗାଇ ଦେଇଥିଲେ। ଆନ୍ଦୋଳନକାରୀଙ୍କ ମଧ୍ୟରେ…