Odisha Link
Bridging the Missing Links in Odisha
Browsing Tag

ଚୀନ

ପାକିସ୍ତାନରେ ଅର୍ଥନୀତିର ମେରୁଦଣ୍ଡ…

ନୂଆଦିଲ୍ଲୀ: ପାକିସ୍ତାନରେ ଅର୍ଥନୀତିର ମେରୁଦଣ୍ଡ ପାଲଟିଛି ଗଧ। ପାକିସ୍ତାନର ଆର୍ଥିକ ସର୍ବେକ୍ଷଣର ରିପୋର୍ଟ ଅନୁଯାୟୀ, ୨୦୧୯-୨୦ ବର୍ଷ ତୁଳନାରେ ୨୦୨୦-୨୧ ବର୍ଷରେ ପାକିସ୍ତାନରେ ପଶୁମାନଙ୍କ ସଂଖ୍ୟା ୧୯ଲକ୍ଷ ବୃଦ୍ଧି ପାଇଛି। ଏଥିସହ ଗଧଙ୍କ ସଂଖ୍ୟା ୫୫ ଲକ୍ଷରୁ ୫୬ ଲକ୍ଷକୁ ବୃଦ୍ଧି ପାଇଛି। ଏଠାରେ…

ଏଲଏସିରେ ପଇଁତରା ମାରିଲା ଚୀନର ଯୁଦ୍ଧ…

ଲଦାଖ: ଭାରତ ଏବଂ ଚୀନ୍ ମଧ୍ୟରେ ସାମରିକ ବିବାଦ ଲାଗି ରହିଥିବା ବେଳେ ଏହାର ସମାଧାନ ପାଇଁ ବହୁ କମାଣ୍ଡର ସ୍ଥରୀୟ ବୈଠକ ବସି ସାରିଛି। ଏହାରି ମଧ୍ୟରେ ଚୀନର ଯୁଦ୍ଧ ବିମାନ ପୁଣି ଥରେ ଏଲଏସିରେ ପଇଁତରା ମାରିବା ଆରମ୍ଭ କରିଛି। ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ମୁତାବକ, ଚୀନର ପ୍ରାୟ…

ଚୀନରେ ‘ଆମେ ଦୁଇ, ଆମର…

ବେଜିଂ: ଚୀନରେ ଜନସଂଖ୍ୟା ହ୍ରାସ କାରଣରୁ ଚିନ୍ତାରେ ଚୀନ ସରକାର। ଜନସଂଖ୍ୟା ହ୍ରାସକୁ ଦୃଷ୍ଟିରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ଏଥିସହିତ ପରିବାର ନିୟୋଜନ ନିୟମକୁ ମଧ୍ୟ କୋହଳ କରିଛନ୍ତି ଚୀନ ସରକାର। ସୋମବାର ଦିନ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଏବେ ଚୀନରେ ଦମ୍ପତ୍ତି ମାନେ ୩ଟି…

ଏପଟେ ବିରୋଧ, ସେପଟେ ସ୍ବାଗତ: ଭାରତରେ…

ନୂଆଦିଲ୍ଲୀ: ଭାରତ-ଚୀନ୍‌ ସୀମାରେ ଲଢ଼େଇ ଓ ପରସ୍ପର ପକ୍ଷରୁ ମୃତାହତ ପରେ ଦେଶବ୍ୟାପୀ ଚୀନ୍‌ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ଚୀନ୍‌ ସୀମାରେ ୨୦ ଜଣ ଭାରତୀୟ ସୈନିକଙ୍କ ମୃତ୍ୟୁ ପରେ 'ଚୀନ୍‌ ସାମଗ୍ରୀ' ବର୍ଜନ ନେଇ ସ୍ବର ତୀବ୍ର ହୋଇଛି। ଚୀନ୍‌ ତିଆରି ସାମଗ୍ରୀ ନ କିଣିବା ପାଇଁ ଓ ବ୍ୟବହାର ନ କରିବା…

କରୋନା: ଆମେରିକା, ଚୀନ୍‌ ଓ ସ୍ପେନ୍‌…

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। ତେବେ ଏ ଆକଳନ ସତ। ଯଦି କରୋନା ଆକ୍ରାନ୍ତ ଏବଂ ମୃତ୍ୟୁରେ ଭାରତର ବର୍ତ୍ତମାନ ସ୍ଥିତିକୁ ଏକ ମାନକ ସଂଖ୍ୟା (benchmark) ହିସାବରେ ନିଆଯାଏ, ତେବେ ଆମର ଏହି ରୋଗଜନିତ ମୃତ୍ୟୁହାର ବହୁଳ ଭାବେ କ୍ଷତିଗ୍ରସ୍ତ ଦେଶ ଆମେରିକା, ଚୀନ୍‌ ଓ ସ୍ପେନ୍‌ ଠାରୁ…