Odisha Link
Bridging the Missing Links in Odisha
Browsing Tag

ପାରାଲିମ୍ପିକ୍ସ

ସଚିନଙ୍କୁ ଭେଟିଲେ ପାରାଲିମ୍ପିକ୍ସ…

ନୂଆଦିଲ୍ଲୀ: ପାରାଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମଥର ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଭେଟିଛନ୍ତି। ସଚିନଙ୍କୁ ଭେଟି ସେ କହିଛନ୍ତି, ନିଜ ପିଲା ଦିନର ସ୍ୱପ୍ନ ପୂରଣ କରିଛନ୍ତି। ସଚିନଙ୍କୁ ଭେଟିବା ପାଇଁ ସେ ପିଲା ଦିନରୁ ସ୍ୱପ୍ନ ଦେଖୁଥିଲେ…

ଟୋକିଓ ପାରାଲିମ୍ପିକ୍ସରେ ମନୋଜ…

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ମେଡାଲ ବର୍ଷା। ବିଭିନ୍ନ ବିଭାଗରେ ଭାରତୀୟ ଖେଳାଳିମାନେ ସଫଳତା ଜାରି ରଖିଛନ୍ତି। ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ପ୍ରମୋଦ ଭଗତ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଭାରତ ତରଫରୁ ବ୍ୟାଡମିଣ୍ଟନର ଆଉ ଏକ ବର୍ଗରେ ଭାରତୀୟ ଖେଳାଳି ମନୋଜ ସରକାର ଦେଶ…

ପାରାଲିମ୍ପିକ୍ସ: ଓଡ଼ିଆ ପୁଅ ପ୍ରମୋଦ…

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ କମାଲ ଦେଖାଇଛନ୍ତି ଓଡ଼ିଆ ପୁଅ ପ୍ରମୋଦ। ବ୍ୟାଡମିଣ୍ଟନ ଏକକ ବର୍ଗ ଏସଏଲ ୩ରେ ଭଗତ ଚାମ୍ପିଅନ ହୋଇ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଏଥିସହ ଭାରତ ପାରା ଅଲିମ୍ପିକ୍ସରେ ଚତୁର୍ଥ ଗୋଲ୍ଡ ଜିତିବାରେ ସଫଳ ହୋଇଛି। ଏହା ପୂର୍ବରୁ ପ୍ରମୋଦ ସେମି ଫାଇନାଲରେ ଜାପାନର ଦାଇସୁକେ…

ପାରାଲିମ୍ପିକ୍ସ: ଆର୍ଚେରୀରେ…

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ଦମ୍‌ଦାର ପ୍ରଦର୍ଶନ ଜାରି ରହିଛି। ଆଜି ଆର୍ଚେରୀରେ ପ୍ରଥମ ପଦକ ହାସଲ କରିଛି ଭାରତ। ହରବିନ୍ଦର ସିଂ ଆର୍ଚେରୀରେ ବ୍ରୋଞ୍ଜ ହାସଲ କରିଛନ୍ତି। ଏଥିସହ ଭାରତର ପଦକ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଭାରତ ଦୁଇଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୫ଟି…

ପାରାଲିମ୍ପିକ୍ସରେ ପଦକ ସୁନିଶ୍ଚିତ କଲେ…

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ମହିଳା ଟିଟି ଖେଳାଳି ଭବିନା ବେନ୍ ଇତିହାସ ରଚିଛନ୍ତି। ପ୍ରଥମ ମହିଳା ଟିଟି ଖେଳାଳି ଭାବରେ ଭାରତ ପାଇଁ ପଦକ ହାସଲ କରିବାକୁ ଯାଉଛନ୍ତି। କ୍ୱାର୍ଟର ଫାଇନାଲରେ ବିଜୟୀ ହେବା ସହ ସେ ପଦକ ନିଶ୍ଚିତ କରିଛନ୍ତି। ଭବିନା ପଟେଲ ରିଓ ସ୍ୱର୍ଣ୍ଣ ବିଜୟିନୀ…