Odisha Link
Bridging the Missing Links in Odisha
Browsing Tag

ବାହାଘର

ଭିଡିଓ ଭାଙ୍ଗିଦେଲା ବାହାଘର

ବନ୍ତଳା: ଭିଡିଓ ଭାଙ୍ଗିଦେଲା ବାହାଘର। ରାତି ପାହିଥିଲେ ହୋଇଥାନ୍ତା ବାହାଘର ପଡ଼ିଥା’ନ୍ତା ହାତଗଣ୍ଠି। ହେଲେ ପ୍ରେମିକର ଖଳବୁଦ୍ଧି ଯୋଗୁଁ ଭାଙ୍ଗିଗଲା ଯୁବତୀଙ୍କ ସ୍ବପ୍ନ। ଥାନାରେ ଅଭିଯୋଗ ପରେ ତଥାକଥିତ ପ୍ରେମିକକୁ ପୁଲିସ ଗିରଫ କରିଛି। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳର ଜଣେ…

ବର ଖବରକାଗଜ ପଢ଼ି ନପାରିବାରୁ ବାହାଘର…

ଉତ୍ତରପ୍ରଦେଶ: ଖବରକାଗଜ ପଢ଼ି ନପାରିବାରୁ ବାହାଘର ଭାଙ୍ଗିଲେ କନ୍ୟା। ଉତ୍ତରପ୍ରଦେଶର ଅରାୟା ଜନପଦରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବର ହିନ୍ଦୀ ଖବରକାଗଜ ପଢ଼ିନପାରିବାରୁ ବାହାଘର ଭାଙ୍ଗିଯାଇଛି। ଏବଂ ବର ପକ୍ଷ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି।…

ବରଯାତ୍ରୀଙ୍କୁ ଖାସି ମାଂସ ମିଳିଲାନି…

ସୁକିନ୍ଦା: ଖାସି ପାଇଁ ଭାଙ୍ଗିଲା ବାହାଘର। ବରଯାତ୍ରୀଙ୍କୁ ଖାସି ମାଂସ ନଦେବାରୁ ଫେରିଗଲା ବର। ଏଭଳି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବନ୍ଧଗାଁ ପଞ୍ଚାୟତ ମାନତିରା ଗାଁରେ। ସୂଚନା ମୁତାବକ, ମାନତିରା ଗାଁର କାଳନ୍ଦି ପାତ୍ର ଝିଅର ବାହାଘର କେନ୍ଦୁଝର ଜିଲ୍ଲା…

୨୪ କିଲୋମିଟର ସାଇକେଲ ଚଳାଇ ଆସିଲେ ବର

ବିହାର: କରୋନା ମହାମାରୀର ପାଇଁ ଦେଶର ଅନେକ ରାଜ୍ୟରେ ବିଭିନ୍ନ କଟକଣା ଜାରି କରାଯାଇଛି। ଏପରିକି କୌଣସି ଉତ୍ସବ ଏବଂ ବିବାହ ଶୋଭାଯାତ୍ରା ଉପରେ ମଧ୍ୟ ପ୍ରତିବନ୍ଧକ ଜାରି କରାଯାଇଛି। ତେବେ ଅଳ୍ପ କିଛି ସମ୍ପର୍କୀୟଙ୍କ ଗହଣରେ ବିନା ବ୍ୟାଣ୍ଡ ବାଜାରେ ବାହାଘର କରିବାକୁ ଅନୁମତି ରହିଛି। ଏହାରି ମଧ୍ୟରେ ଜଣେ…

ଅଧାରେ ରହିଗଲା ବାହାଘର, ବେଦୀରୁ ବରକୁ…

ବ୍ରହ୍ମପୁର: ଅଧାରେ ରହିଗଲା ବାହାଘର। ବାହା ବେଦୀରୁ ବରକୁ ଉଠାଇ ନେଲା ପୁଲିସ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଦସେଇପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା। ବାହାଘର ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ବାହା ବେଦୀରୁ ବରକୁ ଉଠାଇ ନେଲା ପୋଲିସ। ସୂଚନା ମୁତାବକ, ବର…

ହୋମ ନିଆଁ ଜଳିବା ପୂର୍ବରୁ ଜଳିଲା ଚିତା,…

ଝାରୁସୁଗଡା: ନିଷ୍ଠୁର ସାଜିଲା ଭାଗ୍ୟ। ରାତି ପାହିଲେ ହୋଇଥାନ୍ତା ବାହାଘର। ମାତ୍ର ଘରକୁ ଫେରିଲା ପୁଅର ମୃତଦେହ। ଏଭଳି ଏକ ଦୁଃଖଦ ଘଟଣା ଦେ‌ଖିବାକୁ ମିଳିଛି ଝାରୁସୁଗଡା ଜିଲ୍ଲା ୧୯ ଖଣ୍ଡ ମୌଜାର କଣ୍ଢେଇକେଲା ଗାଁରେ। ଶନିବାର ଦିନ ବାହାଘର ହେବାର ଥିବା ବେଳେ କରୋନାର ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି…

ଅମାନିଆ ଭିଭିଆଇପି: ବିଧାୟକଙ୍କ ଝିଅ…

ବେଙ୍ଗାଲୁରୁ: କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଥିଲେ ହେଁ ଖୋଦ୍‌ ନିୟମ ପ୍ରଣୟନକାରୀ କିଭଳି ଖୋଲାଖୋଲି ଭାବେ ବେଆଇନ କାମ କରୁଛନ୍ତି ତାହାର ଦୁଇଟି ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟକରେ। ଲକ୍‌ଡାଉନ୍‌ ନିୟମ ନ ମାନି ଚଳିତ ସପ୍ତାହରେ ରାଜ୍ୟରେ ଗୋଟିିଏ ହାଇ…